"ବଦମାସ୍ ଟୋକା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
No edit summary |
|||
୧୮ କ ଧାଡ଼ି: | ୧୮ କ ଧାଡ଼ି: | ||
| studio = |
| studio = |
||
| distributor = |
| distributor = |
||
| released = ୧୫ ସେପ୍ଟେମ୍ବର ୨୦୧୭<ref>{{cite news|title=Emiti Bi Heipare and Badmas Toka is scheduled to be hit the screen in 15th.september|url=http://www.odishanewstimes.com/2017/09/07/emiti-bi-heipare-and-badmas-toka-is-scheduled-to-be-hit-the-screen-in-15th-september/|accessdate=8 September 2017|newspaper=Odisha News Times|date=7 September 2017}}</ref> |
|||
| released = ୮ ସେପ୍ଟେମ୍ବର ୨୦୧୭ |
|||
| runtime = |
| runtime = |
||
| country = {{flag|ଭାରତ}} |
| country = {{flag|ଭାରତ}} |
୧୧:୫୬, ୮ ସେପ୍ଟେମ୍ବର ୨୦୧୭ ଅନୁସାରେ କରାଯାଇଥିବା ବଦଳ
ବଦମାସ୍ ଟୋକା | |
---|---|
ନିର୍ଦ୍ଦେଶକ | ପ୍ରଶାନ୍ତ ପାଲ୍ |
ପ୍ରଯୋଜକ | ସୌଭାଗ୍ୟ କୁମାର ପରିଡ଼ା |
ସଂଳାପ | (ସଂଳାପ): ଡଃ ରଜନୀ ରଞ୍ଜନ |
କାହାଣୀ | ଲିଙ୍ଗରାଜ ପତି |
କଳାକାର | ଉଦୟ, ମାଳବିକା, ମିହିର ଦାସ, ବିଜୟ ମହାନ୍ତି, ମୀନକେତନ, ଅଶ୍ରୁମୋଚନ ମହାନ୍ତି, ଅସୀତ ପତି |
ସଙ୍ଗୀତ | ପି. କୁମାର |
ଚିତ୍ରଗ୍ରହଣ | ଅଜିତ ବାବୁ |
ମୁକ୍ତିଲାଭ ତାରିଖ | ୧୫ ସେପ୍ଟେମ୍ବର ୨୦୧୭[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବଦମାସ୍ ଟୋକା, ୨୦୧୭ରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୌଭାଗ୍ୟ କୁମାର ପରିଡ଼ା ।[୨] ଏସ୍କେ.ଏଣ୍ଟରଟେନ୍ମେଣ୍ଟ୍ ବ୍ୟାନରରେ ନିର୍ମତ ହୋଇଥିଲା ଏହି ଚଳଚ୍ଚିତ୍ରଟି । ଏହି ବ୍ୟାନରର ଏହା ପ୍ରଥମ ଚଳଚ୍ଚିତ୍ର ଥିଲା ।[୩] ଏହି ଚଳଚ୍ଚିତ୍ରଟିର କାହାଣୀ ଲେଖିଥିଲେ ଲିଙ୍ଗରାଜ ପତି ଏବଂ ସଂଳାପ ଲେଖିଥିଲେ ରଜନୀ ରଞ୍ଜନ ।[୪] ନିର୍ଦ୍ଦେଶକ ପ୍ରଶାନ୍ତ ପାଲ୍ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୫] ସଙ୍ଗୀତ ନିର୍ଦ୍ଦେଶନ ପି. କୁମାର ଚଳଚ୍ଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୩]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଉଦୟ[୬] ଏବଂ ବଙ୍ଗୀୟ ନାୟିକା ମାଳବିକା ବାନାର୍ଜୀ ।[୭][୫] ଉଦୟ ପୂର୍ବରୁ ତାମିଲ କଥାଚିତ୍ରରେ ଅଭିନୟ କରିଥିଲେ ।[୮] ଏହି ଚଳଚ୍ଚିତ୍ର ଜରିଆରେ ସେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ଶିବମ୍[୯], ମିହିର ଦାସ, ବିଜୟ ମହାନ୍ତି, ମୀନକେତନ, ଅଶ୍ରୁମୋଚନ ମହାନ୍ତି, ଅସୀତ ପତି, ହାଡ଼ୁ, ଗୁଡ୍ଡୁ, ସୁମନ ଆଦି କଳାକାରମାନେ ଚଳଚ୍ଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
- ଉଦୟ
- ମାଳବିକା ବାନାର୍ଜୀ
- ମିହିର ଦାସ
- ବିଜୟ ମହାନ୍ତି
- ମୀନକେତନ
- ଅଶ୍ରୁମୋଚନ ମହାନ୍ତି
- ଅସୀତ ପତି
- ହାଡ଼ୁ
- ଗୁଡ୍ଡୁ
- ସୁମନ
କାହାଣୀ
ଗୀତ ଏବଂ ସଙ୍ଗୀତ
ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପି. କୁମାର ।[୧୦] ଅରୁଣ ମନ୍ତ୍ରୀ ଏବଂ ମାନସ ସାସ୍ମଲ୍ ଏହି ଚଳଚ୍ଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୯] ୧ ସେପ୍ଟେମ୍ବର ୨୦୧୭ରେ ଏହି ଚଳଚ୍ଚିତ୍ରଟି ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା ।[୮]
ଗୀତ
କ୍ରମ | ଗୀତ | ସମୟ |
---|---|---|
1. | "ବଦମାସ୍ ଟୋକା" | |
2. | "ତୋ ରୂପର ଉପମାକୁ" | |
3. | "ତୋର ରେଟ୍ କେତେ" | |
4. | "ଆକାଶ ଯେମିତି ଥିଲା" |
ଆଧାର
- ↑ "Emiti Bi Heipare and Badmas Toka is scheduled to be hit the screen in 15th.september". Odisha News Times. 7 September 2017. Retrieved 8 September 2017.
- ↑ "Badmash Toka (2016)". Odia Rocks. 6 July 2016. Retrieved 1 September 2017.
- ↑ ୩.୦ ୩.୧ "Badmash Toka Odia Movie Subha Mahurat". E News ଓଡ଼ିଆ. 26 June 2016. Retrieved 1 September 2017.
- ↑ "Badmash Toka Upcoming Odia Movie Dubbing Time HD Video". E Newsଓଡ଼ିଆ. 20 May 2017. Retrieved 1 September 2017.
- ↑ ୫.୦ ୫.୧ "ଜଣେ ବଦମାସ୍ ଟୋକାର ପ୍ରେମରେ ପଡ଼ିଛନ୍ତି ବଙ୍ଗୀୟ ନାୟିକା ମାଳବିକା!". ସମ୍ବାଦ. 24 April 2017. Retrieved 1 September 2017.
- ↑ "Badmash Toka Odia Film Of Udayan Aparajeet Cast, Crew, Wllpapers, Songs And Videos". odiainfo.in. Retrieved 1 September 2017.
- ↑ "ମାଳବିକାଙ୍କର ଫେରିବା ବେଳା". ସମ୍ବାଦ. 22 December 2016. Retrieved 1 September 2017.
- ↑ ୮.୦ ୮.୧ "'ବଦମାସ୍ ଟୋକା'ର ଅଡିଓ ରିଲିଜ୍". ସମ୍ୱାଦ. 1 September 2017. Retrieved 1 September 2017.
- ↑ ୯.୦ ୯.୧ ""Badmash Toka" Upcoming Odia Film of 2016". E News ଓଡ଼ିଆ. 16 September 2016. Retrieved 1 September 2017.
- ↑ "Badmash Toka". Ollyood Maza. 17 July 2016. Retrieved 1 September 2017.