"ବଦମାସ୍ ଟୋକା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
No edit summary |
No edit summary |
||
୨୬ କ ଧାଡ଼ି: | ୨୬ କ ଧାଡ଼ି: | ||
}} |
}} |
||
'''ବଦମାସ୍ ଟୋକା''', ୨୦୧୭ରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୌଭାଗ୍ୟ କୁମାର ପରିଡ଼ା । ଏସ୍କେ.ଏଣ୍ଟରଟେନ୍ମେଣ୍ଟ୍ ବ୍ୟାନରରେ ନିର୍ମତ ହୋଇଥିଲା ଏହି ଚଳଚ୍ଚିତ୍ରଟି । ଏହି ବ୍ୟାନରର ଏହା ପ୍ରଥମ ଚଳଚ୍ଚିତ୍ର ଥିଲା । ଏହି ଚଳଚ୍ଚିତ୍ରଟିର କାହାଣୀ ଲେଖିଥିଲେ ଲିଙ୍ଗରାଜ ପତି ଏବଂ ସଂଳାପ ଲେଖିଥିଲେ ରଜନୀ ରଞ୍ଜନ । ସଙ୍ଗୀତ ନିର୍ଦ୍ଦେଶନ ପି. କୁମାର ଚଳଚ୍ଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । |
'''ବଦମାସ୍ ଟୋକା''', ୨୦୧୭ରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୌଭାଗ୍ୟ କୁମାର ପରିଡ଼ା । ଏସ୍କେ.ଏଣ୍ଟରଟେନ୍ମେଣ୍ଟ୍ ବ୍ୟାନରରେ ନିର୍ମତ ହୋଇଥିଲା ଏହି ଚଳଚ୍ଚିତ୍ରଟି । ଏହି ବ୍ୟାନରର ଏହା ପ୍ରଥମ ଚଳଚ୍ଚିତ୍ର ଥିଲା ।<ref name="ବଦମାସ ଟୋକା ଶୁଭ ମହୁରତ୍">{{cite news|title=Badmash Toka Odia Movie Subha Mahurat|url=http://enewsodia.com/badmash-toka-odia-movie-subha-mahurat/|accessdate=1 September 2017|newspaper=E News ଓଡ଼ିଆ|date=26 June 2017}}</ref> ଏହି ଚଳଚ୍ଚିତ୍ରଟିର କାହାଣୀ ଲେଖିଥିଲେ ଲିଙ୍ଗରାଜ ପତି ଏବଂ ସଂଳାପ ଲେଖିଥିଲେ ରଜନୀ ରଞ୍ଜନ । ନିର୍ଦ୍ଦେଶକ ପ୍ରଶାନ୍ତ ପାଲ୍ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।<ref name="ବଦମାସ ଟୋକାର ପ୍ରେମୀ"/> ସଙ୍ଗୀତ ନିର୍ଦ୍ଦେଶନ ପି. କୁମାର ଚଳଚ୍ଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।<ref name="ବଦମାସ ଟୋକା ଶୁଭ ମହୁରତ୍"/> |
||
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଉଦୟ ଏବଂ ବଙ୍ଗୀୟ ନାୟିକା ମାଳବିକା ବାନାର୍ଜୀ । ଉଦୟ ପୂର୍ବରୁ ତାମିଲ କଥାଚିତ୍ରରେ ଅଭିନୟ କରିଥିଲେ ।<ref name="ବଦମାସ୍ ଉଦୟ"/> ଏହି ଚଳଚ୍ଚିତ୍ର ଜରିଆରେ ସେ [[ଓଡ଼ିଆ କଥାଚିତ୍ର ଜଗତ]]ରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । [[ମିହିର ଦାସ]], [[ବିଜୟ ମହାନ୍ତି]], [[ମୀନକେତନ]], [[ଅଶ୍ରୁମୋଚନ ମହାନ୍ତି]], ଅସୀତ ପତି, ହାଡ଼ୁ, ଗୁଡ୍ଡୁ, ସୁମନ ଆଦି କଳାକାରମାନେ ଚଳଚ୍ଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଉଦୟ ଏବଂ ବଙ୍ଗୀୟ ନାୟିକା ମାଳବିକା ବାନାର୍ଜୀ ।<ref>{{cite news|title=ମାଳବିକାଙ୍କର ଫେରିବା ବେଳା|url=http://sambad.in/news/entertainment/mlavika-returns-to-ollywood/24610.html|accessdate=1 September 2017|newspaper=ସମ୍ବାଦ|date=22 December 2016}}</ref><ref name="ବଦମାସ ଟୋକାର ପ୍ରେମୀ">{{cite news|title=ଜଣେ ବଦମାସ୍ ଟୋକାର ପ୍ରେମରେ ପଡ଼ିଛନ୍ତି ବଙ୍ଗୀୟ ନାୟିକା ମାଳବିକା!|url=http://www.sambad.in/news/entertainment/malbika-in-badmas-toka/49197.html|accessdate=1 September 2017|newspaper=ସମ୍ବାଦ|date=24 April 2017}}</ref> ଉଦୟ ପୂର୍ବରୁ ତାମିଲ କଥାଚିତ୍ରରେ ଅଭିନୟ କରିଥିଲେ ।<ref name="ବଦମାସ୍ ଉଦୟ"/> ଏହି ଚଳଚ୍ଚିତ୍ର ଜରିଆରେ ସେ [[ଓଡ଼ିଆ କଥାଚିତ୍ର ଜଗତ]]ରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । [[ମିହିର ଦାସ]], [[ବିଜୟ ମହାନ୍ତି]], [[ମୀନକେତନ]], [[ଅଶ୍ରୁମୋଚନ ମହାନ୍ତି]], ଅସୀତ ପତି, ହାଡ଼ୁ, ଗୁଡ୍ଡୁ, ସୁମନ ଆଦି କଳାକାରମାନେ ଚଳଚ୍ଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । |
||
==ଅଭିନୟ== |
==ଅଭିନୟ== |
୧୧:୧୨, ୧ ସେପ୍ଟେମ୍ବର ୨୦୧୭ ଅନୁସାରେ କରାଯାଇଥିବା ବଦଳ
ବଦମାସ୍ ଟୋକା | |
---|---|
ନିର୍ଦ୍ଦେଶକ | ପ୍ରଶାନ୍ତ ପାଲ୍ |
ପ୍ରଯୋଜକ | ସୌଭାଗ୍ୟ କୁମାର ପରିଡ଼ା |
ସଂଳାପ | (ସଂଳାପ): ଡଃ ରଜନୀ ରଞ୍ଜନ |
କାହାଣୀ | ଲିଙ୍ଗରାଜ ପତି |
କଳାକାର | ଉଦୟ, ମାଳବିକା, ମିହିର ଦାସ, ବିଜୟ ମହାନ୍ତି, ମୀନକେତନ, ଅଶ୍ରୁମୋଚନ ମହାନ୍ତି, ଅସୀତ ପତି |
ସଙ୍ଗୀତ | ପି. କୁମାର |
ମୁକ୍ତିଲାଭ ତାରିଖ | ୮ ସେପ୍ଟେମ୍ବର ୨୦୧୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବଦମାସ୍ ଟୋକା, ୨୦୧୭ରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୌଭାଗ୍ୟ କୁମାର ପରିଡ଼ା । ଏସ୍କେ.ଏଣ୍ଟରଟେନ୍ମେଣ୍ଟ୍ ବ୍ୟାନରରେ ନିର୍ମତ ହୋଇଥିଲା ଏହି ଚଳଚ୍ଚିତ୍ରଟି । ଏହି ବ୍ୟାନରର ଏହା ପ୍ରଥମ ଚଳଚ୍ଚିତ୍ର ଥିଲା ।[୧] ଏହି ଚଳଚ୍ଚିତ୍ରଟିର କାହାଣୀ ଲେଖିଥିଲେ ଲିଙ୍ଗରାଜ ପତି ଏବଂ ସଂଳାପ ଲେଖିଥିଲେ ରଜନୀ ରଞ୍ଜନ । ନିର୍ଦ୍ଦେଶକ ପ୍ରଶାନ୍ତ ପାଲ୍ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତ ନିର୍ଦ୍ଦେଶନ ପି. କୁମାର ଚଳଚ୍ଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୧]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଉଦୟ ଏବଂ ବଙ୍ଗୀୟ ନାୟିକା ମାଳବିକା ବାନାର୍ଜୀ ।[୩][୨] ଉଦୟ ପୂର୍ବରୁ ତାମିଲ କଥାଚିତ୍ରରେ ଅଭିନୟ କରିଥିଲେ ।[୪] ଏହି ଚଳଚ୍ଚିତ୍ର ଜରିଆରେ ସେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ମିହିର ଦାସ, ବିଜୟ ମହାନ୍ତି, ମୀନକେତନ, ଅଶ୍ରୁମୋଚନ ମହାନ୍ତି, ଅସୀତ ପତି, ହାଡ଼ୁ, ଗୁଡ୍ଡୁ, ସୁମନ ଆଦି କଳାକାରମାନେ ଚଳଚ୍ଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
- ଉଦୟ
- ମାଳବିକା ବାନାର୍ଜୀ
- ମିହିର ଦାସ
- ବିଜୟ ମହାନ୍ତି
- ମୀନକେତନ
- ଅଶ୍ରୁମୋଚନ ମହାନ୍ତି
- ଅସୀତ ପତି
- ହାଡ଼ୁ
- ଗୁଡ୍ଡୁ
- ସୁମନ
କାହାଣୀ
ଗୀତ ଏବଂ ସଙ୍ଗୀତ
ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପି. କୁମାର । ୧ ସେପ୍ଟେମ୍ବର ୨୦୧୭ରେ ଏହି ଚଳଚ୍ଚିତ୍ରଟି ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା ।[୪]
ଗୀତ
କ୍ରମ | ଗୀତ | ସମୟ |
---|---|---|
1. | "ବଦମାସ୍ ଟୋକା" | |
2. | "ତୋ ରୂପର ଉପମାକୁ" | |
3. | "ତୋର ରେଟ୍ କେତେ" | |
4. | "ଆକାଶ ଯେମିତି ଥିଲା" |
ଆଧାର
- ↑ ୧.୦ ୧.୧ "Badmash Toka Odia Movie Subha Mahurat". E News ଓଡ଼ିଆ. 26 June 2017. Retrieved 1 September 2017.
- ↑ ୨.୦ ୨.୧ "ଜଣେ ବଦମାସ୍ ଟୋକାର ପ୍ରେମରେ ପଡ଼ିଛନ୍ତି ବଙ୍ଗୀୟ ନାୟିକା ମାଳବିକା!". ସମ୍ବାଦ. 24 April 2017. Retrieved 1 September 2017.
- ↑ "ମାଳବିକାଙ୍କର ଫେରିବା ବେଳା". ସମ୍ବାଦ. 22 December 2016. Retrieved 1 September 2017.
- ↑ ୪.୦ ୪.୧ "'ବଦମାସ୍ ଟୋକା'ର ଅଡିଓ ରିଲିଜ୍". ସମ୍ୱାଦ. 1 September 2017. Retrieved 1 September 2017.