Jump to content

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ

ଉଇକିପିଡ଼ିଆ‌ରୁ
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ
ନିର୍ଦ୍ଦେଶକଏନ୍. ଗୋପାଳକ୍ରିଷ୍ଣା
ସଂଳାପରଘୁ ମିଶ୍ର
ଚିତ୍ରନାଟ୍ୟରଘୁ ମିଶ୍ର
କାହାଣୀରଘୁ ମିଶ୍ର
କଳାକାରଉତ୍ତମ ମହାନ୍ତି
ଶରତ ପୂଜାରୀ
ମହାଶ୍ୱେତା ରାୟ
ରୋଜା ରମଣୀ
ନରେନ୍ଦ୍ର କୁମାର ବେହେରା
ଚକ୍ରପାଣି
ନିର୍ମଳା ଦାସ
ସଙ୍ଗୀତଭିକାରୀ ବଳ
ଉପେନ୍ଦ୍ର କୁମାର
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ଏସ୍. ଭି. ରମଣ
ମୁକ୍ତିଲାଭ ତାରିଖ
୧୯୭୮
କଥାଚିତ୍ରର ସମୟ
୧୩୯ ମିନିଟ୍
ଦେଶ ଭାରତ
ଭାଷାଓଡ଼ିଆ

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ୧୯୭୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[] ରଘୁ ମିଶ୍ର ଏହି କଥାଚିତ୍ରଟିର କାହାଣୀ, ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ଏନ୍. ଗୋପାଳକ୍ରିଷ୍ଣା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଭିକାରୀ ବଳ ଓ ଉପେନ୍ଦ୍ର କୁମାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଉତ୍ତମ ମହାନ୍ତି, ଶରତ ପୂଜାରୀ, ମହାଶ୍ୱେତା ରାୟ, ରୋଜା ରମଣୀ, ନରେନ୍ଦ୍ର କୁମାର ବେହେରା, ଚକ୍ରପାଣି, ନିର୍ମଳା ଦାସ, ଭୋଳା, ଜ୍ୟୋତ୍ସ୍ନା, ରଘୁ ମିଶ୍ର, ରାଜୁ ମିଶ୍ର, ଭଗବାନ ପ୍ରଧାନ, ରବି ରାୟ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

[ସମ୍ପାଦନା]

କାହାଣୀ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭିକାରୀ ବଳଉପେନ୍ଦ୍ର କୁମାର

କ୍ରମଗୀତସମୟ
  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.

ବାହାର ଆଧାର

[ସମ୍ପାଦନା]