ଦେଖ ଖବର ରଖ ନଜର

ଉଇକିପିଡ଼ିଆ‌ରୁ
ଦେଖ ଖବର ରଖ ନଜର
ନିର୍ଦ୍ଦେଶକକୁମାର ଆନନ୍ଦ
ପ୍ରଯୋଜକସୁଶାନ୍ତ ଖୁଣ୍ଟିଆ
ସଂଳାପସୁରେଶ ମିଶ୍ର
ଚିତ୍ରନାଟ୍ୟକୁମାର ଆନନ୍ଦ
କାହାଣୀସୁଶାନ୍ତ ଖୁଣ୍ଟିଆ
କଳାକାରଉତ୍ତମ ମହାନ୍ତି
ଶ୍ରୀରାମ ପଣ୍ଡା
ସୁଜାତା ଆନନ୍ଦ
ସୁଶାନ୍ତ ଖୁଣ୍ଟିଆ
ଗୁମାନ ସିଂହ
ସଙ୍ଗୀତବାସୁଦେବ ରଥ
ଚିତ୍ରଗ୍ରହଣବାବୁ
ସମ୍ପାଦକଗୌତମ ରାଜୁ
ମୁକ୍ତିଲାଭ ତାରିଖ
୧୯୮୩
ଦେଶ ଭାରତ
ଭାଷାଓଡ଼ିଆ

ଦେଖ ଖବର ରଖ ନଜର, ୧୯୮୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ସୁଶାନ୍ତ ଖୁଣ୍ଟିଆ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ସୁରେଶ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । କୁମାର ଆନନ୍ଦ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]

ଉତ୍ତମ ମହାନ୍ତି, ଶ୍ରୀରାମ ପଣ୍ଡା, ସୁଜାତା ଆନନ୍ଦ, ସୁଶାନ୍ତ ଖୁଣ୍ଟିଆ, ଗୁମାନ ସିଂହ, ପୂର୍ଣ୍ଣିମା, ଦୀପା, ସୁଧାରାଣୀ, ପ୍ରକାଶ ପଟ୍ଟନାୟକ, ଚନ୍ଦ୍ରଲେଖା, ଗୀତା, ଧର୍ମାନନ୍ଦ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାସୁଦେବ ରଥଅନ୍ତର୍ଜାମୀ ମିଶ୍ର, ସୁରେନ୍ଦ୍ର ବିଦ୍ୟାଧର ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ତାନସେନ ସିଂହ, ତାଜ୍ ମହମ୍ମଦ, ଏସ୍. ଜାନକୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
  2. ୨.୦ ୨.୧ Orissa reference: glimpses of Orissa (in ଇଂରାଜୀ). TechnoCAD Systems. 2001. p. ୧୫୩. Retrieved 23 September 2018.

ବାହାର ଆଧାର[ସମ୍ପାଦନା]