"ବଜରଙ୍ଗୀ (ଓଡ଼ିଆ କଥାଚିତ୍ର)" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
No edit summary |
No edit summary |
||
୪୨ କ ଧାଡ଼ି: | ୪୨ କ ଧାଡ଼ି: | ||
==ଗୀତ ଏବଂ ସଙ୍ଗୀତ== |
==ଗୀତ ଏବଂ ସଙ୍ଗୀତ== |
||
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ [[ପ୍ରେମ ଆନନ୍ଦ]] । |
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ [[ପ୍ରେମ ଆନନ୍ଦ]] । ସୁବ୍ରତ ସ୍ୱାଇଁ ଏବଂ ବସନ୍ତରାଜ ସାମଲ କଥାଚିତ୍ରଟିର ଗୀତ ରଚନା କରିଥିଲେ ।<ref name="Bajarangi">{{cite news|title=ଆସନ୍ତା ସପ୍ତାହରେ ପରଦା ଉପରକୁ ଆସୁଛି ବହୁ ପ୍ରତିକ୍ଷିତ ଓଡିଆ ଚଳଚିତ୍ର ବଜରଙ୍ଗୀ|url=https://enewsodia.com/odia-movie-bajarangi-releasing-soon/|accessdate=31 October 2017|newspaper=E News ଓଡ଼ିଆ|date=29 October 2017}}</ref> [[ଅନନ୍ୟା ଶ୍ରୀତମ ନନ୍ଦ]], [[ହ୍ୟୁମାନ ସାଗର]] ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ । |
||
===ଗୀତ=== |
===ଗୀତ=== |
୧୪:୩୧, ୩୧ ଅକ୍ଟୋବର ୨୦୧୭ ଅନୁସାରେ କରାଯାଇଥିବା ବଦଳ
ବଜରଙ୍ଗୀ | |
---|---|
ନିର୍ଦ୍ଦେଶକ | ବିନି ପଟ୍ଟନାୟକ |
ପ୍ରଯୋଜକ | ଶଚିକାନ୍ତ ଜେନା |
ସଂଳାପ | (ସଂଳାପ): ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ରଜନୀ ରଞ୍ଜନ |
କାହାଣୀ | ଶଚିକାନ୍ତ ଜେନା |
କଳାକାର | ଅମ୍ଳାନ ଦାସ, ଅନୁଭା ସୌର୍ଯ୍ୟା, ସିଦ୍ଧାନ୍ତ ମହାପାତ୍ର, ନୈନା ଦାସ |
ସଙ୍ଗୀତ | ପ୍ରେମ ଆନନ୍ଦ |
ମୁକ୍ତିଲାଭ ତାରିଖ | ୩ ନଭେମ୍ବର ୨୦୧୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବଜରଙ୍ଗୀ, ୨୦୧୭ରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶଚିକାନ୍ତ ଜେନା । ଶଚିକାନ୍ତ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ରଜନୀ ରଞ୍ଜନ ଏହିକଥାଚିତ୍ରଟିର ସଂଳାପ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ । ବିନି ପଟ୍ଟନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ ଏବଂ ଅନୁଭା ସୌର୍ଯ୍ୟା ।[୧] ସିଦ୍ଧାନ୍ତ ମହାପାତ୍ର, ନୈନା ଦାଶ, ଅସୀତ ପତି, ପିଣ୍ଟୁ ନନ୍ଦ, ପ୍ରଜ୍ଞା ଖଟୁଆ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
କାହାଣୀ
ଗୀତ ଏବଂ ସଙ୍ଗୀତ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ସୁବ୍ରତ ସ୍ୱାଇଁ ଏବଂ ବସନ୍ତରାଜ ସାମଲ କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୨] ଅନନ୍ୟା ଶ୍ରୀତମ ନନ୍ଦ, ହ୍ୟୁମାନ ସାଗର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।
ଗୀତ
କ୍ରମ | ଗୀତ | ସମୟ |
---|---|---|
1. | "ଚିହ୍ନା ଚିହ୍ନା ଆଖିରେ" | |
2. | "ଦିଲ୍ ହେଲା ଦୁସ୍ମନ୍ ଓଃ ସନମ୍" | |
3. | "ଧିମା ଧିମା ଆଖି" | |
4. | "A ଫର୍ ଆପୁଲ୍" | |
5. | "ହଳଦୀ ଗିନା" |
ଆଧାର
- ↑ "ଓଡ଼ିଆ ଫିଲ୍ମ 'ବଜରଙ୍ଗୀ'ର ଟାଇଟଲ୍ ରିଲିଜ୍". sambad.in. 24 June 2017. Retrieved 31 October 2017.
- ↑ "ଆସନ୍ତା ସପ୍ତାହରେ ପରଦା ଉପରକୁ ଆସୁଛି ବହୁ ପ୍ରତିକ୍ଷିତ ଓଡିଆ ଚଳଚିତ୍ର ବଜରଙ୍ଗୀ". E News ଓଡ଼ିଆ. 29 October 2017. Retrieved 31 October 2017.