ଲାଲ ଟୁକ୍ ଟୁକ୍ ସାଧବବୋହୂ
Appearance
(ଲାଲ ଟୁକୁ ଟୁକୁ ସାଧବ ବୋହୂରୁ ଲେଉଟି ଆସିଛି)
ଲାଲ ଟୁକ୍ ଟୁକ୍ ସାଧବବୋହୂ | |
---|---|
ନିର୍ଦ୍ଦେଶକ | ସଂଗ୍ରାମ ବିଶ୍ୱାଳ |
ପ୍ରଯୋଜକ | ସୁମିତ ରାଉତ |
ସଂଳାପ | ବିଜୟ ମଲ୍ଲ |
ଚିତ୍ରନାଟ୍ୟ | ସଂଗ୍ରାମ ବିଶ୍ୱାଳ |
କାହାଣୀ | ସୁନୀଲ ରାଉତ |
କଳାକାର | ଅରିନ୍ଦମ ରାୟ ଅନୁ ଚୌଧୁରୀ କାଜଲ ମିଶ୍ର ବବି ମିଶ୍ର ଦେବୁ ବୋଷ ବିଜୟ ମହାନ୍ତି ଦେବଯାନୀ ପିଣ୍ଟୁ ନନ୍ଦ |
ସଙ୍ଗୀତ | ସୁବାସ ରାମ |
ସମ୍ପାଦକ | ଏ. ଶ୍ରୀକର ପ୍ରସାଦ |
ମୁକ୍ତିଲାଭ ତାରିଖ | ୧୯ ଅକ୍ଟୋବର ୨୦୦୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଲାଲ ଟୁକ୍ ଟୁକ୍ ସାଧବବୋହୂ, ୨୦୦୭ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁମିତ ରାଉତ । ସୁନୀଲ ରାଉତ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ବିଜୟ ମଲ୍ଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଂଗ୍ରାମ ବିଶ୍ୱାଳ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩][୪]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ ଓ ଅନୁ ଚୌଧୁରୀ । କାଜଲ ମିଶ୍ର, ବବି ମିଶ୍ର, ଦେବୁ ବୋଷ, ବିଜୟ ମହାନ୍ତି, ଦେବଯାନୀ, ପିଣ୍ଟୁ ନନ୍ଦ, ତନ୍ଦ୍ରା ରାୟ, କୁନା ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ଅରିନ୍ଦମ ରାୟ[୩]
- ଅନୁ ଚୌଧୁରୀ[୫][୬]
- କାଜଲ ମିଶ୍ର
- ବବି ମିଶ୍ର
- ଦେବୁ ବୋଷ
- ବିଜୟ ମହାନ୍ତି
- ଦେବଯାନୀ
- ପିଣ୍ଟୁ ନନ୍ଦ
- ତନ୍ଦ୍ରା ରାୟ
- କୁନା ତ୍ରିପାଠୀ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୁବାସ ରାମ । ଅରୁଣ ମନ୍ତ୍ରୀ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ତପୁ ମିଶ୍ର, ପମି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ଫଗୁଣ ଫୁଲ ଫୁଲ କହେ" | |
2. | "ଓମ୍ ନମଃ ଶିବାୟ" | |
3. | "ଲାଲ ଟୁକୁ ଟୁକୁ ସାଧବ ବୋହୂ" | |
4. | "ମୋ ମନରେ ତୁ ଜହ୍ନରେ ତୁ" | |
5. | "ଆ'ରେ ଆ ମୋ ସୂରରେ ସୁର ଦେଇ ଗୀତ ପଦେ ଗା" | |
6. | "ସିନ୍ଦୂର ମୋର ପାଣିର ଗାର" |
ଆଧାର
[ସମ୍ପାଦନା]- ↑ "Be Prepared To Be Thrilled Soon By 'Rahasya'". Mycitylinks- Bhubaneswar | Cuttack | Puri (in ଇଂରାଜୀ). Archived from the original on 10 January 2019. Retrieved 29 December 2018.
- ↑ "ଓଲିଉଡ଼୍ରେ ଏକ ଲମ୍ବା ଇନିଂସ ଖେଳିବାକୁ ପ୍ରସ୍ତୁତ ଏହି ନାୟକ | Sambad". Sambad (in Odia). ଓଡ଼ିଶା. 9 September 2018. Archived from the original on 13 September 2018. Retrieved 10 September 2018.
{{cite news}}
: CS1 maint: unrecognized language (link) - ↑ ୩.୦ ୩.୧ "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 March 2020. Retrieved 27 August 2018.
- ↑ "ସଂଗ୍ରାମଙ୍କ ସିନେମାରେ ନାହାନ୍ତି ବର୍ଷା". ସମ୍ବାଦ. 4 March 2023. p. 10. Archived from the original on 28 August 2023. Retrieved 28 August 2023.
- ↑ "ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ". OdishaLIVE. 7 May 2018. Retrieved 27 August 2018.
- ↑ "ଏହି ଓଲିଉଡ଼୍ ନାୟିକାଙ୍କୁ ମିଳିଥିଲା ପ୍ରଥମ ସିନେମାରେ ବିବାହିତା ମହିଳା ଭୂମିକା | Sambad". Sambad. 27 December 2017. Archived from the original on 29 December 2017. Retrieved 1 September 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଲାଲ ଟୁକ୍ ଟୁକ୍ ସାଧବବୋହୂ