ରଙ୍ଗ୍ ନମ୍ବର
ଦେଖଣା
ରଙ୍ଗ୍ ନମ୍ବର | |
---|---|
ନିର୍ଦ୍ଦେଶକ | ବବି ଇସ୍ଲାମ୍ |
ପ୍ରଯୋଜକ | ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର |
ସଂଳାପ | ବବି ଇସ୍ଲାମ୍ |
ଚିତ୍ରନାଟ୍ୟ | ବବି ଇସ୍ଲାମ୍ |
କାହାଣୀ | ଆଲୋକ ରାୟ |
କଳାକାର | ମିହିର ଦାସ ଶ୍ରୀତମ ଦାସ ପିଣ୍ଟୁ ନନ୍ଦ ଜ୍ୟୋତି ମିଶ୍ର ହର ପଟ୍ଟନାୟକ |
ସଙ୍ଗୀତ | ଶାନ୍ତିରାଜ ଖୋସ୍ଲା |
ଚିତ୍ରଗ୍ରହଣ | ନିରଞ୍ଜନ ଦାସ |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୨୦୦୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ରଙ୍ଗ୍ ନମ୍ବର, ୨୦୦୨ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର । ଆଲୋକ ରାୟ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ବବି ଇସ୍ଲାମ୍ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]
ମିହିର ଦାସ, ଶ୍ରୀତମ ଦାସ, ପିଣ୍ଟୁ ନନ୍ଦ, ଜ୍ୟୋତି ମିଶ୍ର, ହର ପଟ୍ଟନାୟକ, ସରୋଜ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ସୁରେଶ ବଳ, ରବି ମିଶ୍ର, ମୋନାଲିସା, ବନମାଳି ପାଣ୍ଡିଆ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ମିହିର ଦାସ
- ଶ୍ରୀତମ ଦାସ
- ପିଣ୍ଟୁ ନନ୍ଦ
- ଜ୍ୟୋତି ମିଶ୍ର
- ହର ପଟ୍ଟନାୟକ
- ସରୋଜ ଦାସ
- ପ୍ରଦ୍ୟୁମ୍ନ ଲେଙ୍କା
- ସୁରେଶ ବଳ
- ରବି ମିଶ୍ର
- ମୋନାଲିସା
- ବନମାଳି ପାଣ୍ଡିଆ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତିରାଜ ଖୋସ୍ଲା । ଗିରିଧାର ଗମାଙ୍ଗ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ବିଭୁ କିଶୋର, ନସୀର ଆସି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ "ସମ୍ବିତଙ୍କ ପ୍ରେମ". ସମାଜ ରବିବାର. ଓଡ଼ିଶା. 23 December 2018. p. ୮. Archived from the original on 27 December 2018. Retrieved 27 December 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରଙ୍ଗ୍ ନମ୍ବର