ମୁଁ

ଉଇକିପିଡ଼ିଆ‌ରୁ
ମୁଁ
ନିର୍ଦ୍ଦେଶକନିଶିକାନ୍ତ ଦଳବେହେରା
ପ୍ରଯୋଜକନରେନ୍ଦ୍ର ସାହୁ
ସଂଳାପଦୀପକ ଜେନା
ଚିତ୍ରନାଟ୍ୟନିଶିକାନ୍ତ ଦଳବେହେରା
କାହାଣୀପଦ୍ମିନୀ ପାତ୍ର
କଳାକାରସୁମନ, ନିକିତା, ମିହିର ଦାସ, ରୋମି, ରଫି, ବୀଣା ମହାପାତ୍ର
ସଙ୍ଗୀତବିଭୂତିଭୂଷଣ ଗଡ଼ନାୟକ
ଚିତ୍ରଗ୍ରହଣସୁଶୀଲ
ମୁକ୍ତିଲାଭ ତାରିଖ
୫ ଅକ୍ଟୋବର ୨୦୧୨[୧]
ଦେଶ ଭାରତ
ଭାଷାଓଡ଼ିଆ

ମୁଁ, ୨୦୧୨ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନରେନ୍ଦ୍ର ସାହୁ ।[୧] ପଦ୍ମୀନି ପାତ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଦୀପକ ଜଣେ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିଶିକାନ୍ତ ଦଳବେହେରା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତ ନିର୍ଦ୍ଦେଶକ ବିଭୂତିଭୂଷଣ ଗଡ଼ନାୟକ ଏହି କଥାଚିତ୍ରଟିର ସ୍ୱରା ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୁମନ ଏବଂ ନିକିତା ।[୧] ମିହିର ଦାସ, ରୋମି, ରଫି, ପ୍ରଜ୍ଞା, ବୀଣା ମହାପାତ୍ର, ରବି ମିଶ୍ର, ଚୌଧୁରୀ ଜୟପ୍ରକାଶ ଦାସ, ବିଭୂତି ତ୍ରିପାଠୀ, ଦେବୀ ବାରିକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୂତିଭୂଷଣ ଗଡ଼ନାୟକ[୧] ପଞ୍ଚାନନ ନାୟକ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ବିନୋଦ ରାଠୋଡ଼, ତପୁ ମିଶ୍ର, ମାନସ ପ୍ରୀତମ, ଅମ୍ରିତା ପଣ୍ଡା, ତରୁଣମ୍ ମଲ୍ଲିକ୍, ରାଜେଶ ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଏ ଆଖି ଖୋଲିଦେଲେ ତୁ" 
2."ଗୋରୀ ତୋର ଦେହ" 
3."ହେ ପ୍ରଭୁ" 
4."ରାତି ପାହିଲା" 
5."ସଖିରେ ସଖି" 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Mu New Oriya Movie". Incredible Orissa. 18 July 2012. Retrieved 20 November 2017.
  2. ୨.୦ ୨.୧ ୨.୨ "Odia Movie "Mun"". NewOdisha.in. 4 September 2012. Archived from the original on 5 November 2017. Retrieved 20 November 2017.
  3. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.

ବାହାର ଆଧାର[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ମୁଁ