ବିଶ୍ୱେଶ୍ୱର ଟୁଡୁ
ଦେଖଣା
ବିଶ୍ୱେଶ୍ୱର ଟୁଡୁ | |
|---|---|
ବିଶ୍ୱେଶ୍ୱର ଟୁଡୁ | |
| ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ | |
| ପ୍ରଧାନ ମନ୍ତ୍ରୀ | ନରେନ୍ଦ୍ର ମୋଦି |
| ସାଂସଦ: ୧୭ଶ ଲୋକ ସଭା | |
| କାର୍ଯ୍ୟକାଳ ୨୦୧୯ – ୨୦୨୪ | |
| ପୂର୍ବ ଅଧିକାରୀ | ରାମଚନ୍ଦ୍ର ହାଁସଦା |
| ନିର୍ବାଚନ ମଣ୍ଡଳୀ | ମୟୂରଭଞ୍ଜ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୨୮ ମାର୍ଚ୍ଚ ୧୯୬୫ ତାଳଚେର, ଓଡ଼ିଶା |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ବିଜେପି |
| ଜୀବନ ସାଥୀ | ସୁମିତ୍ରା ଟୁଡ଼ୁ |
| ବୋଉ | ବୁଡ଼ୁଚୁ ଟୁଡ଼ୁ |
| ବାପା | ସୁକୁଳ ଟୁଡ଼ୁ |
| ଘର | ଖୁଣ୍ଟାପାଳ, ମୟୂରଭଞ୍ଜ, ଓଡ଼ିଶା |
| ୦୭ ଜୁଲାଇ, ୨୦୨୧ ସୁଦ୍ଧା | |
ବିଶ୍ୱେଶ୍ୱର ଟୁଡ଼ୁ ଜଣେ ଭାରତୀୟ ରାଜନୀତିଜ୍ଞ । ଭାରତର ୧୭ଶ ଲୋକ ସଭାକୁ ସେ ୨୦୧୯ ନିର୍ବାଚନରେ ମୟୁରଭଞ୍ଜ ନିର୍ବାଚନ ମଣ୍ଡଳୀରୁ ବିଜେପି ଦଳ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ ।[୧] ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଦେବାଶିଷ ମାରାଣ୍ଡିଙ୍କୁ ୨୫,୨୫୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୨]
ବିଶ୍ୱେଶ୍ୱର ଟୁଡୁ | |
|---|---|
| ସଦସ୍ୟ: ୧୭ଶ ଲୋକ ସଭା | |
| ପୂର୍ବ ଅଧିକାରୀ | ରାମ ଚନ୍ଦ୍ର ହାଁସଦା, ବିଜେଡି |
| ନିର୍ବାଚନ ମଣ୍ଡଳୀ | ମୟୁରଭଞ୍ଜ |
| Assumed office ୨୦୧୯ | |
| ବ୍ୟକ୍ତିଗତ ସବିଶେଷ | |
| ରାଜନୀତିକ ଦଳ | ବିଜେପି |
| ବାପା/ବୋଉ | ସୁକୁଳ ଟୁଡୁ (ବାପା) |
| ଘର | ଖୁଣ୍ଟାପାଳ, ପରମନାଦ, ମୋରାଦ, ମୟୁରଭଞ୍ଜ |
| ବୃତ୍ତି | ସମଜସେବୀ, ରାଜନୀତିଜ୍ଞ |
| ୦୩ ଜୁନ, ୨୦୧୯ ସୁଦ୍ଧା ଆଧାର: [୧] | |
୨୦୨୧ ମସିହାରେ ସେ ଭାରତ ସରାକାରଙ୍କର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ ।
ବିଶ୍ୱେଶ୍ୱରଙ୍କର ପୈତୃକ ଗ୍ରାମ ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟାପାଳ ଗ୍ରାମ । ସେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା ଶିକ୍ଷା ଲାଭ କରିଛନ୍ତି । ୨୦୧୯ ଲୋକ ସଭା ନିର୍ବାଚନ ପୂର୍ବରୁ ସେ ସରକାରୀ ଚାକିରୀ ଛାଡ଼ି ଦେଇ ରାଜନୀତିରେ ଯୋଗଦେଇଥିଲେ ।[୩]
ଆଧାର
[ସମ୍ପାଦନା]- ↑ "Bishweswar Tudu ,BJP: Latest Updates On Bishweswar Tudu, Lok Sabha Constituency Seat". NDTV.com (in ଇଂରାଜୀ). Retrieved 2019-06-03.
- ↑ "General Election 2019 - Election Commission of India". results.eci.gov.in. Retrieved 2019-06-03.
- ↑ "It is quiet in new Union Minister from Odisha Tudu's ancestral village". www.newindianexpress.com. The New Indian Express. Archived from the original on 8 July 2021. Retrieved 8 July 2021.