ଯଦୁମଣି ପ୍ରଧାନ

ଉଇକିପିଡ଼ିଆ‌ରୁ
ଯଦୁମଣି ପ୍ରଧାନ
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୯୦
ପୂର୍ବ ଅଧିକାରୀନବୀନ କୁମାର ପ୍ରଧାନ
ପର ଅଧିକାରୀପ୍ରସନ୍ନ ଆଚାର୍ଯ୍ୟ
ନିର୍ବାଚନ ମଣ୍ଡଳୀବରଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1943-12-31)୩୧ ଡିସେମ୍ବର ୧୯୪୩
ମୃତ୍ୟୁ୧ ଡିସେମ୍ବର ୨୦୧୦(2010-12-01) (ବୟସ ୬୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀହେମନ୍ତ ପ୍ରଧାନ
ବାପା/ବୋଉମାଧବ ଚନ୍ଦ୍ର ପ୍ରଧାନ (ବାପା‌)
ବୃତ୍ତିରାଜନୀତିଜ୍ଞ

ଯଦୁମଣି ପ୍ରଧାନ (୩୧ ଡିସେମ୍ବର ୧୯୪୩ - ୧ ଡିସେମ୍ବର ୨୦୧୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୮୦ ଓ ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବା ଓ ଶିକ୍ଷା[ସମ୍ପାଦନା]

ଯଦୁମଣି ପ୍ରଧାନ ୧୯୪୩ ମସିହାର ଡିସେମ୍ବର ୩୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମାଧବ ଚନ୍ଦ୍ର ପ୍ରଧାନ ଏବଂ ପତ୍ନୀଙ୍କ ନାମ ହେମନ୍ତ ପ୍ରଧାନ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଯଦୁମଣି ପ୍ରଧାନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଯଦୁମଣି ପ୍ରଧାନ ୨୦୧୦ ମସିହାର ଡିସେମ୍ବର ୧ ତାରିଖରେ ୬୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Jadumani Pradhan". odishaassembly.nic.in. Odisha Assembly. Retrieved 28 October 2021.