ଋତପର୍ଣ୍ଣା ପଣ୍ଡା

ଉଇକିପିଡ଼ିଆ‌ରୁ
(ଋତୁପର୍ଣ୍ଣା ପଣ୍ଡାରୁ ଲେଉଟି ଆସିଛି)
ଋତପର୍ଣ୍ଣା ପଣ୍ଡା
ବ୍ୟକ୍ତିଗତ ତଥ୍ୟ
ଜନ୍ମ (1999-05-07) ୭ ମଇ ୧୯୯୯ (ବୟସ ୨୪)
ନୂଆବଜାର, କଟକ, ଓଡ଼ିଶା, ଭାରତ
ଦେଶଭାରତ
ମହିଳା ଏକଳ ଓ ମିକ୍ସଡ଼ ଡବଲ୍ସ
ସର୍ବୋଚ୍ଚ ରାଙ୍କ166 (WD 28 June 2018)
640 (XD 31 September 2018)
BWF Profile


ଋତପର୍ଣ୍ଣା ପଣ୍ଡା (ଜନ୍ମ: ୭ ମଇ ୧୯୯୯) ଓଡ଼ିଶାରେ ଜନ୍ମିତ ଜଣେ ବ୍ୟାଡ଼ମିଣ୍ଟନ ଖେଳାଳି । ସେ ୨୦୧୮ ଏସିୟାନ ଗେମ୍ସରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ।[୧][୨][୩] ବର୍ତ୍ତମାନ ସେ ହାଇଦ୍ରାବାଦସ୍ଥିତ ଗୋପିଚାନ୍ଦ ଏକାଡେମୀରେ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି । ବାଙ୍ଗାଲୁରୁଠାଅରେ ଅନୁଷ୍ଠିତ ହୋଇଥିବା ଅଖିଳ ଭାରତୀୟ ସିନିୟର ର‍୍ୟାଙ୍କିଙ୍ଗ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାରେ ସେ ମହିଳା ଡବଲ୍ସ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଥିଲେ । ସେ ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟରେ ଏମବିଏ ପଢିଛନ୍ତି ।[୪]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Badminton: Srikanth, Sindhu lead 20-member squad for Asian Games". The Times of India. 27 June 2018. Retrieved 27 July 2018.
  2. "Asian Games 2018: Here's the list of Indian squads". Mumbai Mirror. 26 July 2018. Retrieved 27 July 2018.
  3. "Odisha's budding shuttler Rutuparna eyes for Olympics". Odisha Sun Times. 9 August 2017. Retrieved 27 July 2018.
  4. "Shuttler Rutuparna Panda speaks about her expectation from Asian Games". www.eenaduindia.com. Ushodaya Enterprises Pvt. Ltd. 6 August 2018. Archived from the original on 21 October 2018. Retrieved 21 October 2018.
  5. "ଋତୁପର୍ଣ୍ଣା ପଣ୍ଡାଙ୍କୁ ଏକଲବ୍ୟ ପୁରସ୍କାର: ସ୍ବସ୍ତି ସିଂହ, ପ୍ୟାରୀ ଖାଖାଙ୍କୁ ମିଳିବ ସମ୍ମାନ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 25 October 2021. Retrieved 25 October 2021.