Jump to content

ଏକଲବ୍ୟ ପୁରସ୍କାର

ଉଇକିପିଡ଼ିଆ‌ରୁ

କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଓଡ଼ିଶାର କ୍ରୀଡାବିତମାନଙ୍କୁ ପ୍ରତିବର୍ଷ ଏକଲବ୍ୟ ପୁରସ୍କାର ପୁରସ୍କାର ପ୍ରଦାନ କରାଯାଇଥାଏ । ଶିଳ୍ପପତି ଡ. ବଂଶୀଧର ପଣ୍ଡା ଏବଂ ଇଲା ପଣ୍ଡାଙ୍କଦ୍ୱାରା ପ୍ରତିଷ୍ଠିତ ଏକଲବ୍ୟ ପୁରସ୍କାର, ଇମ୍ଫାଗୃପଦ୍ୱାରା ପରିଚାଳିତ ଇଣ୍ଡିଆନ ମେଟାଲ୍‌ସ ପବ୍ଲିକ୍‌ ଚାରିଟେବଲ୍‌ ଟ୍ରଷ୍ଟ (ଇମ୍ପାକ୍ଟ) ଆନୁକୁଲ୍ୟରେ ୧୯୯୩ ମସିହାରୁ ପ୍ରଦାନ କରାଯାଇ ଆସୁଅଛି । ପୁରସ୍କାର ବିଜେତାଙ୍କୁ ମାନପତ୍ର, ଉତ୍ତରୀୟ ସହ ନଗଦ ଏକ ଲକ୍ଷ ପଚାଶ ହଜାର ଟଙ୍କା ପ୍ରଦାନ କରାଯାଏ ।

ଏକଲବ୍ୟ ପୁରସ୍କାର ବିଜେତା []
ବର୍ଷବିଜେତାଖେଳଟିକା
୨୦୨୧ଋତୁପର୍ଣ୍ଣା ପଣ୍ଡାବ୍ୟାଡ଼ମିଣ୍ଟନ[]
୨୦୨୦ନମିତା ଟପ୍ପୋହକି
୨୦୧୯ଝିଲି ଦଳବେହେରାଭାରତ୍ତୋଳନ
୨୦୧୮ଲିଲିମା ମିଞ୍ଜହକି
୨୦୧୭ଦୀପସାନ ତିର୍କୀହକି[]
୨୦୧୬ଶ୍ରାବଣୀ ନନ୍ଦଆଥଲେଟିକସ[]
୨୦୧୫ଦୂତୀ ଚାନ୍ଦଆଥଲେଟିକସ[]
୨୦୧୪ପୂର୍ଣ୍ଣିମା ହେମ୍ବ୍ରମଆଥଲେଟିକସ୍[]
୨୦୧୩ଶ୍ରୀୟଙ୍କା ଷଡ଼ଙ୍ଗୀଲକ୍ଷ୍ୟ ଭେଦ (ବନ୍ଧୁକ)[]
୨୦୧୨ଦେବାଶିଷ ଦାସଚେସ[]
୨୦୧୧ପ୍ରତିମା ପୁହାଣନୌକାଚାଳନା
୨୦୧୦କିରଣ ମନୀଷା ମହାନ୍ତିଚେସ
୨୦୦୯କାଟୁଲୁ ରବି କୁମାରଭାରଉତ୍ତୋଳନ
୨୦୦୮ପଦ୍ମିନୀ ରାଉତଚେସ
୨୦୦୭ମମତା ଜେନାନୌକାଚାଳନା
୨୦୦୬ପ୍ରଭାସିନି ଦ୍ୱିବେଦୀନୌକାଚାଳନା
୨୦୦୫ସୁଭଦ୍ରା ପ୍ରଧାନହକି
୨୦୦୪ଉଇଲିୟମ ଜାକୋହକି
୨୦୦୩ଇଗ୍ନେଶ ତିର୍କୀହକି
୨୦୦୨ପ୍ରବୋଧ ତିର୍କୀହକି
୨୦୦୧ରଶ୍ମିରଞ୍ଜନ ପରିଡ଼ାକ୍ରିକେଟ
୨୦୦୦ଅନୁରାଧା ବିଶ୍ୱାଳଆଥଲେଟିକସ୍
୧୯୯୯ଲାଜରୁସ ବାର୍ଲାହକି
୧୯୯୮ଦେବାଶିଷ ମହାନ୍ତିକ୍ରିକେଟ
୧୯୯୭ସଞ୍ଜୟ ରାଉଳକ୍ରିକେଟ
୧୯୯୬ଦିଲୀପ ତିର୍କୀହକି
୧୯୯୫ଶିବସୁନ୍ଦର ଦାସକ୍ରିକେଟ
୧୯୯୪ଗ୍ଲୋରିଆ ଡଙ୍ଗ୍ ଡଙ୍ଗ୍ହକି
୧୯୯୩ରଚିତା ପଣ୍ଡାଆଥଲେଟିକସ
  1. ଏକଲବ୍ୟ ପୁରସ୍କାର ବିଜେତାଙ୍କ ତାଲିକା
  2. "ଋତୁପର୍ଣ୍ଣା ପଣ୍ଡାଙ୍କୁ ଏକଲବ୍ୟ ପୁରସ୍କାର: ସ୍ବସ୍ତି ସିଂହ, ପ୍ୟାରୀ ଖାଖାଙ୍କୁ ମିଳିବ ସମ୍ମାନ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 25 October 2021. Retrieved 25 October 2021.
  3. "Dipsan Tirkey bags Ekalabya Puraskar". www.dailypioneer.com. daily pioneer. Archived from the original on 12 July 2019. Retrieved 12 July 2019.
  4. "Odisha sprinter Srabani Nanda to receive Ekalabya Award-2016". Odisha Sun Times. Archived from the original on 9 October 2016. Retrieved 9 October 2016.
  5. "Ekalabya Award for Dutee Chand". The New Indian Express. Archived from the original on 20 November 2015. Retrieved 28 January 2016.
  6. Odishatv Bureau (14 September 2014). "Heptathlete Purnima Hembram to get Ekalabya Puraskar". Retrieved 28 January 2016.[permanent dead link]
  7. Press Trust of India (15 September 2013). "Shooter Shriyanka Sadangi bags Ekalabya Puraskar". Retrieved 28 January 2016.
  8. "Debashis Das given Ekalabya award". The Times of India. Retrieved 28 January 2016.