ପୂଜାଫୁଲ

ଉଇକିପିଡ଼ିଆ ରୁ
Jump to navigation Jump to search
ପୂଜାଫୁଲ
ନିର୍ଦ୍ଦେଶକ ଜେ. ଏଚ୍. ସତ୍ତାର
ପ୍ରଯୋଜକ ଶିବ ଲେଙ୍କା
ଚିତ୍ରନାଟ୍ୟ ବିଜୟ ମିଶ୍ର
କାହାଣୀ ଜେ. ଏଚ୍. ସତ୍ତାର
କଳାକାର ହେମନ୍ତ ଦାସ, ଝରଣା ଦାସ, ଜୟା, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ବିରେନ ରାଉତରାୟ, ଜୟୀରାମ ସାମଲ
ସଙ୍ଗୀତ ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କର
ଚିତ୍ରଗ୍ରହଣ ଅଶୋକ ସ୍ବାଇଁ
ସମ୍ପାଦକ ଶ୍ରୀକାନ୍ତ ତେଲଙ୍ଗ
ମୁକ୍ତିଲାଭ ତାରିଖ
୧୯୮୫
ଦେଶ  ଭାରତ
ଭାଷା ଓଡ଼ିଆ
ଖର୍ଚ୍ଚ ୩୫ ଲକ୍ଷ ୪୦ ହଜାର ଟଙ୍କା


ଜେ. ଏଚ୍. ସତ୍ତାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ପୂଜାଫୁଲ [୧] ୧୯୮୫ ମସିହାରେ ମୁକ୍ତିଲାଭ କରିଥିଲା ।

ଅଭିନୟରେ[ସମ୍ପାଦନା]

ଓଡ଼ିଆଚଳଚ୍ଚିତ୍ର ‘ପୂଜାଫୁଲ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଦ୍ରଷ୍ଟବ୍ୟ[ସମ୍ପାଦନା]

  1. ପୂଜାଫୁଲ ଇଣ୍ଟରନେଟ ମୁଭି ଡାଟାବେସରେ
  2. "ଏହି ଓଲିଉଡ ନାୟିକାମାନଙ୍କର ପରଦା ଉପରେ କେହି ନାୟକ ନ ଥିଲେ". OdishaLIVE. 11 July 2018. Archived from the original on 1 September 2018. http://www.webcitation.org/726pinfUS. Retrieved 1 September 2018.