ମାଣିକ (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ମାଣିକ
ନିର୍ଦ୍ଦେଶକଆର୍. ଅସରର
ପ୍ରଯୋଜକଯୋଗେନ୍ଦ୍ର ମହାପାତ୍ର
ପୂର୍ଣ୍ଣ ମହାପାତ୍ର
ସଂଳାପପ୍ରେମାଞ୍ଜନ ମହାନ୍ତି
ଚିତ୍ରନାଟ୍ୟପ୍ରେମାଞ୍ଜନ ମହାନ୍ତି
କଳାକାରବିଜୟ ମହାନ୍ତି
ତନ୍ଦ୍ରା ରାୟ
ଗୁରୁ ଦତ୍ତ
ଜୟୀରାମ ସାମଲ]
ସଙ୍ଗୀତଉପେନ୍ଦ୍ର କୁମାର
ଚିତ୍ରଗ୍ରହଣନାଗରାଜ
ସମ୍ପାଦକମାଧବନ
Production
company
ରୁପା ଇଣ୍ଟରନେସନାଲ
ମୁକ୍ତିଲାଭ ତାରିଖ
୧୯ ଜୁଲାଇ ୧୯୮୬
କଥାଚିତ୍ରର ସମୟ
୧୩୫ ମିନିଟ
ଦେଶ ଭାରତ
ଭାଷାଓଡ଼ିଆ

ମାଣିକ, ୧୯୮୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଯୋଗେନ୍ଦ୍ର ମହାପାତ୍ର ଓ ପୂର୍ଣ୍ଣ ମହାପାତ୍ର । ପ୍ରେମାଞ୍ଜନ ମହାନ୍ତି ଏହି କଥାଚିତ୍ରଟିର ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ଆର୍. ଅସରର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କର କାଞ୍ଚି ଅଭିଯାନ ସମୟର କିମ୍ବଦନ୍ତୀ କାହାଣୀ ମାଣିକ ଗଉଡ଼ୁଣୀ ଉପରେ ଆଧାରିତ ।[୨][୩][୪][୫]

ବିଜୟ ମହାନ୍ତି, ତନ୍ଦ୍ରା ରାୟ, ଗୁରୁ ଦତ୍ତ, ଜୟୀରାମ ସାମଲ, ଜୟା ବି, ଧୀର ବାସ, ଗୀତ ଦତ୍ତ, ପ୍ରେମାଞ୍ଜନ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟରି ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଉପେନ୍ଦ୍ର କୁମାରନାରାୟଣ ପ୍ରସାଦ ସିଂହ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଚିତ୍ତ ଜେନା, ପ୍ରଣବ ପଟ୍ଟନାୟକ, ଏସ୍. ଜାନକୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ରଖିଥା ମିଠା ଦହି"ନାରାୟଣ ପ୍ରସାଦ ସିଂହଏସ୍. ଜାନକୀ 
2."କୃଷ୍ଣ ମାୟା କଲେ"ନାରାୟଣ ପ୍ରସାଦ ସିଂହପ୍ରଣବ ପଟ୍ଟନାୟକ 

ଆଧାର[ସମ୍ପାଦନା]

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
  2. "Archived copy". Archived from the original on 5 October 2011. Retrieved 2011-07-03.{{cite web}}: CS1 maint: archived copy as title (link)
  3. Google books: Lord Jagannath - Page 163
  4. Google Books: Legends and stories on Lord Jagannath
  5. "ଆର୍କାଇଭ୍ କପି". Archived from the original on 2015-07-04. Retrieved 2018-08-22. {{cite web}}: Cite has empty unknown parameter: |1= (help)

ବାହାର ଆଧାର[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ମାଣିକ