ଓମ୍
ଦେଖଣା

ଓମ୍ (ॐ, ওঁ, ଓଁ ) କିମ୍ବା ଓଁକାରର ନାମନ୍ତର ପ୍ରଣବ ଅଟେ । ଏହା ଈଶ୍ୱରର ବାଚକ ଅଟେ । ଈଶ୍ୱରଙ୍କ ସହିତ ଓଁକାରର ବାଚ୍ୟ-ବାଚକ-ଭାବ ସମ୍ବନ୍ଧ ନିତ୍ୟ ଅଟେ, ସାଙ୍କେତିକ ନୁହେଁ । ସଙ୍କେତ ନିତ୍ୟ କିମ୍ବା ସ୍ୱାଭାବିକ ସମ୍ବନ୍ଧକୁ ପ୍ରକଟ କରିଥାଏ। ସୃଷ୍ଟିର ଆଦିରେ ସର୍ବପ୍ରଥମ ଓଁକାର ରୂପୀ ପ୍ରାଣବର ହିଁ ସ୍ଫୁରଣ ହୋଇଥାଏ । ତଦାନନ୍ତର ସାତ କୋଟି ମନ୍ତ୍ରର ଆବିର୍ଭାବ ହୋଇଥାଏ । ଏହି ମନ୍ତ୍ରର ବାଚ୍ୟ ଆତ୍ମାର ଦେବତା ରୂପେ ପ୍ରସିଦ୍ଧ ହୋଇଥାଏ । ଏହି ଦେବତା ମାୟା ଉପରେ ବିଦ୍ୟମାନ ମାୟା ସୃଷ୍ଟିର ନିୟନ୍ତ୍ରଣ କରିଥାଏ । ଏଥିରୁ ଅଧା ଶୁଦ୍ଧ ମାୟାଜଗତରେ କାର୍ଯ୍ୟ କରିଥାଏ ଏବଂ ଶେଷ ଅଧା ଅଶୁଦ୍ଧ କିମ୍ବା ମଳିନ ମାୟା ଜଗତରେ । ଏହି ଏକ ଶବ୍ଦକୁ ବ୍ରହ୍ମାଣ୍ଡର ଭୌତିକ ବଚନ ମାନନ୍ତି, 16 ଶ୍ଳୋକରେ ଏହାର ମହିମା ବର୍ଣ୍ଣିତ ହୋଇଥାଏ ।[୧]
ପରିଚୟ
[ସମ୍ପାଦନା]ବ୍ରହ୍ମ ପ୍ରାପ୍ତି ପାଇଁ ନିର୍ଦ୍ଧିଷ୍ଟ ବିଭିନ୍ନ ସାଧନାରେ ପ୍ରଣବ ଉପାସନା ମୁଖ୍ୟ ଅଟେ । "ମୁଣ୍ଡକୋପନିଷଦ"ରେ ଲେଖା ଅଛି :-
- ପ୍ରଣବୋ ଧନୁଃ ଶରୋହ୍ୱାତ୍ମା ବ୍ରହ୍ମାତଲ୍ଲକ୍ଷମୁଚ୍ୟତେ ।
- ଅପ୍ରମତ୍ତେନ ବେଦ୍ଧବ୍ୟଂ ସରବତ୍ତନ୍ମୟୋ ଭବେତ॥
ଗ୍ୟାଲେରି
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ 16 ଶ୍ଳୋକରେ ମହିମା।
- ↑ ଓଁ (U+0B13 & U+0B01), ওঁ (U+0993 & U+0981)
- ↑ ଓଁ (U+0B13 & U+0B01), ওঁ (U+0993 & U+0981)
- ↑ ௐ (U+0BD0)
- ↑ ௐ (U+0BD0)
- 1 2 3 4 ಓಂ (U+0C93 & U+0C82)
Telugu ఓం (U+0C13 & U+0C02) - ↑ ഓം (U+0D13 & U+0D02)
- ↑ ഓം (U+0D13 & U+0D02)
- ↑ "oo m"
- ↑ "oo m"
- ↑ 𑖍𑖼 (U+1158D & U+115BC)
- ↑ 𑖍𑖼 (U+1158D & U+115BC)
- ↑ 唵 (U+5535)
- ↑ 唵 (U+5535)
- ↑ ༀ (U+0F00)
- ↑ ༀ (U+0F00)
- ↑ ᬒᬁ (U+1B12 & U+1B01)
- ↑ ᬒᬁ (U+1B12 & U+1B01)
- ↑ ꦎꦴꦀ (U+A98E & U+A980 & U+A9B4)
- ↑ ꦎꦴꦀ (U+A98E & U+A980 & U+A9B4)












