ହରି ଓମ ହରି
ହରି ଓମ ହରି | |
---|---|
ନିର୍ଦ୍ଦେଶକ | ଦିଲ୍ଲୀପ ପଣ୍ଡା |
ପ୍ରଯୋଜକ | ସୁମିତ୍ ରାଉତ, ସିପ୍ରା ଦାସ |
ସଂଳାପ | ନିର୍ମଳ ନାୟକ |
ଚିତ୍ରନାଟ୍ୟ | ଦିଲ୍ଲୀପ ପଣ୍ଡା |
କାହାଣୀ | ଶିବପ୍ରସାଦ ଦାସ, ସୁଜାତା ରାଉତ |
କଳାକାର | ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସନାୟକ, ମେଘା ଘୋଷ, ରିୟା ଦେ, ସମରେଶ ରାଉତରାୟ |
ସଙ୍ଗୀତ | ଅଭିଜିତ ମଜୁମଦାର |
ମୁକ୍ତିଲାଭ ତାରିଖ | ୧୨ ଜୁଲାଇ ୨୦୧୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ହରି ଓମ ହରି, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁମିତ୍ ରାଉତ ଏବଂ ସିପ୍ରା ଦାସ ।[୧][୨] ଶିବପ୍ରସାଦ ଦାସ ଏବଂ ସୁଜାତା ରାଉତ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[୩] ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୪] ଦିଲ୍ଲୀପ ପଣ୍ଡା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୫] ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସନାୟକ, ମେଘା ଘୋଷ ଏବଂ ରିୟା ଦେ ।[୬] ସମରେଶ ରାଉତରାୟ, ପିଣ୍ଟୁ ନନ୍ଦ, ମୀନକେତନ, ପ୍ରିୟଙ୍କା ମହାପାତ୍ର, ଜୀବନ ପଣ୍ଡା, ଚୁଙ୍ଗା, ସରୋଜ ଦାସ, ସଲିଲ ମିତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୧]
ଅଭିନୟ
[ସମ୍ପାଦନା]- ସିଦ୍ଧାନ୍ତ ମହାପାତ୍ର
- ଆକାଶ ଦାସନାୟକ[୭]
- ମେଘା ଘୋଷ[୮][୯]
- ରିୟା ଦେ
- ସମରେଶ ରାଉତରାୟ
- ପିଣ୍ଟୁ ନନ୍ଦ
- ମୀନକେତନ[୧୦]
- ପ୍ରିୟଙ୍କା ମହାପାତ୍ର
- ଜୀବନ ପଣ୍ଡା
- ଚୁଙ୍ଗା
- ସରୋଜ ଦାସ
- ସଲିଲ ମିତ୍ର
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।[୧] ଗୀତିକାର ନିର୍ମଳ ନାୟକ ଏବଂ ନିଜାମ୍ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୪] ଜାବେଦ୍ ଅଲ୍ଲୀ, ପାମେଲା ଜୈନ, ଅଭିଜିତ ମଜୁମଦାର, ଅଞ୍ଜଳି ମିଶ୍ର, ଉଦିତ ନାରାୟଣ, ସୌରଭ ନାୟକ, ଅସୀମା ପଣ୍ଡା, ରିଙ୍କି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ଆଲୋ ଛନ୍ଛନିଆ ଚୋରଣୀ" | |
2. | "ଛପି ଛପି" | |
3. | "ଦିନରେ ଅରୁଆ" | |
4. | "ହେଲେ ହେଲେ" | |
5. | "ହରି ଓମ୍ ହରି" | |
6. | "ସୁନ୍ଦୁରି ସୁନ୍ଦୁରି" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ Mohapatra, Mrudu M. (2 July 2013). "Hari Om Hari releasing this Ratha Yatra". Odia Live. Retrieved 26 October 2017.
- ↑ "'ହରି ଓମ୍ ହରି'ର ଅଡିଓ ରିଲିଜ୍". ଓଡ଼ିଶାନ୍. 29 June 2013. Retrieved 26 October 2017.
- ↑ "Hari Om Hari Odia Film". NewOdisha.in. 7 July 2013. Archived from the original on 30 October 2017. Retrieved 26 October 2017.
- ↑ ୪.୦ ୪.୧ "Hari Om Hari". Incredible Orissa. 12 July 2013. Retrieved 26 October 2017.
- ↑ "Oriya Films 2013". Incredible Orissa. 28 January 2013. Retrieved 26 October 2017.
- ↑ "Hari Om Hari". www.nuaodisha.com. Retrieved 26 October 2017.
- ↑ "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ହିରୋଗିରି' | Sambad". ସମ୍ବାଦ. sambad.in. 20 November 2021. Archived from the original on 31 December 2021. Retrieved 31 December 2021.
- ↑ "ଓଲିଉଡରେ ଏଣ୍ଟ୍ରି ନେବା ପୂର୍ବରୁ କନ୍ନଡ ଫିଲ୍ମରେ କାମ କରିଥିଲେ ଏହି ନାୟିକା". ସମ୍ବାଦ. 12 August 2017. Retrieved 26 October 2017.
- ↑ "ଏହି ଆଗଧାଡ଼ିର ନିର୍ଦ୍ଦେଶକଙ୍କ ସହ ଥରଟିଏ କାମ କରିଛନ୍ତି ମେଘା". ସମ୍ବାଦ. ଭୁବନେଶ୍ୱର: sambad.in. 8 October 2022. Archived from the original on 12 October 2022. Retrieved 12 October 2022.
- ↑ "ଆରପାରିରେ ଅଭିନେତା ମୀନକେତନ". Odisha News Agency. 1 July 2017. Archived from the original on 17 December 2017. Retrieved 26 October 2017.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ହରି ଓମ ହରି