ତୁ ମୋର ଓକେ
ତୁ ମୋର ଓକେ | |
---|---|
ନିର୍ଦ୍ଦେଶକ | ମୃତ୍ୟୁଞ୍ଜୟ ସାହୁ |
ପ୍ରଯୋଜକ | ସୀତାରାମ ଅଗ୍ରୱାଲ |
ସଂଳାପ | ନିର୍ମଳ ନାୟକ |
କଳାକାର | ଜ୍ୟୋତିରଞ୍ଜନ ନାୟକ ଶୀତଲ ପାତ୍ର ଉଷସୀ ମିଶ୍ର ପିଣ୍ଟୁ ନନ୍ଦ |
ସଙ୍ଗୀତ | ଅସଦ୍ ନିଜାମ୍ |
ଚିତ୍ରଗ୍ରହଣ | ଇଶ୍ୱର ବାରିକ |
ସମ୍ପାଦକ | ରାଜେଶ ଦାଶ |
ମୁକ୍ତିଲାଭ ତାରିଖ | ୨୧ ଅକ୍ଟୋବର ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ତୁ ମୋର ଓକେ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ ।[୧] ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୨] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମୃତ୍ୟୁଞ୍ଜୟ ସାହୁ ।[୩] ସଙ୍ଗୀତକାର ଅସଦ୍ ନିଜାମ୍ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୪]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ ଓ ଶୀତଲ ପାତ୍ର ।[୫][୬] ଉଷସୀ ପାତ୍ର, ପିଣ୍ଟୁ ନନ୍ଦ, ପ୍ରତିଭା ପଣ୍ଡା, ପ୍ରେମାଞ୍ଜନ ପରିଡ଼ା, ପ୍ରଜ୍ଞା ଖଟୁଆ, ସର ଅପା, ଐଶ୍ୱର୍ଯ୍ୟା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଅକ୍ଟୋବର ୨୧ ତାରିଖରେ ମୁକ୍ତିଲାଭ କରିଥିଲା ।[୪] ଏହି କଥାଚିତ୍ରଟିର ମୁକ୍ତିଲାଭ ପୂର୍ବରୁ ହିନ୍ଦୀ କଥାଚିତ୍ର ଜଗତର ଜଣାଶୁଣା ଅଭିନେତା ଅମିତାଭ ବଚ୍ଚନ ଏହା ବିଷୟରେ ଟୁଇଟ୍ କରିଥିଲେ ।[୭][୮][୯]
ଅଭିନୟ
[ସମ୍ପାଦନା]- ଜ୍ୟୋତି ରଞ୍ଜନ ନାୟକ
- ଶୀତଲ ପାତ୍ର
- ଉଷସୀ ମିଶ୍ର
- ପିଣ୍ଟୁ ନନ୍ଦ
- ପ୍ରତିଭା ପଣ୍ଡା
- ପ୍ରେମାଞ୍ଜନ ପରିଡ଼ା
- ପ୍ରଜ୍ଞା ଖଟୁଆ
- ସର ଅପା
- ଐଶ୍ୱର୍ଯ୍ୟା
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅସଦ୍ ନିଜାମ୍ ।[୫] ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ଅରୁଣ ମନ୍ତ୍ରୀ । ହ୍ୟୁମାନ ସାଗର, ଅସୀମା ପଣ୍ଡା, ଶ୍ରୀୟା ମିଶ୍ର ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୪]
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ତୁ ମୋ ଓକେ" | ହ୍ୟୁମାନ ସାଗର, ଅସୀମା ପଣ୍ଡା | |
2. | "ସାୱାରେ ସାୱାରେ" | ହ୍ୟୁମାନ ସାଗର, ଶ୍ରୀୟା ମିଶ୍ର | |
3. | "ତୁ କିଏ ମୋର" | ହ୍ୟୁମାନ ସାଗର |
ଆଧାର
[ସମ୍ପାଦନା]- ↑ Tu Mora Ok Movie: Showtimes, Review, Trailer, Posters, News & Videos | eTimes, retrieved 2022-12-27
- ↑ "୧୬ରେ ବଡ଼ ପରଦାକୁ ହିଟ୍ କରିବ ନୂଆ ଓଡ଼ିଆ ସିନେମା 'ତୁ ମୋର ଓକେ'; ରିଲିଜ ହେଲା ଟ୍ରେଲର". News18 Odia. 12 September 2022. Archived from the original on 27 December 2022. Retrieved 27 December 2022.
- ↑ "ଅମ୍ଳାନ-ରୀୟା ଯୋଡ଼ିର 'ଲାଗିଲା ରଙ୍ଗ ଗୋଲାପି ଗୋଲାପି'". Sambad (in Odia). 28 April 2023. Archived from the original on 29 September 2023. Retrieved 29 September 2023.
{{cite web}}
: CS1 maint: unrecognized language (link) - ↑ ୪.୦ ୪.୧ ୪.୨ "ଦୀପାବଳିରେ ଧମାକା କରିବ ଦୁଇ ଓଡ଼ିଆ ସିନେମା". ପ୍ରମେୟ. No. ଭୁବନେଶ୍ୱର. ଭୁବନେଶ୍ୱର. 21 October 2022. p. ୨୧. Archived from the original on 25 December 2022. Retrieved 25 December 2022.
- ↑ ୫.୦ ୫.୧ "ଦୀପାବଳିରେ ଧମାକା କରିବ ଦୁଇ ଓଡ଼ିଆ ସିନେମା: ମୁକ୍ତିଲାଭ କରୁଛି 'ରୁଦ୍ରାଣୀ', 'ତୁ ମୋର ଓକେ'". PRAMEYA. ଭୁବନେଶ୍ୱର. 21 October 2022. Archived from the original on 25 December 2022. Retrieved 25 December 2022.
- ↑ "Amitabh Bachchan promotes Odia film 'Tu Moro Ok'". Sambad English (in English). 23 August 2022. Archived from the original on 27 December 2022. Retrieved 27 December 2022.
{{cite news}}
: CS1 maint: unrecognized language (link) - ↑ "'ତୁ ମୋର ଓକେ' ଟିମକୁ ଶୁଭେଚ୍ଛା ଜଣାଇଲେ ଅମିତାଭ ବଚ୍ଚନ". Sambad. ଭୁବନେଶ୍ୱର. 23 August 2022. Archived from the original on 27 December 2022. Retrieved 27 December 2022.
- ↑ "Amitabh Bachchan Wishes Odia Film 'Tu Mora Okay'". Pragativadi (in English). 23 August 2022. Archived from the original on 27 December 2022. Retrieved 27 December 2022.
{{cite news}}
: CS1 maint: unrecognized language (link) - ↑ "Amitabh Bachchan wishes Odia film 'Tu Mora Okay'". KalingaTV (in English). Bhubaneswar. 22 August 2022. Archived from the original on 27 December 2022. Retrieved 27 December 2022.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ତୁ ମୋର ଓକେ