ସରପଞ୍ଚ ବାବୁ

ଉଇକିପିଡ଼ିଆ‌ରୁ
ସରପଞ୍ଚ ବାବୁ
ନିର୍ଦ୍ଦେଶକଚକ୍ର ପାଣି
ପ୍ରଯୋଜକମହେଶ ପଇଦି
ସଂଳାପବିଜୟ ମଲ୍ଲ
ଚିତ୍ରନାଟ୍ୟଚକ୍ର ପାଣି
କାହାଣୀଟି. ମଧୁ
କଳାକାରସିଦ୍ଧାନ୍ତ ମହାପାତ୍ର, ଅଜିତ ଦାସ, ଅନୁରାଧା, ଚନ୍ଦ୍ରଶ୍ରୀ, ସାତ୍ୟକି ମିଶ୍ର, ରାଇମୋହନ ପରିଡ଼ା
ସଙ୍ଗୀତଅମରେନ୍ଦ୍ର ମହାନ୍ତି
ଚିତ୍ରଗ୍ରହଣବିଜୟ, ହରିନାଥ ରେଡ୍ଡି
ସମ୍ପାଦକମୁରଲୀ ରମ୍ୟା
ମୁକ୍ତିଲାଭ ତାରିଖ
୧୯୯୯
ଦେଶ ଭାରତ
ଭାଷାଓଡ଼ିଆ

ସରପଞ୍ଚ ବାବୁ, ୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ମହେଶି ପ‌ଇଦି । ଟି. ମଧୁ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ବିଜୟ ମଲ୍ଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଚକ୍ର ପାଣି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ସିଦ୍ଧାନ୍ତ ମହାପାତ୍ର, ଅଜିତ ଦାସ, ଅନୁରାଧା, ଚନ୍ଦ୍ରଶ୍ରୀ, ସାତ୍ୟକି ମିଶ୍ର, ରାଇମୋହନ ପରିଡ଼ା, ଅଞ୍ଜନା ଦାସ, ମହେଶ ପଇଦି, ପ୍ରିୟମ୍ବଦା ରାୟ, ଜୟୀରାମ ସାମଲ, ବ୍ରଜ ସିଂହ, ତନୁଶ୍ରୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅମରେନ୍ଦ୍ର ମହାନ୍ତି

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. ୧.୦ ୧.୧ "Veteran Odia actor Ajit Das no more - OrissaPOST". Odisha News, Odisha Latest news, Odisha Daily - OrissaPOST. 13 September 2020. Archived from the original on 13 September 2020. Retrieved 13 September 2020.
  2. "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍‌". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.

ବାହାର ଆଧାର[ସମ୍ପାଦନା]