ରାମ ବଳରାମ

ଉଇକିପିଡ଼ିଆ‌ରୁ
ରାମ ବଳରାମ
ନିର୍ଦ୍ଦେଶକଏ. ସଞ୍ଜୀବ
ପ୍ରଯୋଜକପୂର୍ଣ୍ଣଚନ୍ଦ୍ର ରାଓ ଅତୁଲୁରୀ
ସଂଳାପଗୋବିନ୍ଦ ସେନାପତି
ଚିତ୍ରନାଟ୍ୟଏ. ସଞ୍ଜୀବ
କାହାଣୀନସାର ରାଜୁ
କଳାକାରଉତ୍ତମ ମହାନ୍ତି
ଅନିତା ଦାସ
ଦୀପା ସାହୁ
ବିରେନ ରାଉତରାୟ
ରାଧା ପଣ୍ଡା
ଗ୍ଲୋରିଆ ମହାନ୍ତି
ମାମିନା
ସଙ୍ଗୀତପ୍ରଫୁଲ୍ଲ କର
ଚିତ୍ରଗ୍ରହଣଟି. ଏଚ୍. ରାମା ରାଓ
ସମ୍ପାଦକଏ. ସଞ୍ଜୀବ
ମୁକ୍ତିଲାଭ ତାରିଖ
୧୯ ସେପ୍ଟେମ୍ବର ୧୯୮୦
ଦେଶ ଭାରତ
ଭାଷାଓଡ଼ିଆ

ରାମ ବଳରାମ, ୧୯୮୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ନସାର ରାଜୁ । ଗୋବିନ୍ଦ ସେନାପତି ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏ. ସଞ୍ଜୀବ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଉତ୍ତମ ମହାନ୍ତି, ଅନିତା ଦାସ, ଦୀପା ସାହୁ, ବିରେନ ରାଉତରାୟ, ରାଧା ପଣ୍ଡା, ଗ୍ଲୋରିଆ ମହାନ୍ତି, ମାମିନା, ସୁଜାତା, ରୁକ୍ମଣୀ, ଅନଙ୍ଗ ଦ୍ୱିବେଦୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ପ୍ରଫୁଲ୍ଲ କର ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଗୀତ ରଚନା କରିଥିଲେ । ଏସ୍. ଜାନକୀ, ଚିତ୍ତ ଜେନା, ପ୍ରଣବ ପଟ୍ଟନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
  2. "Veteran Odia Actor Sudharani Jena Dies". odishabytes (in English). Bhubaneswar. 23 August 2023. Archived from the original on 23 August 2023. Retrieved 23 August 2023.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]