ଛେଣ୍ଡିପଦା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
ଛେଣ୍ଡିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୮୬,୩୧୦ |
ଜିଲ୍ଲା: | ଅନୁଗୋଳ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ସମ୍ବଲପୁର |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
ଛେଣ୍ଡିପଦା (କ୍ରମିକ ସଂଖ୍ୟା: ୬୨) ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଛେଣ୍ଡିପଦା ବ୍ଳକ ଓ ବଅଁରପାଳ ବ୍ଳକର କିଛି ଅଞ୍ଚଳ।[୨][୩]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସୁଶାନ୍ତ କୁମାର ବେହେରା ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅଗସ୍ତି ବେହେରାଙ୍କଠାରୁ ୯୮୦୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଖଗେଶ୍ୱର ବେହେରା, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅଗସ୍ତି ବେହେରାଙ୍କଠାରୁ ୪,୯୦୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]୨୦୦୯ ବିଧାନ ସଭା ନିର୍ବାଚନ, ଛେଣ୍ଡିପଦା [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ଖଗେଶ୍ୱର ବେହେରା | ୫୪,୩୮୮ | ୪୫.୩୭ | - | |
କଂଗ୍ରେସ | ଅଗସ୍ତି ବେହେରା | ୪୯,୪୮୨ | ୪୧.୨୭ | - | |
ବସପା | ଗୋବିନ୍ଦ ନାୟକ | ୬,୯୧୬ | ୫.୭୭ | - | |
ଭାଜପା | ସଞ୍ଜୟ କୁମାର ନାୟକ | ୬,୯୦୪ | ୫.୭୬ | - | |
ଆରପିଆଇ (ଆ) | ମିଲି ନାୟକ | ୨,୧୯୬ | ୧.୮୩ | - | |
ଭୋଟ ବ୍ୟବଧାନ | ୪,୯୦୬ | ୪.୦୯* | - | ||
ମତଦାନ ହାର | ୧,୧୯,୮୯୪ | ୬୯.୪୩ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨୦୦୯ ଓ ୨୦୧୪ରେ କେବଳ ୨ଥର ନିର୍ବାଚନ ଅନୁଷ୍ଠିତ ହୋଇଛି ।[୪]
- ୨୦୨୪: ଅଗସ୍ତି ବେହେରା (ବିଜେପି)
- ୨୦୧୯: ସୁଶାନ୍ତ କୁମାର ବେହେରା (ବିଜଦ)
- ୨୦୧୪: ସୁଶାନ୍ତ କୁମାର ବେହେରା (ବିଜଦ)
- ୨୦୦୯: (୬୨): ଖଗେଶ୍ୱର ବେହେରା (ବିଜଦ)
- ୧୯୭୧: ଭଜମନ ବେହେରା (ଉତ୍କଳ କଂଗ୍ରେସ)
- ୧୯୬୭: ନବଘନ ନାୟକ (ଜନ କଂଗ୍ରେସ)
- ୧୯୬୧: ପଦ ନାଏକ (ଭାରତୀୟ ଜାତୀୟ କଂଗ୍ରେସ)
ଆଧାର
[ସମ୍ପାଦନା]- ↑ "Chhendipada Assembly Election 2009, Orissa". empoweringindia.org. 2013. Archived from the original on 9 March 2014. Retrieved 28 May 2013.
Constituency: Chhendipada (62) District : Angul
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 28 May 2013.
4906
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf