ଏଇ ମିଳନ ଯୁଗ ଯୁଗର
ଏଇ ମିଳନ ଯୁଗ ଯୁଗର | |
---|---|
ନିର୍ଦ୍ଦେଶକ | ଅଶୋକ କୁମାର |
ପ୍ରଯୋଜକ | ଝରଣା ମଲ୍ଲିକ ବିଜୟ ବାରିକ |
ସଂଳାପ | ଅଶୋକ କୁମାର |
ଚିତ୍ରନାଟ୍ୟ | ଅଶୋକ କୁମାର |
କାହାଣୀ | ଅଶୋକ କୁମାର |
କଳାକାର | ରାଜଦୀପ ଏଲି ଚନ୍ଦନ କର ମୀନକେତନ ବିଜୁ ବଡ଼ଜେନା ନୂପୁର ଘୋଷ ପୁଷ୍ପା ପଣ୍ଡା ଅସୀତ ପତି |
ସଙ୍ଗୀତ | ସୁବାସ ରାମ |
ଚିତ୍ରଗ୍ରହଣ | ରବିନ୍ଦ୍ର ବେହେରା |
ସମ୍ପାଦକ | ଅଶୋକ ଶର୍ମା |
ମୁକ୍ତିଲାଭ ତାରିଖ | ୧୩ ସେପ୍ଟେମ୍ବର ୨୦୧୦ |
ଦେଶ | ![]() |
ଭାଷା | ଓଡ଼ିଆ |
ଏଇ ମିଳନ ଯୁଗ ଯୁଗର, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଝରଣା ମଲ୍ଲିକ ଏବଂ ବିଜୟ ବାରିକ । ଅଶୋକ କୁମାର ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ, ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସୁବାସ ରାମ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାଜଦୀପ ଏବଂ ଏଲି । ଚନ୍ଦନ କର, ମୀନକେତନ, ବିଜୁ ବଡ଼ଜେନା, ପିଙ୍କି, ନୁପୂର ଘୋଷ, ପୁଷ୍ପା ପଣ୍ଡା, ଅସୀତ ପତି, ରବି ତ୍ରିପାଠୀ, ଅଶୋକ କୁମାର, ପ୍ରିୟା, ଶଚ୍ଚିକାନ୍ତ, ପ୍ରଫୁଲ୍ଲ ମିଶ୍ର, ଗୌରାଙ୍ଗ ଦାସ, ଚିନୁ, ତୋଫାନ, ପଞ୍ଚାନନ, ବାଉରି ବନ୍ଧୁ, ସୁଶାନ୍ତ, ପ୍ରତାପ ଶୁକ୍ଳ, ଦିପୁ, ମେରିନା, ଗାୟତ୍ରୀ, ଅଙ୍କିତା, ମଧୁସ୍ମିତା, ବବି ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
ଅଭିନୟ[ସମ୍ପାଦନା]
- ରାଜଦୀପ
- ଏଲି ପାଢ଼ୀ[୧]
- ଚନ୍ଦନ କର
- ମୀନକେତନ[୨]
- ବିଜୁ ବଡ଼ଜେନା
- ପିଙ୍କି
- ନୁପୂର ଘୋଷ
- ପୁଷ୍ପା ପଣ୍ଡା
- ଅସୀତ ପତି
- ରବି ତ୍ରିପାଠୀ
- ଅଶୋକ କୁମାର
- ପ୍ରିୟା
- ଶଚ୍ଚିକାନ୍ତ
- ପ୍ରଫୁଲ୍ଲ ମିଶ୍ର
- ଗୌରାଙ୍ଗ ଦାସ
- ଚିନୁ
- ତୋଫାନ
- ପଞ୍ଚାନନ
- ବାଉରି ବନ୍ଧୁ
- ସୁଶାନ୍ତ
- ପ୍ରତାପ ଶୁକ୍ଳ
- ଦିପୁ
- ମେରିନା
- ଗାୟତ୍ରୀ
- ଅଙ୍କିତା
- ମଧୁସ୍ମିତା
- ବବି
ଶିଶୁ କଳାକାର[ସମ୍ପାଦନା]
- ଆକାଶ
- ଅନୁପମ
- ଆଶିଷ
- ଅନୁରାଗ
କାହାଣୀ[ସମ୍ପାଦନା]
ଗୀତ ଏବଂ ସଙ୍ଗୀତ[ସମ୍ପାଦନା]
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୁବାସ ରାମ । ମାନସ, ମନୋରଞ୍ଜନ, ଅରୁଣ ମନ୍ତ୍ରୀ, ନିଜାମ୍ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । କୁମାର ବାପି, ତପୁ ମିଶ୍ର, ଶକ୍ତି ମିଶ୍ର, ପମି, ଶୈଳଭାମା ମହାପାତ୍ର, ସୁବାସ ରାମ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ[ସମ୍ପାଦନା]
କ୍ରମ | ଗୀତ | ସମୟ |
---|---|---|
1. | "ଆକାଶରେ ଚାନ୍ଦର" | |
2. | "ପ୍ରଥମରୁ ମୋର" | |
3. | "ମୁଁ ଟୋକାଙ୍କ ପାଇଁ" | |
4. | "ତତେ ମୁଁ ଯେବେ" |
ଆଧାର[ସମ୍ପାଦନା]
- ↑ ୧.୦ ୧.୧ "ବିବାହ କରିବେ ଏଲି". ସମାଜ (ରବିବାର). ଭୁବନେଶ୍ୱର. 20 January 2019. Archived from the original on 25 January 2019. Retrieved 25 January 2019.
- ↑ "ଆରପାରିରେ ଅଭିନେତା ମୀନକେତନ". Odisha News Agency. 1 July 2017. Retrieved 26 October 2017.
ବାହାର ଆଧାର[ସମ୍ପାଦନା]
- ଇଣ୍ଟରନେଟ ମୁଭି ଡାଟାବେସରେ ଏଇ ମିଳନ ଯୁଗ ଯୁଗର