ପ୍ରଥମ ପ୍ରେମ
ଦେଖଣା
| ପ୍ରଥମ ପ୍ରେମ | |
|---|---|
| ନିର୍ଦ୍ଦେଶକ | ହର ପଟ୍ଟନାୟକ |
| ପ୍ରଯୋଜକ | ରତିକାନ୍ତ କାନୁନ୍ଗୋ, ସରସ୍ୱତି କାନୁନ୍ଗୋ |
| ଚିତ୍ରନାଟ୍ୟ | ହର ପଟ୍ଟନାୟକ |
| କାହାଣୀ | ରତିକାନ୍ତ କାନୁନ୍ଗୋ |
| କଳାକାର | ଅନୁଭବ ମହାନ୍ତି, ସୁଗେନା ଚୌଧୁରୀ, ମେଘନା ମିଶ୍ର, ଦେବୁ ବୋଷ |
| ସଙ୍ଗୀତ | ସ୍ୱରୁପ ନାୟକ |
| ଚିତ୍ରଗ୍ରହଣ | ନିରଞ୍ଜନ ଦାସ |
| ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୨୩ ଫେବୃଆରି୨୦୦୫ |
| ଦେଶ | |
| ଭାଷା | ଓଡ଼ିଆ |
| ଖର୍ଚ୍ଚ | |
ହର ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ପ୍ରଥମ ପ୍ରେମ [୧] ୨୦୦୫ ମସିହାରେ ମୁକ୍ତିଲାଭ କରିଥିଲା ।
ଅଭିନୟରେ
[ସମ୍ପାଦନା]ଓଡ଼ିଆଚଳଚ୍ଚିତ୍ର ‘ପ୍ରଥମ ପ୍ରେମ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ଅନୁଭବ ମହାନ୍ତି
- ସୁଗେନା ଚୌଧୁରୀ
- ମେଘନା ମିଶ୍ର
- ଦେବୁ ବୋଷ
- ହର ପଟ୍ଟନାୟକ
- ଗ୍ଲୋରିଆ ମହାନ୍ତି
- ହରିହର ମହାପାତ୍ର
- ବ୍ରଜ ସିଂ
- ସଲିଳ ମିତ୍ର
- ରୁନୁ ପରିଜା
- ଶୁଭକାନ୍ତ ସାହୁ[୨]
ଦ୍ରଷ୍ଟବ୍ୟ
[ସମ୍ପାଦନା]- ↑ ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରଥମ ପ୍ରେମ
- ↑ "TV star found dead". www.telegraphindia.com. 22 March 2008. Retrieved 12 February 2021.