ତୁ ଥିଲେ ମୋ ଡର କାହାକୁ
ଦେଖଣା
ତୁ ଥିଲେ ମୋ ଡର କାହାକୁ | |
---|---|
ନିର୍ଦ୍ଦେଶକ | ଦିଲିପ ପଣ୍ଡା |
ପ୍ରଯୋଜକ | ଅଜିତ ମିଶ୍ର, ସୌମ୍ୟରଞ୍ଜନ ପଟ୍ଟନାୟକ |
ଚିତ୍ରନାଟ୍ୟ | ଦିଲିପ ପଣ୍ଡା |
କାହାଣୀ | ଅଜିତ ମିଶ୍ର |
କଳାକାର | ବୁଦ୍ଧାଦିତ୍ୟ, ବର୍ଷା ପ୍ରିୟଦର୍ଶିନୀ, ବିଜୟ ମହାନ୍ତି, ମହାଶ୍ୱେତା ରାୟ |
ସଙ୍ଗୀତ | ମଳୟ ମିଶ୍ର |
ଚିତ୍ରଗ୍ରହଣ | ଅଭିରାମ ମିଶ୍ର |
ସମ୍ପାଦକ | ଦିଲିପ ପଣ୍ଡା |
ମୁକ୍ତିଲାଭ ତାରିଖ | ୭ ଜାନୁଆରୀ ୨୦୧୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ତୁ ଥିଲେ ମୋ ଡର କାହାକୁ, ୨୦୧୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜିତ ମିଶ୍ର ଓ ସୌମ୍ୟରଞ୍ଜନ ପଟ୍ଟନାୟକ । ଅଜିତ ମିଶ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଦିଲ୍ଲ୍ଲିପ ପଣ୍ଡା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଓ ନିର୍ଦ୍ଦେଶନା ଦେଇଥିଲେ ।[୧]
ଅଭିନୟ
[ସମ୍ପାଦନା]- ବୁଦ୍ଧାଦିତ୍ୟ ମହାନ୍ତି[୨]
- ବର୍ଷା ପ୍ରିୟଦର୍ଶିନୀ
- ବିଜୟ ମହାନ୍ତି
- ମହାଶ୍ୱେତା ରାୟ
- ଅଜିତ ମିଶ୍ର
- ନମ୍ରତା ଦାସ
- ରାଇମୋହନ[୩]
- ପ୍ରଦ୍ୟୁମ୍ନ ଲେଙ୍କା
- ରାଲି ନନ୍ଦ[୪]
- ପ୍ରିୟା
ଦ୍ରଷ୍ଟବ୍ୟ
[ସମ୍ପାଦନା]- ↑ "ପୁଣି ପରଦାରେ ଦେଖା ଦେବେ ଏହି ଓଲିଉଡ ଯୋଡି | Sambad". Sambad (in Odia). ଓଡ଼ିଶା. 27 March 2018. Archived from the original on 31 August 2018. Retrieved 2 September 2018.
{{cite news}}
: CS1 maint: unrecognized language (link) - ↑ "ବୁଦ୍ଧାଦିତ୍ୟଙ୍କ 'ଆସ୍ତିକ ନାସ୍ତିକ'". ନିର୍ଭୟ. 4 July 2022. p. 10. Archived from the original on 27 October 2022. Retrieved 27 October 2022.
- ↑ "ଚର୍ଚ୍ଚାରେ ରାଇ". ସମାଜ ରବିବାର. 24 June 2018. Retrieved 27 June 2018.[permanent dead link]
- ↑ "ଏହି ନାୟକଙ୍କ ସହ କାମ କରିଛନ୍ତି ରାଲି". sambad.in. 25 March 2018. Retrieved 2 April 2018.