ପୂଜାଫୁଲ
ଦେଖଣା
| ପୂଜାଫୁଲ | |
|---|---|
| ନିର୍ଦ୍ଦେଶକ | ଜେ. ଏଚ୍. ସତ୍ତାର |
| ପ୍ରଯୋଜକ | ଶିବ ଲେଙ୍କା |
| ଚିତ୍ରନାଟ୍ୟ | ବିଜୟ ମିଶ୍ର |
| କାହାଣୀ | ଜେ. ଏଚ୍. ସତ୍ତାର |
| କଳାକାର | ହେମନ୍ତ ଦାସ, ଝରଣା ଦାସ, ଜୟା, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ବିରେନ ରାଉତରାୟ, ଜୟୀରାମ ସାମଲ |
| ସଙ୍ଗୀତ | ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କର |
| ଚିତ୍ରଗ୍ରହଣ | ଅଶୋକ ସ୍ୱାଇଁ |
| ସମ୍ପାଦକ | ଶ୍ରୀକାନ୍ତ ତେଲଙ୍ଗ |
ମୁକ୍ତିଲାଭ ତାରିଖ | ୧୯୮୫ |
| ଦେଶ | |
| ଭାଷା | ଓଡ଼ିଆ |
| ଖର୍ଚ୍ଚ | ୩୫ ଲକ୍ଷ ୪୦ ହଜାର ଟଙ୍କା |
ଜେ. ଏଚ୍. ସତ୍ତାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆକଥାଚିତ୍ର ପୂଜାଫୁଲ ୧୯୮୫ ମସିହାରେ ମୁକ୍ତିଲାଭ କରିଥିଲା ।
ଅଭିନୟରେ
[ସମ୍ପାଦନା]ଓଡ଼ିଆଚଳଚ୍ଚିତ୍ର ‘ପୂଜାଫୁଲ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ଉତ୍ତମ ମହାନ୍ତି
- ବିଜୟ ମହାନ୍ତି
- ହେମନ୍ତ ଦାସ
- ଜୟୀରାମ ସାମଲ
- ବିରେନ ରାଉତରାୟ
- ଅପରାଜିତା ମହାନ୍ତି
- ଝରଣା ଦାସ
- ଜୟା ସ୍ୱାମୀ[୧][୨]
ଆଧାର
[ସମ୍ପାଦନା]- ↑ "ଜୟାଙ୍କ ଜୟଯାତ୍ରା". enewspapr.com/News/NITIDIN. ୨୩ ଅପ୍ରେଲ ୨୦୨୧. p. ୯. Archived from the original on ୨୩ ଅପ୍ରେଲ ୨୦୨୧. Retrieved 23 April 2021.
{{cite web}}: Check date values in:|date=and|archivedate=(help) - ↑ "ଏହି ଓଲିଉଡ ନାୟିକାମାନଙ୍କର ପରଦା ଉପରେ କେହି ନାୟକ ନ ଥିଲେ". OdishaLIVE. 11 July 2018. Archived from the original on 13 August 2020. Retrieved 1 September 2018.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପୂଜାଫୁଲ