ଧୋକା - ଦି ଗେମ୍ ଅଫ୍ ଲଭ୍

ଉଇକିପିଡ଼ିଆ‌ରୁ
ଧୋକା - ଦି ଗେମ୍ ଅଫ୍ ଲଭ୍
ନିର୍ଦ୍ଦେଶକତ୍ରିପତି ସାହୁ
ପ୍ରଯୋଜକକ୍ଷୀରୋଦ ପଟ୍ଟନାୟକ
ସଂଳାପରଜନୀ ରଞ୍ଜନ
କଳାକାରସୁଭାଶିଷ ଶର୍ମା
କୁକିଜ୍ ସ୍ୱାଇଁ
ଅଭିପ୍ସା ଭଞ୍ଜ
ସଙ୍ଗୀତଅଭିଜିତ ମଜୁମଦାର
ମୁକ୍ତିଲାଭ ତାରିଖ
୭ ମଇ ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

ଧୋକା - ଦି ଗେମ୍ ଅଫ୍ ଲଭ୍ ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କ୍ଷୀରୋଦ ପଟ୍ଟନାୟକ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ତ୍ରିପତି ସାହୁ ।[୧] ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୁଭାଶିଷ ଶର୍ମା, କୁକିଜ୍ ସ୍ୱାଇଁ ଓ ଅଭିପ୍ସା ଭଞ୍ଜ ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ପୃଥ୍ୱୀରାଜ ନାୟକ, ଜଗନ୍ନାଥ ସାହୁ ଭଳି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]

ଏହି କଥାଚିତ୍ରଟିର ୨୦୨୩ ମସିହାର ମଇ ୭ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୧]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ବିଷ୍ଣୁମୋହନ କବି, ଅନ୍ତରା ଚକ୍ରବର୍ତ୍ତୀ, ଅମ୍ରିତା ନାୟକ, ଏସ୍. ଜିତୁ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨]

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ମୁଁ ଆଉ ମୋ ପାଖରେ ନାହିଁ"ଅମ୍ରିତା ନାୟକ, ବିଷ୍ଣୁମୋହନ କବି 
2."ତୁ ଦସ୍ତଖ ଦେଇସାରିଛୁ ମୋ ସାଥିରେ"ଅନ୍ତରା ଚକ୍ରବର୍ତ୍ତୀ, ଏସ. ଜିତୁ 

ଆଧାର[ସମ୍ପାଦନା]

  1. ୧.୦ ୧.୧ "ତ୍ରିକୋଣୀୟ ପ୍ରେମ କାହାଣୀ ଧୋକା". ସମ୍ବାଦ. 7 May 2023. Archived from the original on 11 September 2023. Retrieved 11 September 2023.
  2. ୨.୦ ୨.୧ "ତ୍ରିକୋଣୀୟ ପ୍ରେମ କାହାଣୀ 'ଧୋକା-ଦ ଗେମ୍‌ ଅଫ୍‌ ଲଭ୍‌'". Sambad. 7 May 2023. Archived from the original on 11 September 2023. Retrieved 11 September 2023.
  3. "ଚର୍ଚ୍ଚାରେ ଅଭୀପ୍ସା". ସମାଜ. No. ରବିବାର. 10 September 2023. p. 8. Retrieved 11 September 2023.

ବାହାର ଆଧାର[ସମ୍ପାଦନା]