ଦେଖ ଖବର ରଖ ନଜର
Appearance
ଦେଖ ଖବର ରଖ ନଜର | |
---|---|
ନିର୍ଦ୍ଦେଶକ | କୁମାର ଆନନ୍ଦ |
ପ୍ରଯୋଜକ | ସୁଶାନ୍ତ ଖୁଣ୍ଟିଆ |
ସଂଳାପ | ସୁରେଶ ମିଶ୍ର |
ଚିତ୍ରନାଟ୍ୟ | କୁମାର ଆନନ୍ଦ |
କାହାଣୀ | ସୁଶାନ୍ତ ଖୁଣ୍ଟିଆ |
କଳାକାର | ଉତ୍ତମ ମହାନ୍ତି ଶ୍ରୀରାମ ପଣ୍ଡା ସୁଜାତା ଆନନ୍ଦ ସୁଶାନ୍ତ ଖୁଣ୍ଟିଆ ଗୁମାନ ସିଂହ |
ସଙ୍ଗୀତ | ବାସୁଦେବ ରଥ |
ଚିତ୍ରଗ୍ରହଣ | ବାବୁ |
ସମ୍ପାଦକ | ଗୌତମ ରାଜୁ |
ମୁକ୍ତିଲାଭ ତାରିଖ | ୧୯୮୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଦେଖ ଖବର ରଖ ନଜର, ୧୯୮୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ସୁଶାନ୍ତ ଖୁଣ୍ଟିଆ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ସୁରେଶ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । କୁମାର ଆନନ୍ଦ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]
ଉତ୍ତମ ମହାନ୍ତି, ଶ୍ରୀରାମ ପଣ୍ଡା, ସୁଜାତା ଆନନ୍ଦ, ସୁଶାନ୍ତ ଖୁଣ୍ଟିଆ, ଗୁମାନ ସିଂହ, ପୂର୍ଣ୍ଣିମା, ଦୀପା, ସୁଧାରାଣୀ, ପ୍ରକାଶ ପଟ୍ଟନାୟକ, ଚନ୍ଦ୍ରଲେଖା, ଗୀତା, ଧର୍ମାନନ୍ଦ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]
ଅଭିନୟ
[ସମ୍ପାଦନା]- ଉତ୍ତମ ମହାନ୍ତି
- ଶ୍ରୀରାମ ପଣ୍ଡା
- ସୁଜାତା ଆନନ୍ଦ
- ସୁଶାନ୍ତ ଖୁଣ୍ଟିଆ
- ଗୁମାନ ସିଂହ
- ପୂର୍ଣ୍ଣିମା
- ଦୀପା
- ସୁଧାରାଣୀ
- ପ୍ରକାଶ ପଟ୍ଟନାୟକ
- ଚନ୍ଦ୍ରଲେଖା
- ଗୀତା
- ଧର୍ମାନନ୍ଦ ଦାସ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାସୁଦେବ ରଥ । ଅନ୍ତର୍ଜାମୀ ମିଶ୍ର, ସୁରେନ୍ଦ୍ର ବିଦ୍ୟାଧର ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ତାନସେନ ସିଂହ, ତାଜ୍ ମହମ୍ମଦ, ଏସ୍. ଜାନକୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
- ↑ ୨.୦ ୨.୧ Orissa reference: glimpses of Orissa (in ଇଂରାଜୀ). TechnoCAD Systems. 2001. p. ୧୫୩. Retrieved 23 September 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଦେଖ ଖବର ରଖ ନଜର