ଅଠରନଳା
ଦେଖଣା
ଅଠରନଳା ହେଉଛି ଅଷ୍ଟାଦଶ ପୁରାଣର ପ୍ରତୀକ। ଅଷ୍ଟାଦଶ ପୁରାଣ ପାଠ ଓ ନାନାଦି ବ୍ରତ ଉପବାସ କରିଲା ପରେ ଯେମିତି ଧର୍ମ ଦିଗକୁ ମନବଳେ, ସେମିତି ଅଠରନଳା ପାର ହେଲା ପରେ ଜଗନ୍ନାଥ ମନ୍ଦିର ବା ଶ୍ରୀମନ୍ଦିର ଦିଶେ। ବସ୍ ଯୋଗେ ପୁରୀକୁ ଯିବାବେଳେ ବାଟରେ ଅଠରନଳା ପଡ଼ିଥାଏ। [୧]ଏହି ଅଠରନଳା ବନ୍ଧର ଦୈର୍ଘ୍ୟ ୨୯୦ ଫୁଟ। ଏଥିରେ ଥିବା ଖିଲଣଗୁଡ଼ିକ ୧୬ ଫୁଟରୁ ୨୭ ଫୁଟ ପର୍ଯ୍ୟନ୍ତ। ଏହାର ମଝି ଖିଲଣଟି ବଡ଼ ଓ ଅନ୍ୟ ଖିଲଣଗୁଡ଼ିକ ଦୁଇପାଖକୁ କ୍ରମାନ୍ୱୟରେ ଛୋଟ ହୋଇଯାଇଛି। କନ୍ଦା ଓ ବାଲିଆ ପଥର ବ୍ୟବହାର କରି ଅଠର ନଳା ମତ୍ସ୍ୟକେଶରୀଙ୍କ ରାଜତ୍ବକାଳରେ ନିର୍ମିତ ହୋଇଥିଲା। [୨]
ଇତିହାସ
କିମ୍ବଦନ୍ତୀ
ଆଧାର
ବାହାର ତଥ୍ୟ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |