ଚୁପ୍ କିଏ ଆସୁଛି
ଦେଖଣା
ଚୁପ୍ କିଏ ଆସୁଛି | |
---|---|
ନିର୍ଦ୍ଦେଶକ | ବିଶ୍ୱଭୂଷଣ ମହାପାତ୍ର |
ପ୍ରଯୋଜକ | ମମତା ରଥ, ମୋହନ କୁମାର ସାହୁ |
ସଂଳାପ | ବିଶ୍ୱଭୂଷଣ ମହାପାତ୍ର |
ଚିତ୍ରନାଟ୍ୟ | ବିଶ୍ୱଭୂଷଣ ମହାପାତ୍ର |
କାହାଣୀ | ବିଶ୍ୱଭୂଷଣ ମହାପାତ୍ର |
କଳାକାର | ଭ୍ରାନ୍ତି, ବିଶ୍ୱଜିତ୍, ଜୟ ବିଶ୍ୱାସ, ସୁନୀଲ କୁମାର, ହରିହର ମହାପାତ୍ର, ଶକ୍ତି ମିଶ୍ର, ଅନୁଭବ ମହାନ୍ତି, ସୁବ୍ରତ ନାୟକ |
ସଙ୍ଗୀତ | ଗୁଡ୍ଲି ରଥ, ବିଶ୍ୱଭୂଷଣ ମହାପାତ୍ର |
ଚିତ୍ରଗ୍ରହଣ | ବିଶ୍ୱଭୂଷଣ ମହାପାତ୍ର |
ସମ୍ପାଦକ | ଅଜୟ ମିଶ୍ର |
ମୁକ୍ତିଲାଭ ତାରିଖ | ୫ ଜୁନ ୨୦୦୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଚୁପ୍ କିଏ ଆସୁଛି, ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ମମତା ରଥ ଓ ମୋହନ କୁମାର ସାହୁ । ବିଶ୍ୱଭୂଷଣ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ, ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଗୁଡ୍ଲି ରଥ ଏବଂ ବିଶ୍ୱଭୂଷଣ ମହାପାତ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଭ୍ରାନ୍ତି, ବିଶ୍ୱଜିତ୍, ଜୟ ବିଶ୍ୱାସ, ସୁନୀଲ କୁମାର, ହରିହର ମହାପାତ୍ର, ଶକ୍ତି ମିଶ୍ର, ଅନୁଭବ ମହାନ୍ତି, ସୁବ୍ରତ ନାୟକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ସୁନୀଲ କୁମାର
- ଅନୁଭବ ମହାନ୍ତି[୧]
- ହରିହର ମହାପାତ୍ର
- ଶକ୍ତି ମିଶ୍ର
- ଭ୍ରାନ୍ତି
- ବିଶ୍ୱଜିତ୍
- ଜୟା ବିଶ୍ୱାସ[୨]
- ସୁବ୍ରତ ନାୟକ
- ସୋନାଲ
- ସମର ତ୍ରିପାଠୀ
- ଶୁଭ୍ରାଂଶୁ ନାୟକ[୩]
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍ଲି ରଥ ଓ ବିଶ୍ୱଭୂଷଣ ମହାପାତ୍ର ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ଉଡ଼ିବାବା ଉଡ଼ିବାବା" |
ଆଧାର
[ସମ୍ପାଦନା]- ↑ "ଷ୍ଟାର୍ ଦମ୍ପତ୍ତି ଅନୁଭବ ଓ ବର୍ଷା ଥରେ ମାତ୍ର ପାଇଛନ୍ତି ଷ୍ଟେଟ୍ ଆୱାର୍ଡ". OdishaLIVE. 13 September 2018. Retrieved 2 December 2019.
- ↑ "ପୁଣି ପ୍ରଯୋଜନାରେ ଏହି ଓଲିଡଡ ନାୟିକା - Sambad". Dailyhunt (in ଇଂରାଜୀ). ସମ୍ବାଦ. 18 March 2019. Retrieved 2 December 2019.
- ↑ "କାହାର ହେବି ମୁଁ କଣ୍ଢେଇ". ସମ୍ବାଦ (ରବିବାର). 26 February 2023. p. 8. Archived from the original on 20 March 2023. Retrieved 20 March 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଚୁପ୍ କିଏ ଆସୁଛି