ବଦମାସ୍‌ ଟୋକା

ଉଇକିପିଡ଼ିଆ‌ରୁ
ବଦମାସ୍‌ ଟୋକା
ନିର୍ଦ୍ଦେଶକପ୍ରଶାନ୍ତ ପାଲ୍
ପ୍ରଯୋଜକସୌଭାଗ୍ୟ କୁମାର ପରିଡ଼ା
ସଂଳାପରଜନୀ ରଞ୍ଜନ
କାହାଣୀଲିଙ୍ଗରାଜ ପତି
କଳାକାରଉଦୟ, ମାଳବିକା, ମିହିର ଦାସ, ବିଜୟ ମହାନ୍ତି, ମୀନକେତନ, ଅଶ୍ରୁମୋଚନ ମହାନ୍ତି, ଅସୀତ ପତି
ସଙ୍ଗୀତପି. କୁମାର
ଚିତ୍ରଗ୍ରହଣଅଜିତ ବାବୁ
ମୁକ୍ତିଲାଭ ତାରିଖ
୧୫ ସେପ୍ଟେମ୍ବର ୨୦୧୭[୧]
ଦେଶ ଭାରତ
ଭାଷାଓଡ଼ିଆ

ବଦମାସ୍‌ ଟୋକା, ୨୦୧୭ରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର ।[୨][୩] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୌଭାଗ୍ୟ କୁମାର ପରିଡ଼ା ।[୪] ଏସ୍‌କେ.ଏଣ୍ଟରଟେନ୍‌ମେଣ୍ଟ୍‌ ବ୍ୟାନରରେ ନିର୍ମତ ହୋଇଥିଲା ଏହି ଚଳଚ୍ଚିତ୍ରଟି । ଏହି ବ୍ୟାନରର ଏହା ପ୍ରଥମ ଚଳଚ୍ଚିତ୍ର ଥିଲା ।[୫] ଏହି ଚଳଚ୍ଚିତ୍ରଟିର କାହାଣୀ ଲେଖିଥିଲେ ଲିଙ୍ଗରାଜ ପତି ଏବଂ ସଂଳାପ ଲେଖିଥିଲେ ରଜନୀ ରଞ୍ଜନ ।[୬] ନିର୍ଦ୍ଦେଶକ ପ୍ରଶାନ୍ତ ପାଲ୍ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୭] ସଙ୍ଗୀତ ନିର୍ଦ୍ଦେଶନ ପି. କୁମାର ଚଳଚ୍ଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୫] ୧୫ ସେପ୍ଟେମ୍ବର ୨୦୧୭ରେ ମୁକ୍ତିଲାଭ କରିଥିଲା ଏହି କଥାଚିତ୍ରଟି ।[୮]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଉଦୟ[୯] ଏବଂ ବଙ୍ଗୀୟ ନାୟିକା ମାଳବିକା ବାନାର୍ଜୀ ।[୧୦][୧୧][୭] ଉଦୟ ପୂର୍ବରୁ ତାମିଲ କଥାଚିତ୍ରରେ ଅଭିନୟ କରିଥିଲେ ।[୧୨] ଏହି ଚଳଚ୍ଚିତ୍ର ଜରିଆରେ ସେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ଶିବମ୍[୧୩], ମିହିର ଦାସ, ବିଜୟ ମହାନ୍ତି, ମୀନକେତନ, ଅଶ୍ରୁମୋଚନ ମହାନ୍ତି, ଅସୀତ ପତି, ହାଡ଼ୁ, ଗୁଡ୍ଡୁ, ସୁମନ ଆଦି କଳାକାରମାନେ ଚଳଚ୍ଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧୪]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପି. କୁମାର ।[୧୬] ଅରୁଣ ମନ୍ତ୍ରୀ ଏବଂ ମାନସ ସାସ୍‌ମଲ୍ ଏହି ଚଳଚ୍ଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୧୩] ୧ ସେପ୍ଟେମ୍ବର ୨୦୧୭ରେ ଏହି ଚଳଚ୍ଚିତ୍ରଟି ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା ।[୧୨]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ବଦମାସ୍ ଟୋକା" 
2."ତୋ ରୂପର ଉପମାକୁ" 
3."ତୋର ରେଟ୍ କେତେ" 
4."ଆକାଶ ଯେମିତି ଥିଲା" 

ଆଧାର[ସମ୍ପାଦନା]

  1. "Emiti Bi Heipare and Badmas Toka is scheduled to be hit the screen in 15th.september". Odisha News Times. 7 September 2017. Retrieved 8 September 2017.
  2. "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 2 November 2017. Retrieved 2 November 2017.
  3. "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?". sambad.in. 30 September 2017. Retrieved 1 October 2017.
  4. "Badmash Toka (2016)". Odia Rocks. 6 July 2016. Archived from the original on 4 September 2017. Retrieved 1 September 2017.
  5. ୫.୦ ୫.୧ "Badmash Toka Odia Movie Subha Mahurat". E News ଓଡ଼ିଆ. 26 June 2016. Retrieved 1 September 2017.
  6. "Badmash Toka Upcoming Odia Movie Dubbing Time HD Video". E Newsଓଡ଼ିଆ. 20 May 2017. Retrieved 1 September 2017.
  7. ୭.୦ ୭.୧ "ଜଣେ ବଦମାସ୍‌ ଟୋକାର ପ୍ରେମରେ ପଡ଼ିଛନ୍ତି ବଙ୍ଗୀୟ ନାୟିକା ମାଳବିକା!". ସମ୍ବାଦ. 24 April 2017. Archived from the original on 4 September 2017. Retrieved 1 September 2017.
  8. "ଆଜି ପରଦାକୁ ଆସିଲା ନୂଆ ଓଡ଼ିଆ ସିନେମା 'ବଦମାସ୍‌ ଟୋକା'". ସମ୍ବାଦ. 15 September 2017. Archived from the original on 17 September 2017. Retrieved 15 September 2017.
  9. "Badmash Toka Odia Film Of Udayan Aparajeet Cast, Crew, Wllpapers, Songs And Videos". odiainfo.in. Archived from the original on 3 September 2017. Retrieved 1 September 2017.
  10. "ମାଳବିକାଙ୍କ ଅପେକ୍ଷାର ଅନ୍ତ : ରିଲିଜ୍‌ ହେବ 'ବଦମାସ୍‌ ଟୋକା'". sambad.in. 6 September 2017. Archived from the original on 8 September 2017. Retrieved 8 September 2017.
  11. "ମାଳବିକାଙ୍କର ଫେରିବା ବେଳା". ସମ୍ବାଦ. 22 December 2016. Archived from the original on 4 September 2017. Retrieved 1 September 2017.
  12. ୧୨.୦ ୧୨.୧ "'ବଦମାସ୍‌ ଟୋକା'ର ଅଡିଓ ରିଲିଜ୍‌". ସମ୍ବାଦ. 1 September 2017. Archived from the original on 4 September 2017. Retrieved 1 September 2017.
  13. ୧୩.୦ ୧୩.୧ ""Badmash Toka" Upcoming Odia Film of 2016". E News ଓଡ଼ିଆ. 16 September 2016. Retrieved 1 September 2017.
  14. "ବାବୁଙ୍କ ନାୟିକା". ସମାଜ. 10 September 2017. Retrieved 10 September 2017.[permanent dead link]
  15. "ମାଳବିକାଙ୍କ ଲେଉଟାଣି". ସକାଳ. 17 July 2022. p. 15. Archived from the original on 18 July 2022. Retrieved 18 July 2022.
  16. "Badmash Toka". Ollyood Maza. 17 July 2016. Archived from the original on 4 September 2017. Retrieved 1 September 2017.

ବାହାର ଆଧାର[ସମ୍ପାଦନା]