ନୀଳ ମାଷ୍ଟରାଣୀ

ଉଇକିପିଡ଼ିଆ‌ରୁ
ନୀଳ ମାଷ୍ଟରାଣୀ
ନିର୍ଦ୍ଦେଶକଚକ୍ରଧର ସାହୁ
ପ୍ରଯୋଜକରବି ରଥ
କାହାଣୀଗୋଦାବରୀଶ ମହାପାତ୍ର
ଚକ୍ରଧର ସାହୁ
କଳାକାରମୀନକେତନ
ପ୍ରିୟଙ୍କା ମହାପାତ୍ର
ସଙ୍ଗୀତମଳୟ ମିଶ୍ର
ସମ୍ପାଦକଚନ୍ଦ୍ରଶେଖର ସାହୁ
ମୁକ୍ତିଲାଭ ତାରିଖ
୧୯୯୬[୧]
ଦେଶ ଭାରତ
ଭାଷାଓଡ଼ିଆ

ନୀଳ ମାଷ୍ଟରାଣୀ, ୧୯୯୬ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରବି ରଥ । ଗୋଦାବରୀଶ ମହାପାତ୍ର ଓ ଚକ୍ରଧର ସାହୁ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଚକ୍ରଧର ସାହୁ ।[୧][୩]

ମୀନକେତନ ଦାସ, ପ୍ରିୟଙ୍କା ମହାପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]


ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର

ପୁରସ୍କାର[ସମ୍ପାଦନା]

୧୯୯୭ରେ ଏହି କଥାଚିତ୍ରଟିକୁ ୫ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ସ୍ୱତନ୍ତ୍ର ଜୁରୀ ପୁରସ୍କାର, ଶ୍ରେଷ୍ଠ ସମ୍ପାଦନା, ଶ୍ରେଷ୍ଠ ରେକର୍ଡ଼ିଂ, ଶ୍ରେଷ୍ଠ କାହାଣୀ ଓ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "Nila Masterani". Indiacine.ma. Retrieved 2 June 2018.
  2. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
  3. "ଫିଲ୍ମ ମେକିଂର ଏହି ଦିଗଉପରେ ଅଧିକ ଧ୍ୟାନ ଦେଉଥିଲେ ଚକ୍ରଧର ସାହୁ". Sambad. 7 February 2019. Archived from the original on 8 February 2019. Retrieved 8 February 2019.

ବାହାର ଆଧାର[ସମ୍ପାଦନା]