ଅଳ୍ପ ଦିନର ଗଳ୍ପ
ଅଳ୍ପ ଦିନର ଗଳ୍ପ | |
---|---|
ନିର୍ଦ୍ଦେଶକ | ଅଶୋକ ପତି |
ପ୍ରଯୋଜକ | ଅଜୟ ରାଉତ |
ସଂଳାପ | ଭରଦ୍ୱାଜ ପଣ୍ଡା |
କାହାଣୀ | ଭରଦ୍ୱାଜ ପଣ୍ଡା |
କଳାକାର | ଜ୍ୟୋତି ରଞ୍ଜନ ପଣ୍ଡା ସାୟଲ ବାନାର୍ଜୀ ରତନ ମେହେର ମାମୁନି ପଣ୍ଡା ଧରିତ୍ରୀ ଖଣ୍ଡୁଆଳ |
ସଙ୍ଗୀତ | ଅସଦ୍ ନିଜାମ |
ଚିତ୍ରଗ୍ରହଣ | ଶୁଭମ ନନ୍ଦ |
ମୁକ୍ତିଲାଭ ତାରିଖ | ୧୬ ଅକ୍ଟୋବର ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଳ୍ପ ଦିନର ଗଳ୍ପ ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜୟ ରାଉତ ।[୧] ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ ।[୨] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି ।[୩] ସଙ୍ଗୀତକାର ଅସଦ୍ ନିଜାମ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ପଣ୍ଡା ଓ ସାୟଲ ବାନାର୍ଜୀ ।[୩] ରତନ ମେହେର, ମାମୁନି ପଣ୍ଡା, ଧରିତ୍ରୀ ଖଣ୍ଡୁଆଳ, ପ୍ରଜ୍ଞା ଖଟୁଆ, ସୁବାସ, ମାନସ, ସ୍ୱାଗତିକା, ପପୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଅକ୍ଟୋବର ୧୬ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୪]
ଅଭିନୟ
[ସମ୍ପାଦନା]- ଜ୍ୟୋତି ରଞ୍ଜନ ପଣ୍ଡା
- ସାୟଲ ବାନାର୍ଜୀ
- ରତନ ମେହେର
- ମାମୁନି ପଣ୍ଡା
- ଧରିତ୍ରୀ ଖଣ୍ଡୁଆଳ
- ପ୍ରଜ୍ଞା ଖଟୁଆ
- ସୁବାସ
- ମାନସ
- ସ୍ୱାଗତିକା
- ପପୁ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅସଦ୍ ନିଜାମ । ଗୀତିକାର ପୁଷ୍ପକ ପରିଡ଼ା ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୩] ସତ୍ୟଜିତ ପ୍ରଧାନ, ଅସୀମା ପଣ୍ଡା, ଆଶୁତୋଷ, କୁଳଦୀପ ପଟ୍ଟନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୪] ୧୨ ଅକ୍ଟୋବର ୨୦୨୨ରେ ଏହି କଥାଚିତ୍ରଟିର ଅଡ଼ିଓ ରିଲିଜ୍ ହୋଇଥିଲା ।[୫][୬]
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଝିଅ ସବୁ ହାନିକାରକ" | ସତ୍ୟଜିତ ପ୍ରଧାନ, ଅସୀମା ପଣ୍ଡା | |
2. | "ଅଳ୍ପ ଦିନର ଗଳ୍ପ" | ଆଶୁତୋଷ, ଅସୀମା ପଣ୍ଡା |
ଆଧାର
[ସମ୍ପାଦନା]- ↑ "ଜୀ ସାର୍ଥକରେ ନୂଆ ଚଳଚ୍ଚିତ୍ର 'ଅଳ୍ପ ଦିନର ଗଳ୍ପ'". Samaja Live. ଭୁବନେଶ୍ୱର. 15 October 2022. Archived from the original on 22 October 2022. Retrieved 24 December 2022.
- ↑ "ଅଳ୍ପ ଦିନର ଗଳ୍ପ ଆମର". Sambad. 8 November 2022. Archived from the original on 24 December 2022. Retrieved 24 December 2022.
- ↑ ୩.୦ ୩.୧ ୩.୨ "ଅଳ୍ପ ଦିନର ଗଳ୍ପ". ଧରିତ୍ରୀ. 16 October 2022. p. 9. Archived from the original on 24 December 2022. Retrieved 24 December 2022.
- ↑ ୪.୦ ୪.୧ "ଆଜି ଜୀ-ସାର୍ଥକରେ ମୁକ୍ତିଲାଭ କରୁଛି 'ଅଳ୍ପ ଦିନର ଗଳ୍ପ'". ପ୍ରମେୟ. No. ଭୁବନେଶ୍ୱର. ଭୁବନେଶ୍ୱର. 16 October 2022. p. 22. Archived from the original on 24 December 2022. Retrieved 24 December 2022.
- ↑ "୧୬ରେ 'ଅଳ୍ପ ଦିନର ଗଳ୍ପ ଆମର'". Dharitri Odia News. 13 October 2022. Archived from the original on 24 December 2022. Retrieved 24 December 2022.
- ↑ "ସିନେମା 'ଅଳ୍ପ ଦିନର ଗଳ୍ପ ଆମର' ଅଡିଓ ଲୋକାର୍ପିତ; ଜ୍ୟୋତି ଓ ସାୟଲଙ୍କ ଲଭ୍ ଷ୍ଟୋରୀ". News18 Odia. 13 October 2022. Archived from the original on 15 October 2022. Retrieved 24 December 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅଳ୍ପ ଦିନର ଗଳ୍ପ