ନୀଳ ମାଷ୍ଟରାଣୀ
ଦେଖଣା
ନୀଳ ମାଷ୍ଟରାଣୀ | |
---|---|
ନିର୍ଦ୍ଦେଶକ | ଚକ୍ରଧର ସାହୁ |
ପ୍ରଯୋଜକ | ରବି ରଥ |
କାହାଣୀ | ଗୋଦାବରୀଶ ମହାପାତ୍ର ଚକ୍ରଧର ସାହୁ |
କଳାକାର | ମୀନକେତନ ପ୍ରିୟଙ୍କା ମହାପାତ୍ର |
ସଙ୍ଗୀତ | ମଳୟ ମିଶ୍ର |
ସମ୍ପାଦକ | ଚନ୍ଦ୍ରଶେଖର ସାହୁ |
ମୁକ୍ତିଲାଭ ତାରିଖ | ୧୯୯୬[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ନୀଳ ମାଷ୍ଟରାଣୀ, ୧୯୯୬ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରବି ରଥ । ଗୋଦାବରୀଶ ମହାପାତ୍ର ଓ ଚକ୍ରଧର ସାହୁ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଚକ୍ରଧର ସାହୁ ।[୧][୩]
ମୀନକେତନ ଦାସ, ପ୍ରିୟଙ୍କା ମହାପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର ।
ପୁରସ୍କାର
[ସମ୍ପାଦନା]୧୯୯୭ରେ ଏହି କଥାଚିତ୍ରଟିକୁ ୫ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ସ୍ୱତନ୍ତ୍ର ଜୁରୀ ପୁରସ୍କାର, ଶ୍ରେଷ୍ଠ ସମ୍ପାଦନା, ଶ୍ରେଷ୍ଠ ରେକର୍ଡ଼ିଂ, ଶ୍ରେଷ୍ଠ କାହାଣୀ ଓ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Nila Masterani". Indiacine.ma. Retrieved 2 June 2018.
- ↑ "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
- ↑ "ଫିଲ୍ମ ମେକିଂର ଏହି ଦିଗଉପରେ ଅଧିକ ଧ୍ୟାନ ଦେଉଥିଲେ ଚକ୍ରଧର ସାହୁ". Sambad. 7 February 2019. Archived from the original on 8 February 2019. Retrieved 8 February 2019.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନୀଳ ମାଷ୍ଟରାଣୀ