ଅଭିନବ ଗଣିତ ବିଚିତ୍ରା
ଦେଖଣା
ପ୍ରକାର | ତ୍ରୈମାସିକ , ଦ୍ୱିଭାଷୀ |
---|---|
ଫର୍ମାଟ | ପତ୍ରିକା |
ମାଲିକ | ଓଡ଼ିଶା ଗଣିତ ସଂସଦ |
ପ୍ରକାଶକ | ଓଡ଼ିଶା ଗଣିତ ସଂସଦ , ରେ.ନଂ:୭୨୦୩/୨୦୨ - ୧୯୭୩-୭୪ |
ସମ୍ପାଦକ | ମଦନ ମୋହନ ମହାନ୍ତି (ପ୍ରାକ୍ତନ ଉପ-ସଂପାଦକ , ମାଧ୍ୟମିକ ଶିକ୍ଷା ପରିଷଦ , କଟକ) |
ସହକାରୀ ସମ୍ପାଦକ | ପ୍ରଫେସର ବିଷ୍ଣୁ ପ୍ରସନ୍ନ ଆଚାର୍ଯ୍ୟ (ପ୍ରାକ୍ତନ ପ୍ରଫେସର , ଉତ୍କଳ ବିଶ୍ୱବିଦ୍ୟାଳୟ) ପ୍ରଫେସର ବିରେନ୍ଦ୍ର କୁମାର ନାୟକ (ପ୍ରାକ୍ତନ ପ୍ରଫେସର , ଉତ୍କଳ ବିଶ୍ୱବିଦ୍ୟାଳୟ) ଡଃ ହାଡ଼ିବନ୍ଧୁ ପଟ୍ଟନାୟକ (ଶୈଳବାଳା ମହିଳା ମହାବିଦ୍ୟାଳୟ , କଟକ) ଡଃ ଶିଶିର କୁମାର ସାହୁ (ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ, ଭୁବନେଶ୍ୱର) |
ପରିଚାଳନା ସମ୍ପାଦକ | ନୀଳାମ୍ବର ବିଶ୍ୱାଳ (ମୁଖ୍ୟ ଅଧ୍ୟାପକ, ଗଣିତ, ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ବାଙ୍କୀ , କଟକ) |
ପ୍ରତିଷ୍ଠିତ | ୧୯୮୪ |
ଭାଷା | ଓଡ଼ିଆ |
ମୁଖ୍ୟାଳୟ | ଭୁବନେଶ୍ୱର |
ଅଭିନବ ଗଣିତ ବିଚିତ୍ରା ଏକ ତ୍ରୈମାସିକ ଦ୍ୱିଭାଷୀ (Bilingual) ପତ୍ରିକା ଅଟେ ।[୧] ଏହା ସାଧାରଣତଃ ପ୍ରତ୍ୟେକ ବର୍ଷ ମାର୍ଚ୍ଚ , ଜୁନ , ସେପ୍ଟେମ୍ବର ଓ ଡିସେମ୍ବର ମାସରେ ପ୍ରକାଶିତ ହୁଏ । [୨] ଏହା ଓଡ଼ିଶା ଗଣିତ ସଂସଦ ଆନୁକୁଲ୍ୟରେ ପ୍ରକାଶ ପାଇଥାଏ ।[୩] ଓଡ଼ିଶାରେ ଗଣିତକୁ ଲୋକପ୍ରିୟ କରାଇବା ଉଦ୍ଦେଶ୍ୟରେ ୧୯୮୪ ମସିହାରୁ ଗଣିତ ବିଚିତ୍ରାର ମୁଦ୍ରଣ ଆରମ୍ଭ ହେଲା । ଗଣିତ ବିଚିତ୍ରାର ନାମ କରଣ କରିଥିଲେ ପ୍ରଫେସର ବ୍ରଜବନ୍ଧୁ ମିଶ୍ର ।[୪]
ଆଧାର
[ସମ୍ପାଦନା]- ↑ "46th Annual Conference of OMS" (PDF). www.silicon.ac.in. Silicon Institute of Technology. Archived from the original (PDF) on 16 October 2020. Retrieved 25 April 2019.
- ↑ ଗଣିତ ବିଚିତ୍ରା (ଶେଷ ପ୍ରୁଷ୍ଠା) , ସେପ୍ଟେମ୍ବର-୨୦୧୨
- ↑ "Orissa Mathematical Society". www.omsonnet.com. Retrieved 25 April 2019.
- ↑ ଅଭିନବ ଗଣିତ ବିଚିତ୍ରା , ଭାଗ-୩୦ , ସଂଖ୍ୟା-୩ , ପୃ-୫, ଦ୍ୱିତୀୟ ଅନୁଛେଦ