ମାଂସର ବିଳାପ

ଉଇକିପିଡ଼ିଆ‌ରୁ
ମାଂସର ବିଳାପ
ନିର୍ଦ୍ଦେଶକନିରଞ୍ଜନ ପଟ୍ଟନାୟକ
ପ୍ରଯୋଜକନିରଞ୍ଜନ ପଟ୍ଟନାୟକ, ରଣଧୀର ଦାସ[୧]
କାହାଣୀକାଳିନ୍ଦୀ ଚରଣ ପାଣିଗ୍ରାହୀ
କଳାକାରବ୍ୟୋମକେଶ ତ୍ରିପାଠୀ
ନେତ୍ରାନନ୍ଦ
ପ୍ରମୋଦ ରଞ୍ଜନ
ସସ୍ମିତା
ମଞ୍ଜୁଳା
ଏଲିନା
ସଙ୍ଗୀତବାଳକୃଷ୍ଣ ଦାଶ
ଦେଶ ଭାରତ
ଭାଷାଓଡ଼ିଆ

ମାଂସର ବିଳାପ, ମୁକ୍ତିଲାଭ କରିପାରିନଥିବା ଏକ ଓଡ଼ିଆ ଚଳଚ୍ଚିତ୍ର । ଏହାର ପ୍ରଯୋଜକ ଓ ନିର୍ଦ୍ଦେଶକ ଥିଲେ ନିରଞ୍ଜନ ପଟ୍ଟନାୟକ । ଏହା କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଉପନ୍ୟାସ ମାଂସର ବିଳାପ ଉପରେ ପର୍ଯ୍ୟବସିତ ଥିଲା । ବ୍ୟୋମକେଶ ତ୍ରିପାଠୀ[୨], ନେତ୍ରାନନ୍ଦ, ପ୍ରମୋଦ ରଞ୍ଜନ, ସସ୍ମିତା, ମଞ୍ଜୁଳା ଓ ଏଲିନା ଆଦି କଳାକାର ଏଥିରେ ଅଭିନୟ କରିଥିଲେ । ବାଳକୃଷ୍ଣ ଦାଶଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ଭିକାରୀ ବଳ, ନିର୍ମଳା ମିଶ୍ର, ସିପ୍ରା ବୋଷ, ଗୀତା ପଟ୍ଟନାୟକ ଆଦି ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।[୩]

ଆଧାର[ସମ୍ପାଦନା]

  1. "Eminent cine journalist and writer Ranadheer Das passed away". www.odishanewstimes.com. odisha news times. Archived from the original on 3 May 2021. Retrieved 3 May 2021.
  2. "ସେଦିନ ଏଦିନ". ନିତିଦିନ ନଜର ୨୫ ଅପ୍ରେଲ ୨୦୨୧ (ନଜର ୨୫ ଅପ୍ରେଲ ୨୦୨୧). 3 May 2021. Retrieved 3 May 2021.
  3. "Lost in adaptation". www.orissapost.com. orissapost. Archived from the original on 3 May 2021. Retrieved 3 May 2021.