"ମାଂସର ବିଳାପ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଦେଖଣା
Content deleted Content added
Hellohappy (ଆଲୋଚନା | ଅବଦାନ) ଟିକେNo edit summary |
Psubhashish (ଆଲୋଚନା | ଅବଦାନ) ଟିକେ added Category:ଓଡ଼ିଆ କଥାଚିତ୍ର using HotCat |
||
୩୭ କ ଧାଡ଼ି: | ୩୭ କ ଧାଡ଼ି: | ||
--> |
--> |
||
{{ଓଡ଼ିଆ ସିନେମା}} |
{{ଓଡ଼ିଆ ସିନେମା}} |
||
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର]] |
୧୪:୧୬, ୩ ମଇ ୨୦୨୧ ଅନୁସାରେ କରାଯାଇଥିବା ବଦଳ
ମାଂସର ବିଳାପ | |
---|---|
ନିର୍ଦ୍ଦେଶକ | ନିରଞ୍ଜନ ପଟ୍ଟନାୟକ |
ପ୍ରଯୋଜକ | ନିରଞ୍ଜନ ପଟ୍ଟନାୟକ, ରଣଧୀର ଦାସ[୧] |
କାହାଣୀ | କାଳିନ୍ଦୀ ଚରଣ ପାଣିଗ୍ରାହୀ |
କଳାକାର | ବ୍ୟୋମକେଶ ତ୍ରିପାଠୀ ନେତ୍ରାନନ୍ଦ ପ୍ରମୋଦ ରଞ୍ଜନ ସସ୍ମିତା ମଞ୍ଜୁଳା ଏଲିନା |
ସଙ୍ଗୀତ | ବାଳକୃଷ୍ଣ ଦାଶ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମାଂସର ବିଳାପ, ମୁକ୍ତିଲାଭ କରିପାରିନଥିବା ଏକ ଓଡ଼ିଆ ଚଳଚ୍ଚିତ୍ର । ଏହାର ପ୍ରଯୋଜକ ଓ ନିର୍ଦ୍ଦେଶକ ଥିଲେ ନିରଞ୍ଜନ ପଟ୍ଟନାୟକ । ଏହା କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଉପନ୍ୟାସ ମାଂସର ବିଳାପ ଉପରେ ପର୍ଯ୍ୟବେସିତ ଥିଲା । ବ୍ୟୋମକେଶ ତ୍ରିପାଠୀ[୨], ନେତ୍ରାନନ୍ଦ, ପ୍ରମୋଦ ରଞ୍ଜନ, ସସ୍ମିତା, ମଞ୍ଜୁଳା ଓ ଏଲିନା ଆଦି କଳାକାର ଏଥିରେ ଅଭିନୟ କରିଥିଲେ । ବାଳକୃଷ୍ଣ ଦାଶଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ଭିକାରୀ ବଳ, ନିର୍ମଳା ମିଶ୍ର, ସିପ୍ରା ବୋଷ, ଗୀତା ପଟ୍ଟନାୟକ ଆଦି ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।[୩]
ଆଧାର
- ↑ "Eminent cine journalist and writer Ranadheer Das passed away". www.odishanewstimes.com. odisha news times. Archived from the original on 3 May 2021. Retrieved 3 May 2021.
- ↑ "ସେଦିନ ଏଦିନ". ନିତିଦିନ ନଜର ୨୫ ଅପ୍ରେଲ ୨୦୨୧ (ନଜର ୨୫ ଅପ୍ରେଲ ୨୦୨୧). 3 May 2021. Retrieved 3 May 2021.
- ↑ "Lost in adaptation". www.orissapost.com. orissapost. Archived from the original on 3 May 2021. Retrieved 3 May 2021.