ପ୍ରଗତିବାଦୀ
ଦେଖଣା
ପ୍ରତିଷ୍ଠାତା | ପ୍ରଦ୍ୟୁମ୍ନ କିଶୋର ବଳ |
---|---|
ସମ୍ପାଦକ | ସମାହିତ ବଳ |
ପ୍ରତିଷ୍ଠିତ | ୧୯୭୧[୧] |
ଭାଷା | ଓଡ଼ିଆ |
ମୁଖ୍ୟାଳୟ | ଭୁବନେଶ୍ୱର |
ୱେବସାଇଟ | Official website |
ପ୍ରଗତିବାଦୀ ଓଡ଼ିଶାର ଏକ ପ୍ରତିଷ୍ଠିତ ଦୈନିକ ଓଡ଼ିଆ ଖବରକାଗଜ ଅଟେ । ଏହା ପ୍ରଦ୍ୟୁମ୍ନ କିଶୋର ବଳଙ୍କଦ୍ୱାରା ୧୯୭୧ମସିହାରେ ପ୍ରତିଷ୍ଠା କରାଯାଇଥିଲା । ପ୍ରଥମେ ଏହା ଏକ ସାପ୍ତାହିକ ଭାବରେ କଟକରୁ ପ୍ରକାଶ ପାଉଥିଲା, ପରବର୍ତି ସମୟରେ ଏହା ଭୁବନେଶ୍ୱରରୁ ଏକ ଦୈନିକ ଖବରକାଗଜ ଭାବେ ପ୍ରକାଶ ପାଇଲା ।[୨] ସମାହିତ ବଳ, ବର୍ତ୍ତମାନ ପ୍ରଗତିବାଦୀର ସମ୍ପାଦକ ରୂପେ କାର୍ଯ୍ୟ କରୁଛନ୍ତି ।
ଆଧାର
[ସମ୍ପାଦନା]- ↑ John V. Vilanilam (1 January 2003). Growth and development of mass communication in India. National Book Trust, India. ISBN 978-81-237-4105-5. Retrieved 20 July 2012.
- ↑ Orissa (India). Orissa district gazetteers. Printed by the Superintendent, Orissa Govt. Press. Retrieved 20 July 2012.