କଳା ମାଣିକ

ଉଇକିପିଡ଼ିଆ ରୁ
Jump to navigation Jump to search
କଳା ମାଣିକ
ନିର୍ଦ୍ଦେଶକବସନ୍ତ ସାହୁ
ପ୍ରଯୋଜକବ୍ରଜ ପ୍ରଧାନ
ସଂଳାପବିଜୟ ମିଶ୍ର
ଚିତ୍ରନାଟ୍ୟବସନ୍ତ ସାହୁ
କାହାଣୀବ୍ରଜ ପ୍ରଧାନ
କଳାକାରମିହିର ଦାସ,
ସିଦ୍ଧାନ୍ତ ମହାପାତ୍ର,
ମିତା,
ଅପରାଜିତା ମହାନ୍ତି,
ଉତ୍ତମ ମହାନ୍ତି
ସଙ୍ଗୀତସ୍ୱରୂପ ନାୟକ
ଚିତ୍ରଗ୍ରହଣଶାମ୍ବା ଶିବ ରାଓ
ସମ୍ପାଦକଦେବନ ମିଶ୍ର
ମୁକ୍ତିଲାଭ ତାରିଖ
୨୦୦୧
ଦେଶ ଭାରତ
ଭାଷାଓଡ଼ିଆ

କଳା ମାଣିକ, ୨୦୦୧ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ବ୍ରଜ ପ୍ରଧାନ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବସନ୍ତ ସାହୁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ମିହିର ଦାସ, ସିଦ୍ଧାନ୍ତ ମହାପାତ୍ର, ମିତା, ଅପରାଜିତା ମହାନ୍ତି, ଉତ୍ତମ ମହାନ୍ତି, ସ୍ୱରୂପ ମହାନ୍ତି, ଜୟୀରାମ ସାମଲ, ବ୍ରଜ ସିଂହ, ଶ୍ରୀଲେଖା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

  • ମିହିର ଦାସ
  • ସିଦ୍ଧାନ୍ତ ମହାପାତ୍ର
  • ମିତା
  • ଅପରାଜିତା ମହାନ୍ତି
  • ଉତ୍ତମ ମହାନ୍ତି
  • ସ୍ୱରୂପ ନାୟକ[୨]
  • ଜୟୀରାମ ସାମଲ
  • ବ୍ରଜ ସିଂହ
  • ଶ୍ରୀଲେଖା

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ ନାୟକ । ପୂର୍ଣ୍ଣେନ୍ଦୁ ଦାସ କାନୁନ୍‌ଗୋ, ସଚି ମହାନ୍ତି, ସ୍ୱରୂପ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଶ୍ରୀକାନ୍ତ ଦାସ, ଗୀତା ଦାସ, ଇରା ମହାନ୍ତି, ଘନଶ୍ୟାମ ପଣ୍ଡା, ପାୟଲ ପଣ୍ଡା, ଟି. ସୌରୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. ପରିଡ଼ା, ଲକ୍ଷ୍ମଣ କୁମାର (1 July 2003). "ଓଡ଼ିଆ ଚଳଚ୍ଚିତ୍ରରେ ଶ୍ରୀ ଜଗନ୍ନାଥ" (PDF). ଉତ୍କଳ ପ୍ରସଙ୍ଗ (July 2003): 114. Retrieved 14 January 2019.
  2. ଓଝା, ଶିବଶଙ୍କର (8 February 2018). "ଆଜି ଏହି ଦୁଇ ଓଲିଉଡର ବହୁମୁଖୀ ପ୍ରତିଭାସଂପନ୍ନ ସେଲିବ୍ରିଟିଙ୍କର ଜନ୍ମ ଦିନ". sambad.in. Retrieved 7 May 2018.

ବାହାର ଆଧାର[ସମ୍ପାଦନା]