ଝିଲିମିଲି
ଦେଖଣା
| ଝିଲିମିଲି | |
|---|---|
| ନିର୍ଦ୍ଦେଶକ | କେ. ଏଚ. ଡି. ରାଓ |
| ଚିତ୍ରନାଟ୍ୟ | କେ. ଏଚ. ଡି. ରାଓ |
| କଳାକାର | ଶ୍ରୀରାମ ପଣ୍ଡା, ମହାଶ୍ୱେତା ରାୟ, ଦୁଃଖୀରାମ ସ୍ୱାଇଁ |
| ସଙ୍ଗୀତ | ଅକ୍ଷୟ ମହାନ୍ତି |
| ସମ୍ପାଦକ | ମହେଶ |
ମୁକ୍ତିଲାଭ ତାରିଖ | ୬ ଜୁନ ୧୯୭୮ |
| ଦେଶ | |
| ଭାଷା | ଓଡ଼ିଆ |
| ଖର୍ଚ୍ଚ | |
ଝିଲିମିଲି - ୧୯୭୮ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଅଭିନେତ୍ରୀ ଜୟାସ୍ୱାମୀ ଝିଲିମିଲି କଥାଚିତ୍ରରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ ।[୧]
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ‘ଝିଲିମିଲି’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଆଧାର
[ସମ୍ପାଦନା]- ↑ "ଜୟାଙ୍କ ଜୟଯାତ୍ରା". enewspapr.com/News/NITIDIN. ୨୩ ଅପ୍ରେଲ ୨୦୨୧. p. ୯. Archived from the original on ୨୩ ଅପ୍ରେଲ ୨୦୨୧. Retrieved 23 April 2021.
{{cite web}}: Check date values in:|date=and|archivedate=(help)
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଝିଲିମିଲି