Jump to content

ବଙ୍ଗଳାଦେଶ

ଉଇକିପିଡ଼ିଆ‌ରୁ
(ବାଂଲାଦେଶରୁ ଲେଉଟି ଆସିଛି)
ବଙ୍ଗଳାଦେଶ

  • গণপ্রজাতন্ত্রী বাংলাদেশ
  • ଗଣପ୍ରଜାତନ୍ତ୍ରୀ ବାଂଲାଦେଶ
Flag of ବଙ୍ଗଳାଦେଶ
Flag
ଜାତୀୟ ସଙ୍ଗୀତ: 

ଆମାର୍ ଶୋନାର୍ ବଂଲା
ମୋର ସୁନାର ବଙ୍ଗଳା
Location of ବଙ୍ଗଳାଦେଶ
ରାଜଧାନୀ
and largest city
ଢାକା
23°45′50″N 90°23′20″E / 23.76389°N 90.38889°E / 23.76389; 90.38889
ବୃହତ୍ତମ ସହରରାଜଧାନୀ
ସରକାରୀ ଭାଷାବଙ୍ଗାଳୀ(ବଙ୍ଗଳା)
ଜାତି
(୧୯୯୮)
୯୮% ବଙ୍ଗାଳୀ
୦୨% ଅନ୍ୟାନ୍ୟ[୧]
ଜାତୀୟତାବାଂଲାଦେଶୀ
Governmentଏକକୈନ୍ଦ୍ରିକ ସଂସଦୀୟ ଗଣତନ୍ତ୍ର[୨]
ମହମ୍ମଦ ଶାହାବୁଦ୍ଦିନ
ତାରିକ୍ ରହମାନ
• Speaker
ହାଫିଜ୍ ଉଦ୍ଦିନ୍ ଅହମଦ
ଜୁବାୟର ରହମାନ ଚୌଧୁରୀ
ବିଧାନ ମଣ୍ଡଳଜାତୀୟ ସଂସଦ
ସ୍ବାଧୀନତା 
୨୬ ମାର୍ଚ୍ଚ ୧୯୭୧
• ବର୍ତ୍ତମାନର ସମ୍ବିଧାନ
୦୪ ନଭେମ୍ବର ୧୯୭୨[୧]
କ୍ଷେତ୍ରଫଳ
• ମୋଟ
147,570 km2 (56,980 sq mi) (୯୪ତମ)
• ଜଳଭାଗ (%)
୬.୪
ଲୋକସଂଖ୍ୟା
• ୨୦୧୧ census
୧୪୯,୭୭୨,୩୬୪[୩]
• ଘନତା
1,033.5/km2 (2,676.8/sq mi) (୦୯ତମ)
ମୋଟ ଘରୋଇ ଉତ୍ପାଦ  (ସମତୁଲ୍ୟ କ୍ରୟଶକ୍ତି)୨୦୨୦ estimate
• ମୋଟ
$ ୯୧୭.୮୦୫ ବିଲିଅନ [୪] (୨୯)
• ମୁଣ୍ଡପିଛା
$ ୫୪୫୬ [୪] (୧୩୬)
ମୋଟ ଘରୋଇ ଉତ୍ପାଦ (ସାଙ୍କେତିକ)୨୦୨୦ estimate
• ମୋଟ
$ ୩୪୭.୯୯୧ ବିଲିଅନ [୪] (୩୯)
• ମୁଣ୍ଡପିଛା
$ ୨୦୬୭ [୪]
ଜିନି ଗୁଣାଙ୍କ  (୨୦୧୫)୩୨.୪ [୫]
Error: Invalid Gini value
ମାନବ ବିକାଶ ସୂଚନାଙ୍କ (୨୦୧୭)Increase ୦.୬୧୪ [୬]
Error: Invalid HDI value · ୧୩୫th
ମୁଦ୍ରାଟାକା (BDT)
ସମୟ ମଣ୍ଡଳUTC+6 (BST)
ରାସ୍ତା ଚାଲିବା ପାଖବାମ
ଟେଲିଫୋନ କୋଡ଼୮୮୦
ISO 3166 codeBD
Internet TLD.bd
Website
"Population Census 2001, Preliminary Report". Bangladesh Bureau of Statistics. 2001-08. Archived from the original on 2011-08-23. Retrieved 2012-07-26. {{cite web}}: Check date values in: |date= (help)
  1. Adjusted population, p.4,

ବଙ୍ଗଳାଦେଶ ଏସିଆର ଗୋଟିଏ ଦେଶ । ବଙ୍ଗଳାଦେଶର କ୍ଷେତ୍ରଫଳ ୧୪,୮୫୬୦ ବର୍ଗ କିଲୋମିଟର (୫୭,୩୬୦ ବର୍ଗ ମାଇଲ) । ଏହାର ଜନସଂଖ୍ୟା ୧୬୩ ନିୟୁତରୁ ଅଧିକ ଓ ଏହା ବିଶ୍ୱର ଅଷ୍ଟମ ସର୍ବାଧିକ ଜନବହୁଳ ଦେଶ । ବାଂଲାଦେଶ ପଶ୍ଚିମ, ଉତ୍ତର ଏବଂ ପୂର୍ବରେ ଭାରତ, ଦକ୍ଷିଣ ପୂର୍ବରେ ମ୍ୟାଁମାର ଏବଂ ଦକ୍ଷିଣରେ ବଙ୍ଗୋପସାଗରରେ ଭାରତ ସୀମା ବାଣ୍ଟିଛି । ଏହା ନେପାଳ ଏବଂ ଭୁଟାନରୁ ସିଲିଗୁରି କରିଡରଦ୍ୱାରା ଏବଂ ଚୀନ୍ଠାରୁ ଉତ୍ତରରେ ଥିବା ଭାରତୀୟ ସିକ୍କିମ୍ଦ୍ୱାରା ପୃଥକ ହୋଇଛି । ବଙ୍ଗଳାଦେଶ ମୋଟ ଜନସଂଖ୍ୟାର ୯୮% ବଙ୍ଗାଳୀ ଭାଷାଭାଷୀ । ବଙ୍ଗଳାଦେଶ ବିଶ୍ୱର ତୃତୀୟ ବୃହତ୍ତମ ମୁସଲମାନ ଦେଶ ଭାବରେ ପରିଗଣିତ । ଢାକା ବଙ୍ଗଳାଦେଶର ରାଜଧାନୀ , ବୃହତ୍ତମ ସହର ଏବଂ ଦେଶର ଅର୍ଥନୈତିକ, ରାଜନୈତିକ ଏବଂ ସାଂସ୍କୃତିକ କେନ୍ଦ୍ର । ଚିଟାଗଙ୍ଗ ଦେଶର ବୃହତ୍ତମ ସାମୁଦ୍ରିକ ବନ୍ଦର ଓ ଦ୍ୱିତୀୟ ବୃହତ୍ତମ ସହର।

  1. 1 2 Central Intelligence Agency. "Bangladesh". The World Factbook. Langley, Virginia: Central Intelligence Agency. Archived from the original on 1 January 2021. Retrieved 5 October 2011.
  2. ↑ Constitution of Bangladesh Archived 2012-03-06 at the Wayback Machine., Part V, Chapter 1, Article 66; University of Minnesota, retrieved: 28 August 2010
  3. ↑ Population stands at 152.5 mln. bdnews24.com (2012-07-16). Retrieved on 2012-07-16.
  4. 1 2 3 4 "Bangladesh". International Monetary Fund. Retrieved 17 April 2012.
  5. ↑ "Distribution of family income – Gini index". The World Factbook. CIA. Archived from the original on 13 May 2009. Retrieved 1 September 2009.
  6. ↑ "Human Development Report 2010. Human development index trends: Table G" (PDF). The United Nations. Archived (PDF) from the original on 5 December 2010. Retrieved 14 July 2011.