ତପସ୍ୟା (ଓଡ଼ିଆ କଥାଚିତ୍ର)
ଦେଖଣା
(ତପସ୍ୟା (ଓଡି଼ଆ ଚଳଚ୍ଚିତ୍ର)ରୁ ଲେଉଟି ଆସିଛି)
ତପସ୍ୟା | |
---|---|
ନିର୍ଦ୍ଦେଶକ | ନଗେନ ରାୟ |
ପ୍ରଯୋଜକ | ଗୌରୀ ମିଶ୍ର |
କଳାକାର | ଅଜିତ ଦାସ, ଅନିତା ଦାସ, ଉତ୍ତମ ମହାନ୍ତି, ଶରତ ପୂଜାରୀ |
ସଙ୍ଗୀତ | ପ୍ରଫୁଲ୍ଲ କର |
ମୁକ୍ତିଲାଭ ତାରିଖ | ୧୯୮୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ତପସ୍ୟା, ୧୯୮୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । [୧] ଏହା ଗୌରୀ ମିଶ୍ରଙ୍କ ପ୍ରଯୋଜନା ଓ ନଗେନ ରାୟଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା ।[୨]
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ‘ତପସ୍ୟା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଗୀତ ଓ ସଙ୍ଗୀତ
[ସମ୍ପାଦନା]- ସଙ୍ଗୀତକାର: ପ୍ରଫୁଲ୍ଲ କର
- ଗୀତିକାର: ପ୍ରଫୁଲ୍ଲ କର, ହରିହର ମିଶ୍ର
- ପ୍ରଚ୍ଛଦପଟ ଗାୟକ: ବାଣୀ ଜୟରାମ, ଏସ୍. ଜାନକୀ, ଚିତ୍ତ ରଞ୍ଜନ ଜେନା, ପ୍ରଫୁଲ୍ଲ କର
ଆଧାର
[ସମ୍ପାଦନା]- ↑ orissacinema.com
- ↑ "ଏ ମନ ଭାବୁଥାଏ ଯାହା". ନଜର୍ (ନିତିଦିନ). Retrieved 23 October 2016.[permanent dead link]
- ↑ "ଏହି ଅଧୁରା ସ୍ୱପ୍ନ ଛାଡି ଚାଲିଗଲେ ଅନୀତା ଦାସ". sambad.in. 12 May 2018. Retrieved 6 June 2018.
- ↑ "୭୫ ବର୍ଷ ବୟସରେ ଅଭିନେତା ଦେବୁ ବୋଷଙ୍କ ପରଲୋକ | Kanak News". Kanak News. 23 August 2018. Archived from the original on 27 August 2018. Retrieved 4 September 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ତପସ୍ୟା