ଜଳେଶ୍ଵର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଜଳେଶ୍ଵର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୦୯): ୨,୦୫,୨୯୫
ଜିଲ୍ଲା: ବାଲେଶ୍ଵର
ଲୋକ ସଭା ନିର୍ବାଚନ ମଣ୍ଡଳୀ: ବାଲେଶ୍ଵର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଜଳେଶ୍ଵର (କ୍ରମିକ ସଂଖ୍ୟା: ୩୫) ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଜଳେଶ୍ଵର (ବି), ଜଳେଶ୍ଵର ବ୍ଳକ ଓ ବସ୍ତା ବ୍ଳକର ବ୍ଳକର କିଛି ଅଂଶ ।[୧][୨]

ଗତ ୨୦୦୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବୀ ପ୍ରସାଦ ଚଣ୍ଡ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଅଶ୍ଵିନି କୁମାର ପାତ୍ରଙ୍କଠାରୁ ପ୍ରାୟ ୬,୦୦୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୩]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ଜଳେଶ୍ଵର [୪]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ଦେବୀ ପ୍ରସାଦ ଚଣ୍ଡ ୫୯,୬୮୫ ୪୦.୯୫ -
ଭାଜପା ଅଶ୍ଵିନି କୁମାର ପାତ୍ର ୫୩,୩୮୧ ୩୬.୬୩ N/A
ସ୍ଵାଧୀନ ଗୌର ଗୋପାଳ ଦାସ ୨୦,୨୫୧ ୧୩.୮୯ N/A
କମ୍ୟୁନିଷ୍ଟ (ମାର୍କ୍ସବାଦୀ) ଶିଶିର କୁମାର ହୁଇ ୭,୧୧୮ ୪.୮୮ N/A
ଝାମୁମୋ ଶ୍ୟାମ ସୁନ୍ଦର ମାରାଣ୍ଡି ୧,୦୦୨ ୦.୬୯ N/A
ସ୍ଵାଧୀନ ମଧୁସୂଦନ ଜତି ୮୯୪ ୦.୬୧ N/A
ସ୍ଵାଧୀନ ଅଭିଜିତ ପ୍ରଧାନ ୮୪୨ ୦.୫୮ N/A
ସମୃଦ୍ଧ ଓଡ଼ିଶା ବ୍ରଜ ଗୋପାଳ ରାଉତ ୭୯୫ ୦.୫୫ N/A
ଝାଡିପା ପ୍ରଭାକର ହାଁସଦା ୬୮୫ ୦.୪୭ N/A
ସପା ଅକ୍ଷୟ କର ୬୨୪ ୦.୪୩ N/A
ବସପା ସଞ୍ଜିତ ଦାସ ୪୬୮ ୦.୩୨ N/A
ଭୋଟ ବ୍ୟବଧାନ ୬,୩୦୪ ୪.୩୩* -
ମତଦାନ ହାର ୧,୪୫,୭୭୦ ୭୧.୦୧ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୧ରୁ ୨୦୦୯ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ହେଲେ: [୫]

  • ୨୦୦୯: ଦେବୀ ପ୍ରସାଦ ଚଣ୍ଡ (କଂଗ୍ରେସ)
  • ୨୦୦୪: ଅଶ୍ଵିନି କୁମାର ପାତ୍ର (ଭାରତୀୟ ଜନତା ପାର୍ଟି)
  • ୨୦୦୦: ଜୟନାରାୟଣ ମହାନ୍ତି (କଂଗ୍ରେସ)
  • ୧୯୯୫: ଜୟନାରାୟଣ ମହାନ୍ତି (କଂଗ୍ରେସ)
  • ୧୯୯୦: ଅଶ୍ଵିନି କୁମାର ପାତ୍ର (ଜନତା ଦଳ)
  • ୧୯୮୫: ଯୁଧିଷ୍ଟିର ଜେନା (କଂଗ୍ରେସ)
  • ୧୯୮୦: ଗଦାଧର ଗିରି (ଜନତା ପାର୍ଟି)
  • ୧୯୭୭: ଗଦାଧର ଗିରି (ଜନତା ଦଳ)
  • ୧୯୭୪: ଗଦାଧର ଗିରି (ସୋସାଲିଷ୍ଟ)
  • ୧୯୭୧: ପ୍ରସନ୍ନ କୁମାର ପାଳ (ପ୍ରଜା ସ୍ଵତନ୍ତ୍ର ପାର୍ଟି)
  • ୧୯୬୭: ପ୍ରସନ୍ନ କୁମାର ପାଳ (ପ୍ରଜା ସ୍ଵତନ୍ତ୍ର ପାର୍ଟି)
  • ୧୯୬୧: ପ୍ରସନ୍ନ କୁମାର ପାଳ (ପ୍ରଜା ସ୍ଵତନ୍ତ୍ର ପାର୍ଟି)
  • ୧୯୫୭: ପ୍ରସନ୍ନ କୁମାର ପାଳ (ପ୍ରଜା ସ୍ଵତନ୍ତ୍ର ପାର୍ଟି)
  • ୧୯୫୧: କରୁଣାକର ପାଣିଗ୍ରାହୀ (କଂଗ୍ରେସ)

ଆଧାର[ସମ୍ପାଦନା]