"ପୁଣି ଦେଖା ହବ ଆର ଜନମରେ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
No edit summary |
|||
୨୬ କ ଧାଡ଼ି: | ୨୬ କ ଧାଡ଼ି: | ||
}} |
}} |
||
'''ପୁଣି ଦେଖା ହବ ଆର ଜନମରେ''', ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଶୋକ କୁମାର ମହାନ୍ତି । ଅଶୋକ ମହାନ୍ତି ଏହି ଚଳଚ୍ଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ରଚନା କରିଥିଲେ । ନିଜାମ୍ ଚଳଚ୍ଚିତ୍ରଟିର ସଂଳାପ ରଚନା କରିଥିଲେ । ଅଶୋକ ମହାନ୍ତି ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ [[ଅଭିଜିତ ମଜୁମଦାର]] ଏହି ଚଳଚ୍ଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ନିଜାମ୍ ଚଳଚ୍ଚିତ୍ରଟିର ଗୀତଗୁଡ଼ିକ ଲେଖିଥିଲେ । |
'''ପୁଣି ଦେଖା ହବ ଆର ଜନମରେ''', ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଶୋକ କୁମାର ମହାନ୍ତି । ଅଶୋକ ମହାନ୍ତି ଏହି ଚଳଚ୍ଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ରଚନା କରିଥିଲେ । ନିଜାମ୍ ଚଳଚ୍ଚିତ୍ରଟିର ସଂଳାପ ରଚନା କରିଥିଲେ । ଅଶୋକ ମହାନ୍ତି ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।<ref name="Puni Dekha Heba Ara Janamare"/> ସଙ୍ଗୀତ ନିର୍ଦ୍ଦେଶକ [[ଅଭିଜିତ ମଜୁମଦାର]] ଏହି ଚଳଚ୍ଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ନିଜାମ୍ ଚଳଚ୍ଚିତ୍ରଟିର ଗୀତଗୁଡ଼ିକ ଲେଖିଥିଲେ । |
||
ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବବି ମିଶ୍ର ଏବଂ ରାଲି ନନ୍ଦ । ମିହିର ଦାସ, ପୃଥିରାଜ ନାୟକ, ରୁନୁ ପରିଜା, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରିୟଙ୍କା ମହାପାତ୍ର, ବ୍ରଜ ସିଂହ, ପିଣ୍ଟୁ ନନ୍ଦ ଆଦି କଳକାରମାନେ ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । |
ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବବି ମିଶ୍ର ଏବଂ ରାଲି ନନ୍ଦ ।<ref name="Puni Dekha Heba Ara Janamare">{{cite news|title=Puni Dekha Heba Ara Janamare|url=http://incredibleorissa.com/oriyafilms/puni-dekha-heba-ara-janamare/|accessdate=5 September 2017|newspaper=Incredible Orissa|date=23 September 2013}}</ref> ମିହିର ଦାସ, ପୃଥିରାଜ ନାୟକ, ରୁନୁ ପରିଜା, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରିୟଙ୍କା ମହାପାତ୍ର, ବ୍ରଜ ସିଂହ, ପିଣ୍ଟୁ ନନ୍ଦ<ref>{{cite news|title=Pintu Nanda Ollywood Star Biography & Filmography|url=http://enewsodia.com/pintu-nanda-ollywood-star-biography-filmography/|accessdate=5 September 2017|newspaper=E News ଓଡ଼ିଆ|date=5 October 2016}}</ref><ref>{{cite web|title=Odia Actor Pintu Nanda Biography & Filmography Details|url=http://ollywoodlife.com/odia-actor-pintu-nanda-biography-filmography-details/|publisher=ollywoodlife.com|accessdate=5 September 2017}}</ref> ଆଦି କଳକାରମାନେ ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । |
||
==ଅଭିନୟ== |
==ଅଭିନୟ== |
||
୩୯ କ ଧାଡ଼ି: | ୩୯ କ ଧାଡ଼ି: | ||
* [[ପ୍ରିୟଙ୍କା ମହାପାତ୍ର]] |
* [[ପ୍ରିୟଙ୍କା ମହାପାତ୍ର]] |
||
* [[ବ୍ରଜ ସିଂହ]] |
* [[ବ୍ରଜ ସିଂହ]] |
||
* [[ପିଣ୍ଟୁ ନନ୍ଦ]]<ref>{{cite web|title=Pintu Nanda Biography|url=http://www.bhojpurifilmiduniya.com/2016/08/actor-pintu-nanda.html|publisher=Bhojpuri Film Duniya|accessdate=5 September 2017}}</ref> |
|||
* [[ପିଣ୍ଟୁ ନନ୍ଦ]] |
|||
==କାହାଣୀ== |
==କାହାଣୀ== |
||
==ଗୀତ ଏବଂ ସଙ୍ଗୀତ== |
==ଗୀତ ଏବଂ ସଙ୍ଗୀତ== |
||
ଏହି ଚଳଚ୍ଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ [[ଅଭିଜିତ ମଜୁମଦାର]] ଏବଂ ଗୀତ ରଚନା କରିଥିଲେ ଗୀତିକାର ନିଜାମ୍ । |
ଏହି ଚଳଚ୍ଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ [[ଅଭିଜିତ ମଜୁମଦାର]] ଏବଂ ଗୀତ ରଚନା କରିଥିଲେ ଗୀତିକାର ନିଜାମ୍ ।<ref name="Puni Dekha Heba Ara Janamare"/> |
||
===ଗୀତ=== |
===ଗୀତ=== |
୧୯:୫୮, ୫ ସେପ୍ଟେମ୍ବର ୨୦୧୭ ଅନୁସାରେ କରାଯାଇଥିବା ବଦଳ
ପୁଣି ଦେଖା ହବ ଆର ଜନମରେ | |
---|---|
ନିର୍ଦ୍ଦେଶକ | ଅଶୋକ କୁମାର ମହାନ୍ତି |
ପ୍ରଯୋଜକ | ଅଶୋକ କୁମାର ମହାନ୍ତି |
ସଂଳାପ | (ସଂଳାପ): ନିଜାମ |
ଚିତ୍ରନାଟ୍ୟ | ଅଶୋକ କୁମାର ମହାନ୍ତି |
କାହାଣୀ | ଅଶୋକ କୁମାର ମହାନ୍ତି |
କଳାକାର | ବବି ମିଶ୍ର, ରାଲି ନନ୍ଦ, ମିହିର ଦାସ, ପ୍ରଦ୍ୟୁମ୍ନ ଲେଙ୍କା |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ସଂଗ୍ରାମ ଗିରି |
ମୁକ୍ତିଲାଭ ତାରିଖ | ୪ ଫେବୃଆରୀ ୨୦୧୪ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ପୁଣି ଦେଖା ହବ ଆର ଜନମରେ, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଶୋକ କୁମାର ମହାନ୍ତି । ଅଶୋକ ମହାନ୍ତି ଏହି ଚଳଚ୍ଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ରଚନା କରିଥିଲେ । ନିଜାମ୍ ଚଳଚ୍ଚିତ୍ରଟିର ସଂଳାପ ରଚନା କରିଥିଲେ । ଅଶୋକ ମହାନ୍ତି ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି ଚଳଚ୍ଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ନିଜାମ୍ ଚଳଚ୍ଚିତ୍ରଟିର ଗୀତଗୁଡ଼ିକ ଲେଖିଥିଲେ ।
ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବବି ମିଶ୍ର ଏବଂ ରାଲି ନନ୍ଦ ।[୧] ମିହିର ଦାସ, ପୃଥିରାଜ ନାୟକ, ରୁନୁ ପରିଜା, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରିୟଙ୍କା ମହାପାତ୍ର, ବ୍ରଜ ସିଂହ, ପିଣ୍ଟୁ ନନ୍ଦ[୨][୩] ଆଦି କଳକାରମାନେ ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
- ବବି ମିଶ୍ର
- ରାଲି ନନ୍ଦ
- ମିହିର ଦାସ
- ପୃଥିରାଜ ନାୟକ
- ରୁନୁ ପରିଜା
- ପ୍ରଦ୍ୟୁମ୍ନ ଲେଙ୍କା
- ପ୍ରିୟଙ୍କା ମହାପାତ୍ର
- ବ୍ରଜ ସିଂହ
- ପିଣ୍ଟୁ ନନ୍ଦ[୪]
କାହାଣୀ
ଗୀତ ଏବଂ ସଙ୍ଗୀତ
ଏହି ଚଳଚ୍ଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ଏବଂ ଗୀତ ରଚନା କରିଥିଲେ ଗୀତିକାର ନିଜାମ୍ ।[୧]
ଗୀତ
କ୍ରମ | ଗୀତ | ସମୟ |
---|---|---|
1. | "ବସି ବସି ଭାବୁଚ" | |
2. | "ଭାରି ସିଧା ସାଧା" | |
3. | "ଭାରି ସିଧା ସାଧା" | |
4. | "ମୁଁ ଚାଲିଯିବି (ନାରୀ)" | |
5. | "ମୁଁ ଚାଲିଯିବି (ପୁରୁଷ)" | |
6. | "ସାଥିରେ ସାଥିରେ" | |
7. | "ଟିପି ଟିପି ଚନ୍ଦନକୁ" | |
8. | "ତୋ ସପନ ମୋ ସପନ" |
ଆଧାର
- ↑ ୧.୦ ୧.୧ ୧.୨ "Puni Dekha Heba Ara Janamare". Incredible Orissa. 23 September 2013. Retrieved 5 September 2017.
- ↑ "Pintu Nanda Ollywood Star Biography & Filmography". E News ଓଡ଼ିଆ. 5 October 2016. Retrieved 5 September 2017.
- ↑ "Odia Actor Pintu Nanda Biography & Filmography Details". ollywoodlife.com. Retrieved 5 September 2017.
- ↑ "Pintu Nanda Biography". Bhojpuri Film Duniya. Retrieved 5 September 2017.
ବାହାର ଆଧାର
ଇଣ୍ଟରନେଟ ମୁଭି ଡାଟାବେସରେ ପୁଣି ଦେଖା ହବ ଆର ଜନମରେ