ରାଜୁ ଆୱାରା
ରାଜୁ ଆୱାରା | |
---|---|
ନିର୍ଦ୍ଦେଶକ | ଦେବାନନ୍ଦ ନାୟକ |
ପ୍ରଯୋଜକ | ଏଲୋରା ପ୍ରିୟଦର୍ଶିନୀ ସନ୍ତୋଷ ତ୍ରିପାଠୀ |
ଚିତ୍ରନାଟ୍ୟ | ଦେବାନନ୍ଦ ନାୟକ |
କାହାଣୀ | ଦେବାନନ୍ଦ ନାୟକ |
କଳାକାର | ଆକାଶ ଦାସନାୟକ ଅର୍ପିତା ମୁଖାର୍ଜୀ ବିଜୟ ମହାନ୍ତି ନମ୍ରତା ଦାସ |
ସଙ୍ଗୀତ | ବିଦ୍ୟାଧର ସାହୁ |
ଚିତ୍ରଗ୍ରହଣ | ଏସ୍. ରଞ୍ଜନ |
ସମ୍ପାଦକ | ଦେବାନନ୍ଦ ନାୟକ |
ମୁକ୍ତିଲାଭ ତାରିଖ | ୨ ମାର୍ଚ୍ଚ ୨୦୧୨[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ରାଜୁ ଆୱାରା, ୨୦୧୨ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏଲୋରୀ ପ୍ରିୟଦର୍ଶିନୀ ଏବଂ ସନ୍ତୋଷ ତ୍ରିପାଠୀ ।[୨] ଦେବାନନ୍ଦ ନାୟକ ଏହି କଥାଚିତ୍ରଟିର କାହାଣୀ ଏବଂ ଚିତ୍ରନାଟ୍ୟ ରଚନା କରିବା ସହ ନିର୍ଦ୍ଦେଶନା ଦେଇଥିଲେ ।[୨] ବିଦ୍ୟାଧର ସାହୁ କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ମୋହିତ ଚକ୍ରବର୍ତ୍ତୀ, ଚିନ୍ତାମଣି ଦାସ, ବନଜ ମହାପାତ୍ର, ଦେବାନନ୍ଦ ନାୟକ, ପଞ୍ଚାନନ ନାୟକ ଆଦି ଗୀତିକାରମାନେ କଥାଚିତ୍ରଟିରେ ଗୀତଗୁଡ଼ିକ ରଚନା କରିଥିଲେ । ଅନ୍ତରା ମିତ୍ର, ସଞ୍ଜୁ ମହାନ୍ତି, ଅରବିନ୍ଦ ମୁଦୁଲି, ପ୍ରଦୀପ, ସୌରଭ ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଆକାଶ ଦାସନାୟକ ଏବଂ ଅର୍ପିତା ମୁଖାର୍ଜୀ ।[୨] ବିଜୟ ମହାନ୍ତି, ନମ୍ରତା ଦାସ, ଚୌଧୁରୀ ଜୟପ୍ରକାଶ ଦାଶ, ରଞ୍ଜନ କୁମାର ଦିକ୍ଷୀତ, ମଞ୍ଜୁଳ କଅଁର, ପ୍ରଜ୍ଞା ଖଟୁଆ, ଲୀନା, ମନୋଜିତ୍, ଉପେନ୍ଦ୍ର ପତି, ବିଜୟ ପଟ୍ଟନାୟକ, ଅନୁପ ଶାହା, ଜୟୀରାମ ସାମଲ, ସରସ୍ୱତୀ, ତାନିଆ, ଜର୍ଜ ତିଆଡ଼ି
ଅଭିନୟ
[ସମ୍ପାଦନା]- ଆକାଶ ଦାସନାୟକ[୩]
- ଅର୍ପିତା ମୁଖାର୍ଜୀ[୪]
- ବିଜୟ ମହାନ୍ତି
- ଜୟୀରାମ ସାମଲ
- ଜର୍ଜ ତିଆଡ଼ି
- ନମ୍ରତା ଦାସ
- ମନୋଜିତ୍
- ତାନିଆ
- ଚୌଧୁରୀ ଜୟପ୍ରକାଶ ଦାସ
- ଅନୁପମ ଶାହା
- ପ୍ରଜ୍ଞା ଖଟୁଆ
ଗୀତ ଓ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଦ୍ୟାଧର ସାହୁ ।[୨] ଏହି କଥାଚିତ୍ରଟିର ଗୀତଗୁଡ଼ିକ ମୋହିତ ଚକ୍ରବର୍ତ୍ତୀ, ବନଜ ମହାପାତ୍ର, ଚିନ୍ତାମଣି ଦାସ, ଦେବାନନ୍ଦ ନାୟକ ଆଦି ଗୀତିକାରମାନେ ରଚନା କରିଥିଲେ । କଥାଚିତ୍ରଟିର ଗୀତଗୁଡ଼ିକ ଅନ୍ତରା ମିତ୍ର, ସଞ୍ଜୁ ମହାନ୍ତି, ଅରବିନ୍ଦ ମୁଦୁଲି, ପ୍ରଦୀପ, ସୌରଭ ଅଦି କଣ୍ଠଶିଳ୍ପିମାନେ ଗାଇଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ଏ କି ବାସ୍ନା" | |
2. | "ସମୟ ଥିଲା" | |
3. | "ମୁଁ ରାଜୁ ଆୱାରା" | |
4. | "ପାଦ ଚିପି ଲୁଚି ଲୁଚି" |
ଆଧାର
[ସମ୍ପାଦନା]- ↑ "Raju Awara". Incredible Orissa. 4 September 2011. Retrieved 12 October 2017.
- ↑ ୨.୦ ୨.୧ ୨.୨ ୨.୩ "ଫିଲ୍ମ ରେଡି, ହଲ୍ କାହିଁ!". ଦ ସନ୍ଡେ ଇଣ୍ଡିଆନ. 2 October 2011. Retrieved 12 October 2017.
- ↑ "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ହିରୋଗିରି' | Sambad". ସମ୍ବାଦ. sambad.in. 20 November 2021. Archived from the original on 31 December 2021. Retrieved 31 December 2021.
- ↑ "ଏବେ ଦକ୍ଷିଣୀ ସିନେମାରେ ଏହି ଓଲିଉଡ ନାୟିକା". sambad.in. 22 May 2018. Retrieved 6 June 2018.
ବାହାର ଆଧାର
[ସମ୍ପାଦନା]ଇଣ୍ଟରନେଟ ମୁଭି ଡାଟାବେସରେ ରାଜୁ ଆୱାରା