ଦେବାଶିଷ ଦାସ
Appearance
ଦେବାଶିଷ ଦାସ | |
---|---|
ଦେଶ | ଭାରତ |
ଜନ୍ମ | ଓଡ଼ିଶା, ଭାରତ | ୨୭ ଜୁନ ୧୯୯୩
ଉପାଧୀ | ଗ୍ରାଣ୍ଡ ମାଷ୍ଟର (୨୦୧୩) |
ସର୍ବଶ୍ରେଷ୍ଠ ରେଟିଂ | ୨୫୦୭ (ଅକ୍ଟୋବର ୨୦୧୩) |
Ranking | ୭୨୧ (ଅକ୍ଟୋବର ୨୦୧୩) |
ସର୍ବାଧିକ ମାନ୍ୟତା | ୭୨୧ (ଅକ୍ଟୋବର ୨୦୧୩) |
ଦେବାଶିଷ ଦାସ (ଜନ୍ମ ୨୭ ଜୁନ ୧୯୯୩)[୧] ଓଡ଼ିଶାର ଜଣେ ଚେସ ଖେଳାଳି। ସେ ୨୦୧୩ ମସିହାରେ ଚେସ ଗ୍ରାଣ୍ଡ ମାଷ୍ଟର (ଜି. ଏମ.)ର ଆଖ୍ୟା ପାଇଛନ୍ତି। ଗ୍ରାଣ୍ଡ ମାଷ୍ଟର ଆଖ୍ୟା ପାଇବାରେ ସେ ଓଡ଼ିଶାରୁ ପ୍ରଥମ ଓ ଭାରତର ୩୪ ତମ ଖଳାଳି ଅଟନ୍ତି[୨] ।ବିଶ୍ୱ ଚେସ ମହାସଂଘ (FIDE)ଦ୍ୱାରା ପ୍ରଦତ୍ତ ଏହି ଗ୍ରାଣ୍ଡ ମାଷ୍ଟର ଆଖ୍ୟା ଚେସ ଖେଳରେ ସବୁଠାରୁ ଶୀର୍ଷ ସ୍ତରର ଖେଳାଳିଙ୍କୁ ମିଳେ।
ଆଧାର
[ସମ୍ପାଦନା]- ↑ "Personalities". Orisports.com. Retrieved 12 January 2017.
- ↑ http://sambadepaper.com/Details.aspx?id=56652&boxid=65911734[permanent dead link], ସମ୍ବାଦ, ପୃଷ୍ଠା-୧୯, ୧୯.୧୦.୨୦୧୩
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |