ଖଗେଶ୍ୱର ବେହେରା

ଉଇକିପିଡ଼ିଆ‌ରୁ
ଖଗେଶ୍ୱର ବେହେରା
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀପଦ ନାଏକ
ପର ଅଧିକାରୀଭଜମନ ବେହେରା
ନିର୍ବାଚନ ମଣ୍ଡଳୀଛେଣ୍ଡିପଦା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1947-04-27) ୨୭ ଅପ୍ରେଲ ୧୯୪୭ (ବୟସ ୭୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀବିଜୁଳି ବେହେରା
ବାପା/ବୋଉତିହୁଲୁ ବେହେରା (ବାପା)
ବୃତ୍ତିରାଜନୀତିଜ୍ଞ

ଖଗେଶ୍ୱର ବେହେରା (ଜନ୍ମ: ୨୭ ଅପ୍ରେଲ ୧୯୪୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ଖଗେଶ୍ୱର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଛେଣ୍ଡିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଖଗେଶ୍ୱର ବେହେରା ୧୯୪୭ ମସିହାର ଅପ୍ରେଲ ମାସ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ତିହୁଲୁ ବେହେରା ଓ ପତ୍ନୀଙ୍କ ନାମ ବିଜୁଳି ବେହେରା । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଖଗେଶ୍ୱର ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି ।[୨] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୩][୪]

ଆଧାର[ସମ୍ପାଦନା]

  1. "Shri Khageswar Behera". odishaassembly.nic.in. Odisha Assembly. Retrieved 12 July 2020.
  2. "ସବୁ ଦଳର ମୁଣ୍ଡବିନ୍ଧା 'ଅସନ୍ତୁଷ୍ଟ' | Sambad27 February 2019". sambad.in. Archived from the original on 12 July 2020. Retrieved 12 July 2020.
  3. "BJP may push congo to 3rd slot in Chhendipada - OrissaPOST". Odisha News, Odisha Latest news, Odisha Daily - OrissaPOST. 21 March 2019. Retrieved 11 July 2020.
  4. "ଛେଣ୍ଡିପଦା ରାଜନୀତି, ଗୋଳମାଳିଆ ସ୍ଥିତି | Kanak News". କନକ ନ୍ୟୁଜ୍. 27 February 2019. Archived from the original on 12 July 2020. Retrieved 12 July 2020.