ଉତ୍ପଳା ସେନ
ଦେଖଣା
ଉତ୍ପଳା ସେନ | |
|---|---|
| ଫାଇଲ:ଉତ୍ପଳା ସେନ.jpg ଉତ୍ପଳା ସେନ | |
| ଜନ୍ମ | ୧୨ ମାର୍ଚ୍ଚ ୧୯୨୪ |
| ମୃତ୍ୟୁ | ୧୩ ମଇ ୨୦୦୫ (ବୟସ ୮୧) |
| ବୃତ୍ତି | ପ୍ରଛଦପଟ ଗାୟିକା |
| ସକ୍ରିୟ ବର୍ଷ | ୧୯୩୫-୨୦୦୫ |
| ବୈବାହିକ-ସାଥୀ(s) | ବେନୁ ସେନ ସତୀନାଥ ମୁଖାର୍ଜୀ |
| ପରିବାର | ଆଶୀଷ ସେନ (ପୁତ୍ର) ସୂର୍ଯ୍ୟ ସେନ(ନାତି) |
ଉତ୍ପଳା ସେନ (ଢାକା, ୧୨ ମାର୍ଚ୍ଚ , ୧୯୨୪ - କଲିକତା ୧୩ ମଇ, ୨୦୦୫) ବିଂଶ ଶତାବ୍ଦୀରେ ବଙ୍ଗଳା ଭାଷାର ଅନ୍ୟତମ ପ୍ରଧାନ ଗାୟିକା । ଏଗାରଟି ହିନ୍ଦୀ କଥାଚିତ୍ରରେ ସତରଟି ଗୀତ ମଧ୍ୟ ଗାଇଛନ୍ତି । ଆନନ୍ଦର କଥା ଯେ, ଓଡ଼ିଆ କଥାଚିତ୍ର ଦସ୍ୟୁ ରତ୍ନାକରରେ ସେ ଏବଂ ତାଙ୍କର ସ୍ବାମୀ ସତୀନାଥ ମୁଖାର୍ଜୀ କଣ୍ଠଦାନ କରିଥିଲେ[୧]।