ଭଉଁରୀ- ଦ ସିଙ୍କିଙ୍ଗ୍ ରିଆଲିଟି

ଉଇକିପିଡ଼ିଆ‌ରୁ
ଭଉଁରୀ- ଦ ସିଙ୍କିଙ୍ଗ୍ ରିଆଲିଟି
ନିର୍ଦ୍ଦେଶକସୁଧାଂଶୁ ମୋହନ ସାହୁ
ପ୍ରଯୋଜକଅତୀଶ କୁମାର ରାଉତ
ସଂଳାପଦୀଲିପ ଚୌଧୁରୀ
ଚିତ୍ରନାଟ୍ୟଦୀଲିପ ଚୌଧୁରୀ
କାହାଣୀରତ୍ନାକର ରାଉତ
କଳାକାରଅରିନ୍ଦମ ରାୟ, ବିଦିତା ବାଗ, ମନୋଜ ମିଶ୍ର, ବିଜୟ ମହାନ୍ତି, ମିହିର ଦାସ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣସଞ୍ଜୀବ ମହାପାତ୍ର
ମୁକ୍ତିଲାଭ ତାରିଖ
୨ ଜାନୁଆରୀ ୨୦୧୫
କଥାଚିତ୍ରର ସମୟ
୧୫୦ ମିନିଟ
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚ୩ କୋଟି

ଭଉଁରୀ, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଅତୀଶ କୁମାର ରାଉତ ଏବଂ ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ[୧] । ଋତୁପ୍ରିୟା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହୋଇଥିଲା ଏହି ଚଳଚ୍ଚିତ୍ରଟି ।[୨] ରତ୍ନାକର ରାଉତ ଏହି ଚଳଚ୍ଚିତ୍ରର କାହାଣୀ ରଚନା କରିଥିଲେ ଏବଂ ଦୀଲିପ ଚୌଧୁରୀ ଏହି ଚଳଚ୍ଚିତ୍ରର ସଂଳାପ ଲେଖିଥିଲେ । ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ ନିମାଇଁ ମହାନ୍ତି ଏବଂ ଅଭିଜିତ ମଜୁମଦାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୩]

ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଭିନେତା ଅରିନ୍ଦମ ରାୟ[୧] ଏବଂ ବଙ୍ଗୀୟ ଅଭିନେତ୍ରୀ ବିଦିତା ବାଗ[୪] ଏହି ଚଳଚ୍ଚିତ୍ରଟି ବିଦିତାଙ୍କର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଥିଲା । ମାତ୍ର ଆଗରୁ ସେ ବଙ୍ଗଳା ଚଳଚ୍ଚିତ୍ରରେ ଅରିନ୍ଦମଙ୍କ ସ‌ହ ଅଭିନୟ କରିଥିଲେ ।[୫] ମନୋଜ ମିଶ୍ର, ବିଜୟ ମହାନ୍ତି, ମିହିର ଦାସ ଆଦି କଳାକାରମାନେ ଏହି ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୬]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିମାଇଁ ମହାନ୍ତି ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ ।[୩]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ରଘୁପତି ରାଘବ[୭]" 
2."ପାହାଡ଼ ପର୍ବତ ଜାମୁରେ" 
3."ଡୁଙ୍ଗୁରୀ ପାହାଡ଼ ତଳେ" 
4."ଅଳସୀ ଜ‌ହ୍ନ ମୋ ପ୍ରିୟାରେ" 
5."ଏ ସିଆଳୀ ବନେ" 

ଆଧାର[ସମ୍ପାଦନା]

  1. ୧.୦ ୧.୧ "ଏହି ନିର୍ଦ୍ଦେଶକଙ୍କ ସହ ଅରିନ୍ଦମ୍‌ କରିଛନ୍ତି ସର୍ବାଧିକ ଆଠଟି ସିନେମା". ସମ୍ବାଦ. 28 July 2017. Archived from the original on 10 August 2017. Retrieved 7 August 2017.
  2. "Movie bytes/Mahurat of Bhaunri-The Sinking Reality". New Indian Express. 25 May 2013. Retrieved 7 August 2017.
  3. ୩.୦ ୩.୧ "Bhaunri - The Sinking Reality". Odia Movie Database. Archived from the original on 19 July 2017. Retrieved 7 August 2017.
  4. "'I'm born for the camera'". Deccan Herald. 23 June 2014. Retrieved 7 August 2017.
  5. "A Great Debut". orissapost.com. 11 January 2015. Retrieved 7 August 2017.
  6. "Manoj Mishra, Bidita Promoted Bhaunri Film". Incredible Orissa. 3 January 2015. Retrieved 7 August 2017.
  7. "Bhaunri". OdiaHits.com. Retrieved 7 August 2017.

ବାହାର ଆଧାର[ସମ୍ପାଦନା]