Jump to content

ବଙ୍ଗଳାଦେଶ

ଉଇକିପିଡ଼ିଆ‌ରୁ
(ବାଂଲାଦେଶରୁ ଲେଉଟି ଆସିଛି)
ବଙ୍ଗଳାଦେଶ

  • গণপ্রজাতন্ত্রী বাংলাদেশ
  • Gônoprojatontri Bangladesh
Flag of ବଙ୍ଗଳାଦେଶ
Flag
ଜାତୀୟ ସଙ୍ଗୀତ: 

Amar Shonar Bangla
My Golden Bangla
Location of ବଙ୍ଗଳାଦେଶ
ରାଜଧାନୀDhaka
23°45′50″N 90°23′20″E / 23.76389°N 90.38889°E / 23.76389; 90.38889
ବୃହତ୍ତମ ସହରcapital
ସରକାରୀ ଭାଷାBengali (Bangla)
ଜାତି
(1998)
98% Bengali
2% other[]
ଜାତୀୟତାBangladeshi
GovernmentUnitary parliamentary democracy[]
• President
ମହମ୍ମଦ ଶାହାବୁଦ୍ଦିନ
ଶେଖ ହସିନା
• Speaker
Abdul Hamid
Md. Muzammel Hossain
ବିଧାନ ମଣ୍ଡଳJatiya Sangsad
Independence 
• Declared
26 March 1971
• Current constitution
4 November 1972[]
କ୍ଷେତ୍ରଫଳ
• ମୋଟ
147,570 km2 (56,980 sq mi) (94th)
• ଜଳଭାଗ (%)
6.4
ଲୋକସଂଖ୍ୟା
• 2011 census
149,772,364[]
• ଘନତା
1,033.5/km2 (2,676.8/sq mi) (9th)
ମୋଟ ଘରୋଇ ଉତ୍ପାଦ  (ସମତୁଲ୍ୟ କ୍ରୟଶକ୍ତି)2020 estimate
• ମୋଟ
$917.805 billion[] (29)
• ମୁଣ୍ଡପିଛା
$5456[] (136)
ମୋଟ ଘରୋଇ ଉତ୍ପାଦ (ସାଙ୍କେତିକ)2020 estimate
• ମୋଟ
$347.991 billion[] (39)
• ମୁଣ୍ଡପିଛା
$2067[]
ଜିନି ଗୁଣାଙ୍କ  (2015)32.4[]
Error: Invalid Gini value
ମାନବ ବିକାଶ ସୂଚନାଙ୍କ (2017)Increase 0.614[]
Error: Invalid HDI value · 135th
ମୁଦ୍ରାTaka (BDT)
ସମୟ ମଣ୍ଡଳUTC+6 (BST)
ରାସ୍ତା ଚାଲିବା ପାଖleft
ଟେଲିଫୋନ କୋଡ଼880
ISO 3166 codeBD
Internet TLD.bd
Website
"Population Census 2001, Preliminary Report". Bangladesh Bureau of Statistics. 2001-08. Archived from the original on 2011-08-23. Retrieved 2012-07-26. {{cite web}}: Check date values in: |date= (help)
  1. Adjusted population, p.4,

ବଙ୍ଗଳାଦେଶ ଏସିଆର ଗୋଟିଏ ଦେଶ । ବଙ୍ଗଳାଦେଶର କ୍ଷେତ୍ରଫଳ ୧୪,୮୫୬୦ ବର୍ଗ କିଲୋମିଟର (୫୭,୩୬୦ ବର୍ଗ ମାଇଲ) । ଏହାର ଜନସଂଖ୍ୟା ୧୬୩ ନିୟୁତରୁ ଅଧିକ ଓ ଏହା ବିଶ୍ୱର ଅଷ୍ଟମ ସର୍ବାଧିକ ଜନବହୁଳ ଦେଶ । ବାଂଲାଦେଶ ପଶ୍ଚିମ, ଉତ୍ତର ଏବଂ ପୂର୍ବରେ ଭାରତ, ଦକ୍ଷିଣ ପୂର୍ବରେ ମ୍ୟାଁମାର ଏବଂ ଦକ୍ଷିଣରେ ବଙ୍ଗୋପସାଗରରେ ଭାରତ ସୀମା ବାଣ୍ଟିଛି । ଏହା ନେପାଳ ଏବଂ ଭୁଟାନରୁ ସିଲିଗୁରି କରିଡରଦ୍ୱାରା ଏବଂ ଚୀନ୍ଠାରୁ ଉତ୍ତରରେ ଥିବା ଭାରତୀୟ ସିକ୍କିମ୍ଦ୍ୱାରା ପୃଥକ ହୋଇଛି । ବଙ୍ଗଳାଦେଶ ମୋଟ ଜନସଂଖ୍ୟାର ୯୮% ବଙ୍ଗାଳୀ ଭାଷାଭାଷୀ । ବଙ୍ଗଳାଦେଶ ବିଶ୍ୱର ତୃତୀୟ ବୃହତ୍ତମ ମୁସଲମାନ ଦେଶ ଭାବରେ ପରିଗଣିତ । ଢାକା ବଙ୍ଗଳାଦେଶର ରାଜଧାନୀ , ବୃହତ୍ତମ ସହର ଏବଂ ଦେଶର ଅର୍ଥନୈତିକ, ରାଜନୈତିକ ଏବଂ ସାଂସ୍କୃତିକ କେନ୍ଦ୍ର । ଚିଟାଗଙ୍ଗ ଦେଶର ବୃହତ୍ତମ ସାମୁଦ୍ରିକ ବନ୍ଦର ଓ ଦ୍ୱିତୀୟ ବୃହତ୍ତମ ସହର।

  1. ୧.୦ ୧.୧ Central Intelligence Agency. "Bangladesh". The World Factbook. Langley, Virginia: Central Intelligence Agency. Archived from the original on 1 January 2021. Retrieved 5 October 2011.
  2. Constitution of Bangladesh Archived 2012-03-06 at the Wayback Machine., Part V, Chapter 1, Article 66; University of Minnesota, retrieved: 28 August 2010
  3. Population stands at 152.5 mln. bdnews24.com (2012-07-16). Retrieved on 2012-07-16.
  4. ୪.୦ ୪.୧ ୪.୨ ୪.୩ "Bangladesh". International Monetary Fund. Retrieved 17 April 2012.
  5. "Distribution of family income – Gini index". The World Factbook. CIA. Archived from the original on 13 May 2009. Retrieved 1 September 2009.
  6. "Human Development Report 2010. Human development index trends: Table G" (PDF). The United Nations. Archived (PDF) from the original on 5 December 2010. Retrieved 14 July 2011.