ଅନୁତାପ (ଓଡ଼ିଆ କଥାଚିତ୍ର)
ଦେଖଣା
| ଅନୁତାପ | |
|---|---|
| ନିର୍ଦ୍ଦେଶକ | ଜଲାଲ ଆଦେନୀ |
| ପ୍ରଯୋଜକ | ଜୟନ୍ତ କୁମାର |
| ସଂଳାପ | (ସଂଳାପ): ରମେଶ ପାଣିଗ୍ରାହୀ |
| ଚିତ୍ରନାଟ୍ୟ | ଜୟନ୍ତ କୁମାର |
| କାହାଣୀ | ଜୟନ୍ତ କୁମାର |
| କଳାକାର | ସୁରେଶ ମହାପାତ୍ର, ପ୍ରୀତି, ସାମୁଏଲ ସାହୁ (ବାବି) |
| ସଙ୍ଗୀତ | ଜଲାଲ ଆଦେନୀ |
ମୁକ୍ତିଲାଭ ତାରିଖ | ୨୮ ଅପ୍ରେଲ ୧୯୭୭ |
କଥାଚିତ୍ରର ସମୟ | ୧୩୯ ମିନଟ |
| ଦେଶ | ଭାରତ |
| ଭାଷା | ଓଡ଼ିଆ |
ଜଲାଲ ଆଦେନୀଙ୍କ ନିର୍ଦ୍ଦେଶନାରେ ନିର୍ମିତ, ଅଭିଯାତ୍ରିକ ପ୍ରଡ଼କ୍ସନର ଓଡ଼ିଆ କଥାଚିତ୍ର 'ଅନୁତାପ' ୧୯୭୭ ମସିହାରେ ମୁକ୍ତିଲାଭ କରିଥିଲା । [୧]
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ‘ଅନୁତାପ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଗୀତ ଓ ସଙ୍ଗୀତ
[ସମ୍ପାଦନା]- ସଙ୍ଗୀତକାର: ଜଲାଲ ଆଦେନୀ
- ଗୀତିକାର: ଶିର୍ଷାନନ୍ଦ ଦାସ କାନୁନଗୋ, ରଜନୀକାନ୍ତ ନାୟକ, ନିଜାମ[୨]
- ପ୍ରଚ୍ଛଦପଟ ଗାୟକ: ଜଲାଲ ଆଦେନୀ, ଭିକାରି ବଳ, କୁମୁଦିନୀ ମିଶ୍ର, ନିର୍ମଳ ମିଶ୍ର, ତାନସେନ ସିଂ[୩]
ଆଧାର
[ସମ୍ପାଦନା]- ↑ Indian Films. 1978.
- ↑ "ଆର୍କାଇଭ୍ କପି". Archived from the original on 2015-11-20. Retrieved 2016-01-11.
{{cite web}}: Cite has empty unknown parameter:|1=(help) - ↑ http://timesofindia.indiatimes.com/city/bhubaneswar/Tansen-Singh-in-penury/articleshow/18719341.cms
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅନୁତାପ