ମୁଁ
ମୁଁ | |
---|---|
ନିର୍ଦ୍ଦେଶକ | ନିଶିକାନ୍ତ ଦଳବେହେରା |
ପ୍ରଯୋଜକ | ନରେନ୍ଦ୍ର ସାହୁ |
ସଂଳାପ | ଦୀପକ ଜେନା |
ଚିତ୍ରନାଟ୍ୟ | ନିଶିକାନ୍ତ ଦଳବେହେରା |
କାହାଣୀ | ପଦ୍ମିନୀ ପାତ୍ର |
କଳାକାର | ସୁମନ, ନିକିତା, ମିହିର ଦାସ, ରୋମି, ରଫି, ବୀଣା ମହାପାତ୍ର |
ସଙ୍ଗୀତ | ବିଭୂତିଭୂଷଣ ଗଡ଼ନାୟକ |
ଚିତ୍ରଗ୍ରହଣ | ସୁଶୀଲ |
ମୁକ୍ତିଲାଭ ତାରିଖ | ୫ ଅକ୍ଟୋବର ୨୦୧୨[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମୁଁ, ୨୦୧୨ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନରେନ୍ଦ୍ର ସାହୁ ।[୧] ପଦ୍ମୀନି ପାତ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଦୀପକ ଜଣେ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିଶିକାନ୍ତ ଦଳବେହେରା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତ ନିର୍ଦ୍ଦେଶକ ବିଭୂତିଭୂଷଣ ଗଡ଼ନାୟକ ଏହି କଥାଚିତ୍ରଟିର ସ୍ୱରା ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୁମନ ଏବଂ ନିକିତା ।[୧] ମିହିର ଦାସ, ରୋମି, ରଫି, ପ୍ରଜ୍ଞା, ବୀଣା ମହାପାତ୍ର, ରବି ମିଶ୍ର, ଚୌଧୁରୀ ଜୟପ୍ରକାଶ ଦାସ, ବିଭୂତି ତ୍ରିପାଠୀ, ଦେବୀ ବାରିକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]
ଅଭିନୟ
[ସମ୍ପାଦନା]- ସୁମନ
- ନିକିତା
- ମିହିର ଦାସ[୩]
- ରୋମି
- ରଫି
- ପ୍ରଜ୍ଞା
- ବୀଣା ମହାପାତ୍ର
- ରବି ମିଶ୍ର
- ଚୌଧୁରୀ ଜୟପ୍ରକାଶ ଦାସ
- ଭୂପତି ତ୍ରିପାଠୀ
- ଦେବୀ ବାରିକ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୂତିଭୂଷଣ ଗଡ଼ନାୟକ ।[୧] ପଞ୍ଚାନନ ନାୟକ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ବିନୋଦ ରାଠୋଡ଼, ତପୁ ମିଶ୍ର, ମାନସ ପ୍ରୀତମ, ଅମ୍ରିତା ପଣ୍ଡା, ତରୁଣମ୍ ମଲ୍ଲିକ୍, ରାଜେଶ ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨]
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ଏ ଆଖି ଖୋଲିଦେଲେ ତୁ" | |
2. | "ଗୋରୀ ତୋର ଦେହ" | |
3. | "ହେ ପ୍ରଭୁ" | |
4. | "ରାତି ପାହିଲା" | |
5. | "ସଖିରେ ସଖି" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Mu New Oriya Movie". Incredible Orissa. 18 July 2012. Retrieved 20 November 2017.
- ↑ ୨.୦ ୨.୧ ୨.୨ "Odia Movie "Mun"". NewOdisha.in. 4 September 2012. Archived from the original on 5 November 2017. Retrieved 20 November 2017.
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମୁଁ