Jump to content

"ବଜରଙ୍ଗୀ (ଓଡ଼ିଆ କଥାଚିତ୍ର)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୪୨ କ ଧାଡ଼ି: ୪୨ କ ଧାଡ଼ି:


==ଗୀତ ଏବଂ ସଙ୍ଗୀତ==
==ଗୀତ ଏବଂ ସଙ୍ଗୀତ==
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ [[ପ୍ରେମ ଆନନ୍ଦ]] ।<ref name="ବଜରଙ୍ଗୀ">/ ସୁବ୍ରତ ସ୍ୱାଇଁ ଏବଂ ବସନ୍ତରାଜ ସାମଲ କଥାଚିତ୍ରଟିର ଗୀତ ରଚନା କରିଥିଲେ ।<ref name="Bajarangi">{{cite news|title=ଆସନ୍ତା ସପ୍ତାହରେ ପରଦା ଉପରକୁ ଆସୁଛି ବହୁ ପ୍ରତିକ୍ଷିତ ଓଡିଆ ଚଳଚିତ୍ର ବଜରଙ୍ଗୀ|url=https://enewsodia.com/odia-movie-bajarangi-releasing-soon/|accessdate=31 October 2017|newspaper=E News ଓଡ଼ିଆ|date=29 October 2017}}</ref> [[ଅନନ୍ୟା ଶ୍ରୀତମ ନନ୍ଦ]], [[ହ୍ୟୁମାନ ସାଗର]] ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ [[ପ୍ରେମ ଆନନ୍ଦ]] ।<ref name="ବଜରଙ୍ଗୀ"/> ସୁବ୍ରତ ସ୍ୱାଇଁ ଏବଂ ବସନ୍ତରାଜ ସାମଲ କଥାଚିତ୍ରଟିର ଗୀତ ରଚନା କରିଥିଲେ ।<ref name="Bajarangi">{{cite news|title=ଆସନ୍ତା ସପ୍ତାହରେ ପରଦା ଉପରକୁ ଆସୁଛି ବହୁ ପ୍ରତିକ୍ଷିତ ଓଡିଆ ଚଳଚିତ୍ର ବଜରଙ୍ଗୀ|url=https://enewsodia.com/odia-movie-bajarangi-releasing-soon/|accessdate=31 October 2017|newspaper=E News ଓଡ଼ିଆ|date=29 October 2017}}</ref> [[ଅନନ୍ୟା ଶ୍ରୀତମ ନନ୍ଦ]], [[ହ୍ୟୁମାନ ସାଗର]] ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।


===ଗୀତ===
===ଗୀତ===

୧୪:୪୨, ୩୧ ଅକ୍ଟୋବର ୨୦୧୭ ଅନୁସାରେ କରାଯାଇଥିବା ବଦଳ

ବଜରଙ୍ଗୀ
ନିର୍ଦ୍ଦେଶକବିନି ପଟ୍ଟନାୟକ
ପ୍ରଯୋଜକଶଚିକାନ୍ତ ଜେନା
ସଂଳାପ(ସଂଳାପ): ରଜନୀ ରଞ୍ଜନ
ଚିତ୍ରନାଟ୍ୟରଜନୀ ରଞ୍ଜନ
କାହାଣୀଶଚିକାନ୍ତ ଜେନା
କଳାକାରଅମ୍ଳାନ ଦାସ, ଅନୁଭା ସୌର୍ଯ୍ୟା, ସିଦ୍ଧାନ୍ତ ମହାପାତ୍ର, ନୈନା ଦାସ
ସଙ୍ଗୀତପ୍ରେମ ଆନନ୍ଦ
ମୁକ୍ତିଲାଭ ତାରିଖ
୩ ନଭେମ୍ବର ୨୦୧୭[]
ଦେଶ ଭାରତ
ଭାଷାଓଡ଼ିଆ

ବଜରଙ୍ଗୀ, ୨୦୧୭ରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶଚିକାନ୍ତ ଜେନା । ଶଚିକାନ୍ତ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[] ରଜନୀ ରଞ୍ଜନ ଏହିକଥାଚିତ୍ରଟିର ସଂଳାପ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ ।[] ବିନି ପଟ୍ଟନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[] ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ ଏବଂ ଅନୁଭା ସୌର୍ଯ୍ୟା ।[][] ସିଦ୍ଧାନ୍ତ ମହାପାତ୍ର,[] ନୈନା ଦାଶ, ଅସୀତ ପତି, ପିଣ୍ଟୁ ନନ୍ଦ, ପ୍ରଜ୍ଞା ଖଟୁଆ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[] ସୁବ୍ରତ ସ୍ୱାଇଁ ଏବଂ ବସନ୍ତରାଜ ସାମଲ କଥାଚିତ୍ରଟିର ଗୀତ ରଚନା କରିଥିଲେ ।[] ଅନନ୍ୟା ଶ୍ରୀତମ ନନ୍ଦ, ହ୍ୟୁମାନ ସାଗର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।

ଗୀତ

କ୍ରମଗୀତସମୟ
1."ଚିହ୍ନା ଚିହ୍ନା ଆଖିରେ" 
2."ଦିଲ୍ ହେଲା ଦୁସ୍‌ମନ୍ ଓଃ ସନମ୍" 
3."ଧିମା ଧିମା ଆଖି" 
4."A ଫର୍ ଆପୁଲ୍" 
5."ହଳଦୀ ଗିନା" 
6."ତୁ ମୋ ବଜରଙ୍ଗୀ" 

ଆଧାର

  1. ୧.୦ ୧.୧ "ନଭେମ୍ବର ୩ ତାରିଖରେ ମୁକ୍ତିଲାଭ କରିବ ଓଡିଆ ଚଳଚିତ୍ର ବଜରଙ୍ଗୀ". E News ଓଡ଼ିଆ. 30 October 2017. Retrieved 31 October 2017.
  2. ୨.୦ ୨.୧ ୨.୨ "'ବଜରଙ୍ଗୀ'ରେ ଅମ୍ଳାନ-ଅନୁଭା!". sambad.in. 29 October 2017. Retrieved 31 October 2017.
  3. ୩.୦ ୩.୧ "ଆସନ୍ତା ସପ୍ତାହରେ ପରଦା ଉପରକୁ ଆସୁଛି ବହୁ ପ୍ରତିକ୍ଷିତ ଓଡିଆ ଚଳଚିତ୍ର ବଜରଙ୍ଗୀ". E News ଓଡ଼ିଆ. 29 October 2017. Retrieved 31 October 2017.
  4. "ବଜରଙ୍ଗୀ ସିନେମାରେ ଅନୁଭା ସାଜିବେ ପୋଲିସ୍‌ ଅଫିସର". Odisha Live. 19 June 2017. Retrieved 31 October 2017.
  5. "ଓଡ଼ିଆ ଫିଲ୍ମ 'ବଜରଙ୍ଗୀ'ର ଟାଇଟଲ୍‌ ରିଲିଜ୍‌". sambad.in. 24 June 2017. Retrieved 31 October 2017.
  6. "ସିଦ୍ଧାନ୍ତଙ୍କ ଅଭିନୀତ 'ବଜରଙ୍ଗୀ'ର ସୁଟିଂ ଆରମ୍ଭ ହେବ ଏଇ ତାରିଖରୁ". sambad.in. 13 June 2017. Retrieved 31 October 2017.

ବାହାର ଆଧାର