ଟିକେ ହସ ଟିକେ ଲୁହ

ଉଇକିପିଡ଼ିଆ‌ରୁ
ଟିକେ ହସ ଟିକେ ଲୁହ
ନିର୍ଦ୍ଦେଶକସୁଶିଳ ମୁଖାର୍ଜୀ
କାହାଣୀଜେ. ଏଚ. ସତ୍ତାର
କଳାକାରବିଜୟ ମହାନ୍ତି, ଝରଣା ଦାସ, ମହାଶ୍ୱେତା ରାୟ, ନିହାରିକା ସାହୁ
ସଙ୍ଗୀତପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ
ମୁକ୍ତିଲାଭ ତାରିଖ
୧୯୮୧
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୨୧ଲକ୍ଷ ୫୦ ହଜାର

ସୁଶିଳ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଟିକେ ହସ ଟିକେ ଲୁହ [୧] ୧୯୮୧ ମସିହାରେ ମୁକ୍ତିଲାଭ କରିଥିଲା ।[୨]

ଅଭିନୟ[ସମ୍ପାଦନା]

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆଭିକାରୀ ବଳ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୪] ସୀତାର ବାଦକ ଅସିତ ରଞ୍ଜନ ଦାସ ଏହି କଥାଚିତ୍ରର ସଙ୍ଗୀତ ନିର୍ମାଣବେଳେ କାମ କରିଥିଲେ ।[୫]

ଦ୍ରଷ୍ଟବ୍ୟ[ସମ୍ପାଦନା]

  1. ଇଣ୍ଟରନେଟ ମୁଭି ଡାଟାବେସରେ ଟିକେ ହସ ଟିକେ ଲୁହ
  2. Orissa reference: glimpses of Orissa (in ଇଂରାଜୀ). TechnoCAD Systems. 2001. Retrieved 21 September 2018.
  3. "ଷ୍ଟାଇଲ ମାଷ୍ଟର ବିଜୟ" (PDF). ନିତିଦିନ. 8 April 2018. Retrieved 30 August 2018.[permanent dead link]
  4. "ବରିଷ୍ଠ ଆଇଏଏସ୍ ମନୋଜ ମିଶ୍ର ଓ ସଂଜୟ ସିଂଙ୍କୁ ଭଲ ଲାଗେ ଭିକାରୀ ବଳଙ୍କ ଭଜନ". News18 Odia. 26 May 2022. Archived from the original on 1 July 2022. Retrieved 29 August 2023.
  5. "ଟିକେ ହସ ଟିକେ ଲୁହ". ସମ୍ବାଦ. 7 May 2023. Archived from the original on 11 September 2023. Retrieved 11 September 2023.

ବାହାର ଲିଙ୍କ[ସମ୍ପାଦନା]

  1. http://odiakhati.com/site_1644.xhtml[permanent dead link]
  2. http://www.moviebuff.com/tike-hasa-tike-luha